ବାଃ… ଦିଦିଙ୍କର କି ନାଚ! ଦେଖନ୍ତୁ କେମିତି Independence Dayରେ ତାଳରେ ତାଳ ଦେଇ ନାଚିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ Mamata Banerjee, ଭାଇରାଲ ହେଉଛି Video 

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ କାଲି ସ୍ଵାଧୀନତା ଦିବସ ବା ଅଗଷ୍ଟ ୧୫ ଭାବେ ସାରା ଭାରତର ବର୍ଷ ରେ ଖୁବ ଧୂମଧାମ ରେ ପାଳନ କରା ଯାଇଛି । ପ୍ରତେକ ଦେଶ ଆଉ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମାନେ ନିଜ ନିଜ ରାଜ୍ୟ ବା ଦେଶରେ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧିନତା ଦିବସର ୭୫ତମ ଅବସର ପାଳନ କରିଛନ୍ତି । ଆମ ଦେଶ ସ୍ଵାଧୀନ ହେବାର ଦୀର୍ଘ ୭୫ ବର୍ଷ ବିତି ଯାଇଛି । ତେବେ ଅନେକ ଘର ମାନଙ୍କରେ ମଧ୍ୟ ଲୋକେ ଜାତିକା ପତାକା ଲଗାଇ ସ୍ଵାଧୀନତା ଦିବସ ପାଳନ କରିବାର ମଧ୍ୟ ନଜର ଆସିଛନ୍ତି ।

ଏହାରି ମଧ୍ୟରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇଏ ବର୍ତ୍ତମାନ ସାରା ରାଜ୍ୟ ରେ ବେଶ ଚର୍ଚ୍ଚା ଲାଗି ରହିଛି । ସୂଚନା ଅନୁଯାୟୀ ତାଳ ସହ ତାଳ ମିଶାଇ ଆଉ ପାଦ ରେ ପାଦ ମିଶାଇ ଜବରଦସ୍ତ ଡ୍ୟାନ୍ସ କରିଲେ ଦିଦି । ହଁ ଆଜ୍ଞା ଲୋକ ଗୀତ ରେ ପାଦକୁ ପାଦ ଇସାଇ ନାଚିଲେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସ୍ଵାଧୀନତା ଦିବସର ୭୫ତମ ପୂର୍ତ୍ତି ଅବସର ରେ ରାଜ୍ୟ ସ୍ତରୀୟ ପ୍ୟାରେଟ ରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସ୍ଵାଧୀନତା ଦିବସର କାର୍ଯ୍ୟକ୍ରମ ରେ ଯୋଗ ଦେଇ କଳାକାର ମାନଙ୍କ ସହ ମନ ଖୋଲି ନାଚିଛନ୍ତି ମମତା ବାନାର୍ଜୀ । ପାରମ୍ପରିକ ନୃତ୍ୟୁ ଦେଖି ନିଜକୁ ଅଟକାଇ ପାରିଲେ ନାହି ମମତା ଦିଦି । କଳାକାର ମାନଙ୍କର ସହ ପାଦ ରେ ପାଦ ଛନ୍ଦି ନାଚିଥିଲେ ମମତା ଦିଦି ।

ଯାହା କୁ ଦେଖିବା ପରେ ହତବାକ ହୋଇ ପଡିଥିଲେ ସେଠାରେ ଥିବା ସମସ୍ତ ଜନ ସାଧାରଣ ଆଉ ବିଶିଷ୍ଟ ଅତିଥୀ ମାନେ । ସବୁ ପ୍ରୋଟକଲ କୁ ପଛରେ ପକାଇ ତାଲା ରେ ତାଳ ମିଶାଇ ଥିଲେ ଦିଦି । ନିଜର ସୁରକ୍ଷା କଥା ମଧ୍ୟ ବୁଝି ଯାଇଥିଲେ ଦିଦି ନାଚ ରେ ମଗ୍ନ ହୋଇ ।

ସ୍ଵାଧୀନତା ଦିବସ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବ ଆଞ୍ଚଲ ର ଅନେକ ବିଶିଷ୍ଟ କଳାକାର ଏମାନେ ସାମିଲ ହୋଇଥିଲେ । ଲୋକ ଗୀତ ରେ ନିଜର କଳା ପ୍ରଦର୍ଶନ କରିଥିଲେ କଳାକାର । ଯାହାକୁ ପ୍ରଶଂସା କରିବା ସହ ସେମାନଙ୍କ ସହ ନାଚି ସେମାନଙ୍କୁ ଉଶ୍ଚାହ ବଢାଇ ଥିଲେ ମମତା ଦିଦି । ପୂର୍ବ ରୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନାଚି ନିଜର ପ୍ରତିଭା ଦେଖାଇଛନ୍ତି ଦିଦି ।

ତେବେ ମମତା ଦିଦିଙ୍କର ଏହି ନାଚ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ଦେଖିବା ପରେ ଲୋକେ ମମତା ଦିଦିଙ୍କର ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । କାରଣ ସେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଆଜି ଓଡିଆ ପରମ୍ପରା କୁ ଭୁଲି ନାହାନ୍ତି । ଏମିତିକି ତାଙ୍କର ନୃତ୍ୟୁ ମଧ୍ୟ ବେଶ ଆକର୍ଷକ ହୋଇଛି ଯାହା ସେ କଳାକାର ମାନଙ୍କ ସହ ମିଶି ଦେଖାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ମମତା ଦିଦିଙ୍କର ନୃତ୍ୟୁ ପରିବେଶ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *