ବାପାଙ୍କ ଆଖିର ତାରା ହୋଇଥାନ୍ତି ଏହି ନାମ ଝିଅମାନେ- Name Astrology

ଝିଅ ଜନ୍ମ ବହୁତ କଠିନ ହୋଇଥାଏ କାହିଙ୍କିନା ସେ ସମସ୍ତଙ୍କ ବିଷୟରେ ବିଚାର କରନ୍ତି ଆଉ କେବେ କାହାକୁ କଷ୍ଟ ଦେଲା ଭଳି କାମ କରିବା ପସନ୍ଦ କରନ୍ତି ନାହିଁ । ଝିଅ ମାନେ ମା ଆଉ ବାପା ଦୁଇ ଜଣଙ୍କ ଆଖିର ତାରା ହୋଇଥାନ୍ତି କିନ୍ତୁ ବାପା ସହ ଝିଅର ଗୋଟେ ଅଟୁଟ ସମ୍ପର୍କ ହୋଇଥାଏ ଯାହା କେବଳ ଅନୁଭବ ହୋଇପାରେ କିନ୍ତୁ କହି ହୁଏ ନାହିଁ ଝିଅ ମାନେ ନିଜ ବାପାଙ୍କ ପାଇଁ ବହୁତ ମୂଲ୍ଯବାନ ହୋଇଥାନ୍ତି । ନିଜ ଝିଅ ଖୁସି ପାଇଁ ବାପା କିଛି ବି କରିବା ପାଇଁ ରାଜି ରୁହନ୍ତି । ତେବେ କଣ ଆପଣ ଜାଣିଛନ୍ତି କିଛି ବିଶେଷ ନାମ ଝିଅ ମାନେ ନିଜ ବାପା ପାଇଁ ସବୁ କରିବା ପାଇଁ ରାଜି ରୁହନ୍ତି ଆଉ ତାଙ୍କ ବାପା ମଧ୍ୟ ତାଙ୍କ ପାଇଁ କିଛି କରିବା ପାଇଁ ଆଗେଇ ଆସନ୍ତି ।

ଏ :

ଏ ନାମ ଝିଅମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି ନାମ ଝିଅ ମାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି ଆଉ ତାଙ୍କ କଥା ସମସ୍ତେ ମାନନ୍ତି ଏହାର ବଡ କାରଣ ଏହା ହୋଇଥାଏ ଯେ ଏହି ନାମ ଝିଅ ମାନେ ସମସ୍ତଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଆଉ ଅନ୍ୟ ମାନଙ୍କୁ ଖୁସି ରଖିବା ପାଇଁ ସବୁବେଳେ ପ୍ରୟାସ କରନ୍ତି । ଏହି ନାମ ଝିଅ ମାନେ ନିଜ ବାପାଙ୍କ ପାଇଁ କିଛି ବି କରିବା ପାଇଁ ରାଜି ରୁହନ୍ତି ।

ଏସ :

ଏସ ନାମ ଝିଅ ମାନେ ନିଜ ବାପାଙ୍କୁ ନିଜ ହିରୋ ମାନନ୍ତି ସେ ନିଜ ବାପା ଉପରେ ବହୁତ ଗର୍ବ କରନ୍ତି ଆଉ ନିଜ ପାଇଁ କେବେ ଦୁଃଖୀ ହୁଅନ୍ତି ନାହିଁ କାହିଁକି ନା ସେ ଜାଣିଛନ୍ତି ତାଙ୍କ ବାପା ତାଙ୍କୁ ସବୁବେଳେ ଖୁସିରେ ରଖିବେ । ଜୀବନରେ ଯେତେ ଦୁଃଖ ହେଉ ବା ସୁଖ ଏହି ନାମ ଝିଅ ମାନେ ନିଜ ବାପାକୁ ଆଗ କୁହନ୍ତି ନିଜ ମାକୁ ନୁହ । ଏହି ନାମ ଝିଅ ମାନେ ଏମିତି କିଛି କରିଥାନ୍ତି ଯାହା ତାଙ୍କ ବାପା ର ସ୍ବାପନ ହୋଇଥାଏ । ଏହି ନାମ ଝିଅ ମାନେ ସବୁ ଛୁଆଙ୍କ ମଧ୍ୟରୁ ବାପାର ଗେଲ୍ହି ହୋଇଥାନ୍ତି ।

ପି :

ପି ନାମ ଝିଅମାନେ ନିଜ ବାପା ମନ କଥା ବେସ ଭଲ ଭାବରେ ଜାଣି ପାରିଥାନ୍ତି ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ବାପା ଘରେ କାହାକୁ କୁହନ୍ତି ନାହିଁ କିନ୍ତୁ ଏହି ନାମ ଝିଅ ମାନେ ନିଜ ବାପା ମନ କଥା ବେସ ଭଲ ଭାବରେ ବୁଝି ପାରନ୍ତି । ଏହି ନାମ ଝିଅ ମାନଙ୍କ ମନ କଥା ତାଙ୍କ ବାପା ମଧ୍ୟ ବୁଝି ପାରନ୍ତି ସେଥିପାଇଁ କେବେ ଦୁହିଙ୍କୁ ପରାସ ପରକୁ କିଛି କହିବା ପାଇଁ ଆବଶ୍ୟକ ହୋଇନଥାଏ ।

Leave a Reply

Your email address will not be published. Required fields are marked *