ଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ୬ ଟି କାମ, ନଚେତ…

ଜ୍ଯୋତିଷ  ଶାସ୍ତ୍ରଅନୁସାରେ ମଙ୍ଗଳବାର ଦିନ ବହୁତ ବିଶେଷ ହୋଇଥାଏ । ଏହି ଦିନଟି ପବନ ପୁତ୍ର ହନୁମାନଙ୍କୁ ସମର୍ପଣ କରାଯାଇଛି । ଯେମିତିକି ଆମେ ସମସ୍ତେ ଲୋକ ଜାଣିଛୁ କି ମହାବଳୀ ହନୁମାନ ତାଙ୍କ ଭକ୍ତକୁ ସବୁ ସମସ୍ୟାରେ ସୁରକ୍ଷା ପ୍ରଦାନ କରୁଛନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି ମଙ୍ଗଳବାର ହନୁମାନ ଜି ଙ୍କ ପୂଜା କରାଯାଏ ତ ଏଥିରେ ଜୀବନର ସବୁ କଷ୍ଟ ଦୂର ହୋଇଥାଏ ଓ ବ୍ୟକ୍ତି କୁ ସବୁ ପ୍ରକାର ଖୁସି ମିଳିଥାଏ,ସେମିତି ଦେଖିବାକୁ ଗଲେ ଲୋକଙ୍କ ସହିତ ଜାଣତରେ କି ଅଜାଣତରେ ବହୁତ ଏମିତି କାମ ହୋଇଯାଏ,ଯାହା ଫଳରେ ଆମ ଜୀବନରେ ଅଶୁଭ ଫଳ ମିଳିଥାଏ ।

ଜ୍ଯୋତିଷ ଶାସ୍ତ୍ରରେ ଏମିତି କିଛି କାର୍ଯ୍ୟ କୁହାଯାଇଛି  କି ମଙ୍ଗଳବାର ଦିନ ଭୁଲରେ ବି ବ୍ୟକ୍ତିକୁ କରିବା ଉଚିତ ନୁହେଁ,ଅନ୍ୟଥା ଏହୀ କାରଣରୁ ଧନ ସହିତ ଜଡିତ ଥିବା ସମସ୍ୟା ଉତ୍ପନ ହୋଇଥାଏ ।

Image Courtesy: Google

ମଙ୍ଗଳବାରରେ ମହାବଳୀ ହନୁମାନଙ୍କ ସହିତ ମଙ୍ଗଲ ଗ୍ରହର ଦିନ ବୋଲି ମାନନ୍ତି । ସେଥିଲାଗି ଆପଣାକୁ ଏହୀ ଦିନରେ କିଛି ଅଶୁଭ କାମ କରିବା ମନା । ଆଜି ଆମେ ଆପଣଙ୍କୁ ଏମିତି କଥା କହିବାକୁ ଯାଉଛୁ ଯାହା ମଙ୍ଗଳବାର କରିବା ମନା । ନହେଲେ ଆପଣ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିପାରେ ।

ମଙ୍ଗଳବାରରେ ଧନର ଦିଆ ନିଆ କରନ୍ତୁ ନହିଁ

Image Courtesy: Google

ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଧନର ଦିଆ ନିଆ କରେ ତାକୁ ନିଜ ଜୀବନରେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଜ୍ଯୋତିଷ ଶାସ୍ତ୍ରାନୁସାରେ ମଙ୍ଗଳବାର ଦିନ କୌଣସି ବ୍ୟକ୍ତିକୁ ପଇସାର ଉଧାର କେବେ ବି ଦେବା ନେବା କରିବେ ନହିଁ ,ଯଦି ଆପଣ କାହାଠୁ ମଙ୍ଗଳବାର ଦିନ ପଇସା ଆଣୁଛନ୍ତି ତ ଆପଣଙ୍କୁ ଦେବା ପାଇଁ ବହୁତ କଷ୍ଟ ହୋଇପାରେ । ଏହା ଛଡା ଯଦି ଆପଣ କାହାକୁ ଧନ ଦେଉଛନ୍ତି ତ ମିଳିବ ପାଇଁ କଷ୍ଟ ଉତ୍ପନ ହୋଇଥାଏ ।

ମଙ୍ଗଳବାରରେ କୋଉଠି ବି ପଇସା ନିବେଶ କରନ୍ତୁ ନହିଁ

ଜ୍ଯୋତିଷ ଶାସ୍ତ୍ରନୁସରେ ଆପଣ ମଙ୍ଗଳବାର ଦିନ କୌଣସି ପ୍ରକାର ନିବେଶ କରିବାରୁ ନିବୃତ ରୁହନ୍ତୁ ,କାରଣ ଏହା ଅଶୁଭ ମନା ଯାଏ । ଯଦି କେହି ମଙ୍ଗଳବାରରେ ନିବେଶ କରୁଛନ୍ତି ତ ବହୁତ କ୍ଷତି ହେବାର ସମ୍ଭାବନା ରହିଛି ଓ ତାଙ୍କ ଯୋଜୋନା କେବେବି ସଫଳ ହେବନି । ଆପଣ ମଙ୍ଗଳବାର କୁ ଛାଡି ବୁଧବାରରେ ନିବେଶ କରିପାରିବେ ।

Image Courtesy: Google

ମଙ୍ଗଳବାରରେ ମାଂଶ ଓ ମଦିରାର ସେବନ କରନ୍ତୁ ନହିଁ

ଜ୍ଯୋତିଷ ଶାସ୍ତ୍ରନୁସରେ ଦେଖାଯାଏ ତ ମଙ୍ଗଳ ଗ୍ରହକୁ ଉଗ୍ର ଗ୍ରହ ରୂପରେ ମନାଯାଏ,ଯଦି କେହି ବ୍ୟକ୍ତି ମଙ୍ଗଳବାର ଦିନ ମାଂଶ ମଦିରା ସେବନ କରେ ତ ତାହାର ଉଗ୍ରତା ବଢିବାରେ ଲାଗିବ ,ଓ ଜୀବନରେ ନକରାତ୍ମକ ପ୍ରଭାବ ପଡିବ । ସେଥିପାଇଁ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଏହୀ ଜିନିଷର ସେବନ କରିବା ଅନୁଚିତ ।

Image Courtesy: Google

ମଙ୍ଗଳବାରରେ କଳା ପୋଷାକର ଧାରଣ କରିବା ଅନୁଚିତ

ଯଦି କେହି ମଙ୍ଗଳବାର ଦିନ କଳା ପୋଷାକ ଧାରଣ କରେ ,ଏହି କାରଣରୁ ଶନୀଙ୍କର  ଖରାପ  ପ୍ରଭାବ ପଡିପାରେ, କାରଣ ଶନିଙ୍କ ସହ ମଙ୍ଗଳର ସଂଯୋଗ ବହତ ଅଧିକ ଅଶୁଭ ଓ କଷ୍ଟକାରି ହୋଇଥାଏ । ସେଥିପାଇଁ ଆପଣଙ୍କୁ ମାନସିକ ଅସୁବିଧା ର ସମୁଖୀନ ହେବାକୁ ପଡିବ,ଓ ଆପଣଙ୍କୁ ଶାରୀରିକ କଷ୍ଟ ବି ହୋଇପାରେ । ଆପଣ ମଙ୍ଗଳ ବାର ଦିନ ନାଲି କପଡାର ବ୍ୟବହାର କରନ୍ତୁ ।

ମଙ୍ଗଳବାର ଦିନ ଧାରୁଆ ଜିନିଷ କିଣନ୍ତୁ ନହିଁ

ଜ୍ଯୋତିଷ ଶାସ୍ତ୍ରନୁସରେ ଯଦି ମଙ୍ଗଳବାର ଦିନ ଧାରୁଆ ଜିନିଷ କିଣିବେ ଏହୀ କାରଣରୁ ଘରେ ବାଦ-ବିବାଦ ଲାଗିରହିବା । ଘର ପରିବାରର ପରିବେଶ ଅଶାନ୍ତ ରହିଥାଏ ।

Image Courtesy: Google

ମଙ୍ଗଳବାର ଦିନ ସେବିଙ୍ଗ ଓ ଚୁଟି କାଟିବା ଭଳି କାମ କରନ୍ତୁ ନହିଁ

ଜ୍ଯୋତିଷ ଶାସ୍ତ୍ରନୁସରେ ଯଦି କେହି ବ୍ୟକ୍ତି ମଙ୍ଗଳବାର ଦିନ ସେବିଙ୍ଗ କରେ କି ଚୁଟି କାଟେ,ଏହୀ କାରଣରୁ ତାର ବୁଦ୍ଧିର ହାନି ଘଟେ । ସେତିକି ନୁହେଁ ଧନ ହାନୀର ବି ସାମ୍ନା କରିବାକୁ ପଡେ ।

Leave a Reply

Your email address will not be published. Required fields are marked *