‘ Sath Nibhana Sathiya’ ଶୋରେ ଜିଗରର ଦ୍ଵିତୀୟ ସ୍ତ୍ରୀ ପରିଧିର ଅଭିନୟ କରୁଥିବା ଅଭିନେତ୍ରୀ ଆଜି ଦେଖା ଯାଉଛନ୍ତି ଏମିତି

ଅଭିନୟ ଦୁନିଆ ଏମିତିକା ଦୁନିଆ ଯେଉଁଠାରେ ଲୋକ ନିଜ ପସନ୍ଦ ଅନୁଯାଇ କାମ ପାଇବେ ବୋଲି କୌଣସି ଗ୍ୟାରେଣ୍ଟି ନଥାଏ । ଏଠି ଲୋକଙ୍କୁ ଯାହା କାମ ମିଳିଥାଏ ସେ କରନ୍ତି ଓ ତାଙ୍କ ଅଭିନୟ ଓ ସୁନ୍ଦରତା ଅନୁଯାଇ ତାଙ୍କୁ ଦର୍ଶକ ମାନେ ପସନ୍ଦ ମଧ୍ୟ କରିଥାନ୍ତି ଯାହା ବହୁତ କମ ଲୋକଙ୍କ ଭାଗ୍ୟରେ ମିଳିଥାଏ । ତେବେ ଟିଭି ଦୁନିଆରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି ।

କିନ୍ତୁ ତାଙ୍କୁ ବହୁତ ଅଧିକ ପ୍ରସିଦ୍ଧି ମିଳି ନାହିଁ ସେ ନିଜ କାମ ଦ୍ଵାରା ଲୋକଙ୍କ ମନ କିଣିଛନ୍ତି ଯାହା ପରେ ଦର୍ଶକ ମାନେ ଏହା ଜାଣିବା ପାଇଁ ଇଛା କରୁଛନ୍ତି ଯେ ସେ ବର୍ତମାନରେ କଣ କରୁଛନ୍ତି ଓ କେମିତି ଦେଖା ଯାଉଛନ୍ତି ।

Image Courtesy: Google

ତେବେ ଏହି କଳାକାର ମାନଙ୍କ ମଧ୍ୟରୁ ସାଥ ନିଭାନା ସାଥୀୟା ସିରିଏଲରେ ଜିଗର ମୋଦୀ ଦ୍ଵିତୀୟ ସ୍ତ୍ରୀ ଅଭିନୟ କରିଥିଲେ ପରିଧି ଯାହାଙ୍କ ଅସଲ ନାମ ଲଭଲିନ କୋର ଅଟେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ତାଙ୍କ ସୁନ୍ଦରତା କୌଣସି ଅଭିନେତ୍ରୀଙ୍କ ଠାରୁ କମ ନଥିଲା । ଲଭଲିନ ଅଭିନୟ କ୍ଯାରିୟର 2011 ମସିହାରେ ଆସିଥିବା ସୋ ବଡେ ଅଛେ ଲଗତେ ହୈରୁ ଆରମ୍ଭ କରିଥିଲେ ।

Image Courtesy: Google

ଯେତେବେଳେ ସେ ଛୋଟ ଥିଲେ ସେ ଦେଖିବା ପାଇଁ ବହୁତ ସୁନ୍ଦର ଓ ଗୋଲୁ ଥିଲେ ତାଙ୍କ ପ୍ରଥମ ସିରିଏଲ ଥିଲା “ବଡେ ଅଛେ ଲଗତେ ହେଁ” ଏହି ସିରିଏଲରେ ଲଭଲିନ ଅଭିନୟ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ ତା ପରେ ତାଙ୍କୁ ବହୁତ ସିରିଏଲରେ କାମ କରିବାକୁ ମିଳିଥିଲା ଓ ଦର୍ଶକ ତାଙ୍କୁ ଦେଖିବାକୁ ବହୁତ ପସନ୍ଦ ମଧ୍ୟ କରନ୍ତି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ସେ ଏମିତି କିଛି ବଡ ଓ ମୁଖ୍ୟ କଳାକାର ପାଇଁ ଅଫର ପାଇ ନାହାନ୍ତି ।

Image Courtesy: Google

ଲଭଲିନଙ୍କ ଜନ୍ମ ୧୬ ଜୁଲାଇ ୧୯୯୦ରେ ଜମ୍ମୁ କାଶ୍ମୀରରେ ହୋଇଥିଲା, ତାଙ୍କ ସବୁ ପାଠ ଜମ୍ମୁରେ ହୋଇଥିଲା, ୨୦୧୧ରେ ଆସିଥିବା ସିରିଏଲ ବଡେ ଅଛେ ଲଗତେ ହେଁ ରେ ଜେନି ଭାବରେ ଲାଭଲିନ ଅଭିନୟ ଦୁନିଆରେ ପାଦ ରଖିଥିଲେ । ଲଭଲିନ ୨୦୧୯ ମସିହାରେ କୋସିକ କୃଷ୍ଣ ମୂର୍ତିଙ୍କ ସହ ବିବାହ କରିଥିଲେ । ତେବେ ଲଭଲିନ ସ୍ଵାମୀ ଜଣେ ବୀଜନେସମେନ ଅଟନ୍ତି ଓ ବର୍ତମାନ ଦୁହେଁ ନିଜ ବୈବାହିକ ଜୀବନ ବହୁତ ଭଲ ଭାବରେ ଏଞ୍ଜୋୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *