ପ୍ରେମ ପରୀକ୍ଷା କାହିଁକି ନିଏ ? Krishna Vani

ପ୍ରେମ ତିନିଲୋକରେ ସବୁଠୁ କଠିନ ଯାତ୍ରା ଅଟେ । ହେବନୀ ବି କଣ ପାଇଁ, କାରଣ ଏହା ସାରା ସଂସାରରେ ଶକ୍ତି ଭାବେ ବ୍ୟାପ୍ତ ଅଟେ । ଏହାର ଯାତ୍ରା ସରଳ କେମିତି ହୋଇପାରିବ । ଏହି ଯାତ୍ରା କେବଳ ନାୟିକା ଓ ନାୟକର ହୋଇନଥାଏ, ଏହି ଯାତ୍ରା ଦ୍ଵାରା ସମସ୍ତଙ୍କୁ ଯିବାକୁ ପଡିଥାଏ । ଯିଏ ପ୍ରେମ କରିଥାଏ, ପ୍ରେମର ଠିକ ସାମ୍ନାରେ ନିଆଁର ଦରିଆ ଥାଏ ଓ ତାକୁ ପାର କରି ଯିବାକୁ ହୋଇଥାଏ ।

ଯିଏ ତାକୁ ପାର କରି ଗଲା ସେ କୂଳରେ ଲାଗିଲା ଓ ଯିଏ ନକରିପାରିଲା ସେ ବହୁତ କଷ୍ଟ ପାଏ ଜୀବନସାର । ଯିଏ ଏହି ପଥରେ ଯାଇଥାଏ ବହୁତ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ସେହି ବ୍ୟକ୍ତିକୁ ଠୋକର ଖାଇବାକୁ ପଡିଥାଏ । ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ, ବହୁତ କଷ୍ଟ ସହିବାକୁ ପଡିଥାଏ । ଏହିଭଳି ବହୁତ କିଛି ହୋଇଥାଏ । ଏହି ପ୍ରେମ କାହା ସହିତବି ହୋଇପାରେ , କିଏବି ଏହି ପ୍ରେମ ଦେଇ ଗତି କରିଥିବେ । ଯିଏ ଜିଦି କରିଥାଏ ତା ପାଇଁ ଖାଲି ପ୍ରେମ ନୁହେଁ, ସଂସାରର ସବୁ ଜିନିଷ ତା ପାଇଁ ସହଜ ହୋଇଥାଏ ।

କିନ୍ତୁର ପ୍ରେମର ରାସ୍ତା ବହୁତ କଠିନ ହୋଇଥାଏ । କାନ୍ଦି କାନ୍ଦି ଲୋକଙ୍କର ଅବସ୍ଥା ଖରାପ ହୋଇଯାଇଥାଏ ।ଏହି ପ୍ରେମ ମଣିଷକୁ କିଛିବି କରିବାକୁ ବାଧ୍ୟ କରିଦେଇଥାଏ, ଯିଏ ତାକୁ ଠିକସେ କରିପାରିଲା । ଯେମିତି ଲାଗିବା ତାକୁ ଦୁନିଆର ସବୁକିଛି ମିଳିଗଲା । ଏହି ପ୍ରେମର ଯାତ୍ରା କାହା ସହିତବି ହୋଇପାରେ, ଯେମିତି ରାଧା, ରୁକ୍ମଣୀ କୃଷ୍ଣଙ୍କୁ ପ୍ରେମ କରିଥିଲେ ।

ତାଙ୍କର ପ୍ରେମର ଯାତ୍ରା ଯେମିତି ଜଣେ ପ୍ରେମୀ ତାର ପ୍ରେମିକ ସହିତ ପ୍ରେମ କରିଥାଏ । ଆପଣଙ୍କୁ ପ୍ରେମ ବିଷୟରେ ଗୋଟେ ମହତ୍ଵପୂର୍ଣ କଥା କହିବୁ ପ୍ରେମ ଅସୁବିଧାରେ ପ୍ରଥମେ ପରଖିଥାଏ ତାପରେ ଯାତ୍ରାରେ ଆପଣଙ୍କୁ କଷ୍ଟ ଦେଇଥାଏ । ତାପରେ ଯାଇ ଆପଣଙ୍କୁ ଲକ୍ଷ ଦେଇଥାଏ, ଏହି ପ୍ରେମ ଏତେ ସହଜ ହୋଇନଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *