ସ୍ଵାମିର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରେ ନାହିଁ ? ଏହା ସହ ଆହୁରି 21 Gk Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ପ୍ରଶ୍ନ :- ବିଶ୍ଵରେ ସବୁଠୁ ବଡ ପିମ୍ପୁଡି କେଉଁଠାରେ ଦେଖାଯାଆନ୍ତି ?

ଉତ୍ତର – ଆଫ୍ରିକାରେ

ପ୍ରଶ୍ନ :- ବିଶ୍ଵରେ ସବୁଠାରୁ ଛୋଟ ଫୁଲର ନାମ କଣ ?

ଉତ୍ତର – ଓଲିପିଆ

ପ୍ରଶ୍ନ :- ଉଡାଜାହାଜରେ ବ୍ଲାକ ବକ୍ସ କେବେଠାରୁ ବ୍ୟବହାର କରାଯାଉଛି ?

ଉତ୍ତର – ୧୯୬୦ ମସିହାରୁ

ପ୍ରଶ୍ନ :- ଭାରତର କେତୋଟି ଜାଗାରେ କୁମ୍ଭମେଳାର ଆୟୋଜନ ହୋଇଥାଏ ?

ଉତ୍ତର – ୪ ଟି ଜାଗାରେ ଆୟୋଜନ ହୋଇଥାଏ ।

ପ୍ରଶ୍ନ :- କିଏ ସେ କି ମନ୍ତ କଲା, ଅମୁହାଁ ଦେଉଳେ ନିର ପଶିଲା, ଏହାର ଅର୍ଥ କଣ ?

ଉତ୍ତର – ନଡିଆ ଓ ତା ଭିତରେ ପାଣି

ପ୍ରଶ୍ନ :- ବିଶ୍ଵରେ କେତେ ପ୍ରତିଶତ ଲୋକ ସଂଗୀତାକୁ ଘୃଣା କରିଥାନ୍ତି ?

ଉତ୍ତର – ୫ ପ୍ରତିଶତ ଲୋକ

ପ୍ରଶ୍ନ :- କଳା କଳା ତନ୍ତୁ ଗୁଡିଏ, ତା ମୂଳରେ ଜନ୍ତୁ କୋଡିଏ, ଏହାର ଅର୍ଥ କଣ ?

ଉତ୍ତର – ମୁଣ୍ଡରେ ବାଳ ଆଉ ଉକୁଣି

ପ୍ରଶ୍ନ :- ରେଡକ୍ରସର ମୁଖ୍ୟ କାର୍ଯ୍ୟଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ଜେନେଭା ଠାରେ

ପ୍ରଶ୍ନ :- ସ୍ଵାମିର କେଉଁ ଜିନିଷକୁ ସ୍ତ୍ରୀ କେବେ ଧରେ ନାହିଁ ?

ଉତ୍ତର – ନାମ

ପ୍ରଶ୍ନ :- ମାଟିର ମଣିଷ ଉପନ୍ୟାସ କିଏ ଲେଖିଥିଲେ ?

ଉତ୍ତର – କାଳିନ୍ଦୀ ଚରଣ ପାଣିଗ୍ରାହୀ

ପ୍ରଶ୍ନ :- ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?

ଉତ୍ତର – ସୂତୁରମୁର୍ଗ

ପ୍ରଶ୍ନ :- କେଉ ଚଢେଇ କେବେ ଗଛ ଉପରେ ବସିନଥାଏ ?

ଉତ୍ତର – ଟିଟୋନି ନାମକ ପକ୍ଷୀ

ପ୍ରଶ୍ନ :- ଏମିତି କେଉଁ ଜୀବ ହୋଇଥାଏ କେବେ ସୋଇନଥାଏ ?

ଉତ୍ତର – ବୁଲଫ୍ରଗ

ପ୍ରଶ୍ନ :- ମନୁଷ୍ୟ ୨୪ ଘଣ୍ଟାରେ କେତେଥର ନିଶ୍ଵାସ ନେଇଥାଏ ?

ଉତ୍ତର – ୧୭ ରୁ ୩୦ ହଜାର ଥର

ପ୍ରଶ୍ନ :- ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେବି ନଦୀ ନାହିଁ ?

ଉତ୍ତର – ସାଉଦି ଆରବ

ପ୍ରଶ୍ନ :- ସେ କେଉଁ ପ୍ରାଣୀ ହୋଇଥାଏ ଯିଏ ମଣିଷରୁ ମାଦା ବନିଥାଏ ?

ଉତ୍ତର – ଛିପକଲି ଓ ଅକ୍ଟୋପସ

ପ୍ରଶ୍ନ :-ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି କପଡାରେ ନ୍ୟୁଜ ପେପର ଛପାଯାଇଥାଏ ?

ଉତ୍ତର – ସ୍ପେନ ରେ

ପ୍ରଶ୍ନ :- ସର୍ବ ପ୍ରଥମେ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଧନା ଦେଶରେ

ପ୍ରଶ୍ନ :-ଗୋଟେ ବର୍ଷରେ କେତେ ମିନିଟ ହୋଇଥାଏ ?

ଉତ୍ତର – ୫୨୫୬୦୦ ମିନିଟ

ପ୍ରଶ୍ନ :-  ସେ କେଉଁ ମଣିଷ ହୋଇଥାଏ ଯାହାର କେଉଁଠି ଟିକେଟ ଲାଗି ନଥାଏ ?

ଉତ୍ତର – ନବଜାତ ଶିଶୁର

ପ୍ରଶ୍ନ :- ଛୋଟ ଭାରତ କେଉଁ ଦେଶକୁ କୁହାଯାଇଥାଏ ?

ଉତ୍ତର – ଫିଜି ଦେଶକୁ

ପ୍ରଶ୍ନ :- ଦେଶରେ ପ୍ରତିବର୍ଷ ପାଖାପାଖି କେତେ ଲୋକ ତମ୍ବାକୁ ଦ୍ଵାରା ସମ୍ବଧିତ ରୋଗ କାରଣରୁ ମରିଥାନ୍ତି ?

ଉତ୍ତର – ପ୍ରାୟ ୮ ଲକ୍ଷ ଲୋକ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *