ଯେତେବି ପୁରୁଣା ଯାଦୁ ହୋଇ ଥାଉନା କାହିଁକି ମୂଳରୁ ଶେଷ କରିବ ଏହି 2ଟଙ୍କାର ଜିନିଷ ?

ଆପଣ ମାନେ ସମସ୍ତେ ନିଜର ବା ଅନ୍ୟର କେବେ ଯାଦୁ କାଛୁ କୁଣ୍ଡିଆ ହବାର ଦେଖିଥିବେ । ଯଦି ଆପଣଙ୍କୁ ମଧ୍ୟ ଯାଦୁ କାଛୁ କୁଣ୍ଡିଆ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ଅଟେ । ଆଜି ଆମେ ଆପଣଙ୍କୁ ଘରୋଇ ଜିନିଷ ଦ୍ଵାରା କୌଣସି ପ୍ରକାର ଯାଦୁ କାଛୁ କୁଣ୍ଡିଆ ଦୂର କରିବା ଉପାୟ କହିବାକୁ ଯାଉଛୁ ଯାହା ପାଇଁ ଆପଣଙ୍କୁ କିଛି କିଣିବାକୁ ହବ ନାହିଁ ।

ଏହି ଜିନିଷ ଗୁଡିକ ଆପଣଙ୍କ ଘରେ ବହୁତ ସହଜ ରେ ପ୍ରାପ୍ତ ହୋଇଯିବ ।

Image Courtesy: Google

ଆଜି ଆମେ ଆପଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ଆପଙ୍କୁ ଘରେ ପ୍ରାପ୍ତ ହବ । ଏହି ଉପାୟ ପାଇଁ ଆପଣଙ୍କୁ ଗୋଟେ କଞ୍ଚା ରସୁଣ ପାଖୁଡା, ୨ଟି ଲବଙ୍ଗ ଓ ୨ ଚାମଚ ନଡିଆ ତେଲ ଆବଶ୍ୟକ ହବ । ଏହି ସବୁ ଜିନିଷ ରସୁଣ ଓ ନଡିଆ ତେଲରେ ଆଣ୍ଟିଫଙ୍ଗଲ ହୋଇଥାଏ ଯାହା ଆମ ଶରୀରକୁ ଫଙ୍ଗସରୁ ବଞ୍ଚାଇଥାଏ ସେଥିପାଇଁ ରସୁଣ ବ୍ୟବହାର କରିବା ଉଚିତ ।

Image Courtesy: Google

ରସୁଣ ପାଖୁଡାରେ ବହୁତ ସାରା ଗୁଣ ଥାଏ ଯାହା କ୍ୟାନ୍ସର ରୁ ବଞ୍ଚାଇ ଥାଏ । ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ । ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ। କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ପୁରୁଷମାନେ ଖାଲି ପେଟରେ ରସୁଣ ଖାଇଲେ ଅନେକ ଉପକାର ପାଇଥାନ୍ତି। ରସୁଣରେ ଥିବା ପ୍ରାକୃତିକ ଆଣ୍ଟି ବାୟୋଟିକ ଅନେକ ସଂକ୍ରମଣ ଠାରୁ ସୁରକ୍ଷା ଦେଇଥାଏ ।

Image Courtesy: Google

ରସୁଣ ଓ ଲବଙ୍ଗ ବାଟି ନିଅନ୍ତୁ ଏହା ପରେ ୨ ଚାମଚ ତେଲ ମିଶାଇ ଦିଅନ୍ତୁ, ଏହି ମିଶ୍ରଣକୁ ଦିନରେ ଦୁଇଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ସବୁ ପ୍ରକାର କାଛୁ କୁଣ୍ଡିଆ ଭଲ ହୋଇଯିବ । ବହୁତ ଲୋକ ଜୀବନ ସାରା ଯାଦୁ କାଛୁ ଭଳି ସମସ୍ଯାରୁ ଗ୍ରସ୍ତ ହୋଇଥାନ୍ତି କିନ୍ତୁ କେବେ ସଠିକ ଉପାୟ ଜାଣି ପାରନ୍ତି ନାହିଁ ଓ ସବୁବେଳେ କଷ୍ଟ ପାଇଥାନ୍ତି । ତେବେ ଆୟୁର୍ବେଦରେ ମଧ୍ୟ ରସୁଣକୁ ଭଲ ରାମବାଣ ଚିକିତ୍ସା କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *