ସଫଳତାର ୮ଟି ନିୟମ, ଏବେ କାହା ବୋପା ବି ଅଟକେଇ ପାରିବନି ଆପଣଙ୍କୁ ସଫଳ ହେବାରେ- Chanakya Niti

ଚାଣକ୍ୟ ଜଣେ ଏମିତି ବିଦ୍ଵାନ ଥିଲେ ଯିଏ ଲୋକଙ୍କ ମୁହଁ ଦେଖି କହିଦେଉଥିଲେକି ସାମ୍ନା ବାଲା କଣ ଭାବୁଛି । ସେ ହିଁ ଭାରତ ଇତିହାସର ଜଣେ ଏମିତି ମନୁଷ୍ୟ ଥିଲେ ଯିଏ କି ଯେତେ ବି କିଛି ଯୋଜନା ବନାଉଥିଲେ ତା ପଛରେ ଶହେ ବିକଳ୍ପ ରଖୁଥିଲେ । ହାରିବାର କୌଣସି ଭୟ ନଥିଲା, ମାନେ ବହୁତ ଖରାପ ପରିସ୍ଥିତିରେ ମଧ୍ୟ ନୀରାପତାର ପୁରା ଯୋଜନା କରି ରକୁଥିଲେ । ତାଙ୍କର ଏହି ନୀତି ଆଜିଠୁ ଦୁଇହାଜର ଚାରିସହ ବର୍ଷ ପୂର୍ବେ ବ୍ୟବହାର କାରାଯାଉଥିଲା । କିନ୍ତୁ ଆଜିର ଏହି ଟେକନୋଲୋଜି ଭରା ଦୁନିଆରେ ରାଜନେତା ଓ ବ୍ୟାପାରୀ ବହୁତ ଭଲ ଭାବରେ ବ୍ୟବହାର କରୁଛନ୍ତି । ନିଜର ଦେଶ ବିଦେଶର ସଂପର୍କକୁ ଠିକ କରିବା ପାଇଁ ।

ପ୍ରଥମ କଥା ଆଚର୍ଯା ଚାଣକ୍ୟ କହିଛନ୍ତି ବ୍ୟକ୍ତି ନିଜ କାମ ଦ୍ଵାରା ମହାନ ହୋଇଥାଏ, ନିଜ ଜନ୍ମରେ ନୁହେଁ । ଏହା କିଛି ଫରକ ପକାଏନି ଆପଣ କିଏ କେଉଁଠୁ ଆସିଛନ୍ତି । ଆପଣଙ୍କ ପାଠ ପଢା ଯେମିତି ସ୍କୁଲରେବୀ ହୋଇଥାଉ, ଆପଣଙ୍କ ରାସ୍ତାରେ ଯେତେବୀ ଦୁଃଖର ପାହାଡ ଆସୁ, ଯଦି ଆପଣଙ୍କ କାର୍ଯ୍ୟ ଠିକ ଅଛି ବା ଆପଣ ପ୍ରତିଦିନ ଏମିତି କାର୍ଯ୍ୟ କରୁଛନ୍ତି ଯାହା ଆପଣଙ୍କୁ ଗୋଟେ ସଫଳ ମଣିଷ ବନାଇବାରେ ସାହାର୍ଯ୍ୟ କରିବ ।

କୁହାଯାଏକି ଗଡ ଗିଫ୍ଟେଡ ଏମିତି କିଛିବି ନଥାଏ, ଆପଣଙ୍କ ଭଳି ଏମିତି ବହୁତ ଲୋକ ଏମିତି ଭାବୁଥିବେ । କିନ୍ତୁ ଏମିତି କିଛି ନଥାଏ । ଲୋକ ଭାବୁଥିବେ ଲୋକ ଅମ୍ବାନୀ ଭଳି ଘରେ ଜନ୍ମ ନିଅନ୍ତି, ସେ ଗଡ ଗିଫ୍ଟେଡ ହୋଇଥିବେ, କିନ୍ତୁ ଏହା ସତ୍ୟ ନୁହେଁ । ତାଙ୍କୁ କିଛି ଅଧିକ ସାହାର୍ଯ୍ୟ ମିଳୁଥିବ ଭଲ ଘର, କାର, ବ୍ୟାଙ୍କ ବାଲାନ୍ସ କିନ୍ତୁ ପଢିବାକୁ ତାଙ୍କୁ ବି ପଡିଥାଏ । ସେମାନେ ମଧ୍ୟ ସେହି ସବୁ କାମ କରିଥାନ୍ତି ଯାହା ପ୍ରତିଦିନର ଅନ୍ୟ ଲୋକମାନେ କରିଥାନ୍ତି । କିନ୍ତୁ ଗୋଟିଏ ଜାଗାରେ ସେହି ଲୋକ ମାନେ ଅଧିକ ପରିଶ୍ରମ କରିଥାନ୍ତି, ଯାହା ହେଉଛି ତାଙ୍କ ଭବିଷ୍ୟତ ପାଇଁ ।

କାରଣ ତାଙ୍କର ପୂର୍ବ ପୁରୁଷର ବ୍ୟାପାର ଚଳେଇବାର ଅଛି ଓ ନିଜ ଲୋକମାନଙ୍କର ନାମ ରଖିବାର ଅଛି ଆଉ ତାକୁ ଆଗକୁ ମଧ୍ୟ ନେଇକି ଯିବାର ଅଛି । ଏହିଲୋକ ଆମଠୁ କମ ସୋଇଥାନ୍ତି ଓ ଆମଠୁ ମଧ୍ୟ ଅଧିକ କାମ କରିଥାନ୍ତି ଓ ପାଠ ପଢିଥାନ୍ତି ।ଆମେମାନେ ସବୁବେଳେ ପଜେଟିଭ ଜିନିଷକୁ ଧ୍ୟାନରେ ରଖିଥାଉ ସେଥିଲାଗି ଆମମାନଙ୍କୁ ଶିଖିବାର ସୁଯୋଗ ମିଳିନଥାଏ, ଦୁଇଜଣଙ୍କ ଜୀବନରେ କିଛି ଲସ ଓ ବେନିଫିଟ ଅଛି, ସବୁଠୁ ଭଲ କଥା ଆମ ଜୀବନରେ ହରେଇବା ଡର କିଛି ନଥାଏ । ଏହି କଥା କେବେବି ଭବିବେ ନାହିଁକି ମୁଁ ଜନ୍ମରୁ ମହାନ ହୋଇଥାନ୍ତିକି, ଯେଉଁଠି ଅଛ ସେଇଠୁ ହିଁ ଆରମ୍ଭ କରନ୍ତୁ ।

ଚାଣକ୍ୟ ଏହା ମଧ୍ୟ କହିଛନ୍ତି ପରିଶ୍ରମ ସେଇ ଚାବି ଅଟେ ଯାହା ଭାଗ୍ୟର ତାଲାକୁ ଖୋଲିଥାଏ । ମାନେ ଯଦି ଆପଣ ଲଗାରର ପରିଶ୍ରମ କରିବେ ଭାଗ୍ୟ ମଧ୍ୟ ବାଟ ଧୀରେ ଧୀରେ ଖୋଲିବ । ନିରନ୍ତର ପରିଶ୍ରମ କରିବା ଦ୍ଵାରା କେମିତି କେମିତି ଲୋକ ମଧ୍ୟ ସଫଳତାର ଶିଖରରେ ପହଞ୍ଚିଛନ୍ତି । ଆପଣଙ୍କୁ ବିନା ହାରି ବୀନା ଥକି ଆପଣଙ୍କୁ ନିରନ୍ତର ପରିଶ୍ରମ କରିବାର ଅଛି । ଜୀବନରେ ଯାହା କିଛି ହାସିଲ କରିବାରେ ଅଛି ସେ କେବଳ ଶିକ୍ଷାର ଆଧାରରେ ହିଁ ସମ୍ବଭ । ଆମେ ଥିୟୋରୀଟୀକାଲ ନଲେଜ ବିଷୟରେ କହୁନୁ, ଯେଉଁ ମାନେ ଜୀବନରେ ବହୁତ ସଫଳତା ଅର୍ଜନ କରିଛନ୍ତି ତାଙ୍କ ବିଷୟରେ ପଢିବା ଓ ଜାଣିବା ଆବଶ୍ୟକ ହୋଇଥାଏ ।

ସେମାନେ ଏସବୁ କେମିତି କଲେ ତାଙ୍କ ବିଷୟରେ ଶିଖିବାକୁ ହୋଇଥାଏ । ରହିଲା କଥା ସୁନ୍ଦର ଓ ପ୍ରୟାସ କରିବାର ଏହି କଥା ସତ ପ୍ରତିଶତ ଠିକ ଅଟେ,ଗୋଟେ ଉଦାହରଣ ଦ୍ଵାରା ଜାଣିବା ସେ ହେଉଛନ୍ତି ନୱାଜଉଦିନ ଶିଦିକି ତାଙ୍କ ପାଖରେ ଭଲ ଚେହେରା ଅଛିନା ସିକ୍ସ ପ୍ୟାକ ଭଳି ବଡି, ଆଜି ସେ ସେଇ ସବୁ ଲୋକଙ୍କ ଠାରୁ ଆଗରେ ଅଛନ୍ତି ଯାହା ଫିଲ୍ମ ଦୁନିଆର ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି ଓ ସୁନ୍ଦର ମଧ୍ୟ ଲାଗୁଛନ୍ତି । ଗୋଟେ ଭଲ ଅଭିନେତା ହେବା ପାଇଁ ଅଭିନୟ ଜାଣିଥିବା ନିହାତି ଭାବରେ ଦରକାର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *