ତେବେ ଆଜିକା ସମୟରେ ସମସ୍ତଙ୍କୁ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ଯା ଅବଶ୍ୟ ଅଛି ଯାହା ଦ୍ଵାରା ସମସ୍ତଙ୍କୁ କଷ୍ଟ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ସମସ୍ଯା ମଧ୍ୟ ଦୂର ହବ ଓ ଆପଣଙ୍କୁ ଅଧିକ ଖର୍ଚ କରିବାକୁ ପଡିବ ନାହିଁ । ବହୁତ ଲୋକେ ଏମିତି ହୋଇଥାନ୍ତି ଯିଏ କଥା ହେଲେ ତାଙ୍କ ପାଟି ଗନ୍ଧାଇଥାଏ ଏହି ଭଳି ଲୋକଙ୍କ ସହ କେହି କଥା ହବାକୁ ଇଛା କରନ୍ତି ନାହିଁ ।
ତେବେ ଯଦି ଆପଣଙ୍କ ସହ ଏମିତି ହଉଛି ତେବେ ଆପଣଙ୍କୁ କିଛି ବିଶେଷ କରିବାର ନାହିଁ ଆପଣଙ୍କୁ ସକାଳେ ଓ ସନ୍ଧ୍ୟାରେ ଦିନକୁ ଦୁଇ ଥର ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ କୁଳୁକୁଳି କରିବା ଉଚିତ ଅଟେ । ଏହା ୧୫ ଦିନ କରିବା ଦ୍ଵାରା ଆପଣଙ୍କ ପାଟି ଗନ୍ଧେଇବା ରୋଗ ମୂଳରୁ ସମାପ୍ତ ହୋଇଥାଏ ।
୧. ଆଜିକା ସମୟରେ କାହାକୁ ଅବା ଗ୍ଯାସ ସମସ୍ଯା ନାହିଁ ସମସ୍ତଙ୍କୁ ଗ୍ଯାସ ସମସ୍ଯା ଅଛି ଓ ସମସ୍ତଙ୍କୁ ବଟିକା ଆବଶ୍ୟକ ହେଉଅଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ନା କହିବାକୁ ଯାଉଛୁ ଯାହା ଆପଣ ମାନେ ସବୁବେଳେ ବ୍ୟବହାର କଲେ ଗ୍ଯାସର ମୂଳରୁ ମୁକ୍ତି ପାଇ ପାରିବେ । ଆପଣ ମାନଙ୍କ ଘରେ ଅଦା ନିଶ୍ଚିନ୍ତ ଥିବ ଓ କଳା ଲୁଣ ମଧ୍ୟ ଥିବ ତେବେ ସକାଳେ ସନ୍ଧ୍ୟାରେ ଖାଇବା ଆଗରୁ ଅଳପ ଅଦା କାଟି ଅଳପ ଟିକେ କଳା ଲୁଣ ଦେଇ ଚୋବେଇ ଖାଇ ଦିଅନ୍ତୁ ତା ପରେ ଖାଦ୍ୟ ଖାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଗିବ ଓ ଗୋଟେ ମାସ କରିବା ପରେ ଆପଣଙ୍କୁ ନିଜେ ଭଲ ଅନୁଭବ ହବ ।

୨. ବହୁତ ଲୋକଙ୍କୁ କ୍ଷୀର ପିବାର ଅଭ୍ଯାସ ହୋଇଥାଏ ଏହି ଭଳି ଲୋକଙ୍କୁ ଜାଣି ରଖିବା ଆବଶ୍ୟକ ଯେ କ୍ଷୀର ଶନିବାର ଦିନ ସେବନ କରନ୍ତୁ ନାହିଁ ଏହା ଆପଣାଙ୍କ ପାଇଁ ଶୁଭ ନୁହ । ଆଉ ଗୋଟେ କଥା ସବୁବେଳେ ମନେ ରଖନ୍ତୁ ଯେ ଗୁରୁବାର ଦିନ ଲିମ୍ବ ଖାନ୍ତୁ ନାହିଁ । ରବିବାର ଦିନ ଗୁଡ ଖାଇବେ ନାହିଁ ଓ ମଙ୍ଗଳବାର ଦିନ ମୂଳା ଖାଇବେ ନାହିଁ ଏବଂ ବୁଧବାର ଦିନ ଆଖୁ ଖାଇବେ ନାହିଁ ଏହାର ପାଳନ ଯେଉଁ ବ୍ୟକ୍ତି କରି ଥାନ୍ତି ତାଙ୍କୁ କୌଣସି ସମସ୍ଯା ହାତ ଲଗେଇ ପାରେ ନାହିଁ ।

୩. ସମ୍ଭର ସିଂହ ଟିକେ ନିଜ ଘରେ ଆଣି ରଖନ୍ତୁ ଦେଖିବେ ଆପପଣଙ୍କ ଘରେ ବହୁତ ଶୁଭ ଫଳ ପ୍ରାପ୍ତି ହବ । ଆପଣଙ୍କୁ କୌଣସି ସାପ୍ପ ସ୍ଵପ୍ନ ଆସିବ ନାହିଁ ଓ ଏହା ଛଡା ଯଦି ସାମ୍ଭର ସିଂହଟି ଆପପଣଙ୍କ ପାଖରେ ଥାଏ ତେବେ ବିଷାକ୍ତ ସାପକୁ ମଧ୍ୟ ଚଢିକି ଗଲେ ସାପ ଆପଣଙ୍କୁ ଚୋଟ ମାରିବ ନାହିଁ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।