ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।
ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ….
୧- ପତ୍ନୀକୁ ଘର ଲକ୍ଷ୍ମୀ କୁହାଯାଏ, ତ ଗାର୍ଲ ଫ୍ରେଣ୍ଡକୁ କଣ କହିବ ???
ଏକ୍ସପର୍ଟ ଲୋକ ଉତ୍ତର ଦେବେ ଏହାର ।
୨- ବାପୁ – କାଲି ରାତିରେ ଘରକୁ କାହିଁକି ଆସିଲ ନାହିଁ ।
ପପୁ – ମୁଁ କାଲି ସାଙ୍ଗ ଘରେ ପଢୁଥିଲି
ବାପୁ – ତୁମର ରାତିର ନିଶା ଏବେ ପର୍ଯ୍ୟନ୍ତ ଉତୁରି ନାହିଁ କି ?
ପପୁ – କଣ ପାଇଁ ବାପୁ ?
ବାପୁ – କମିନେ ତୋର ପଢା ୪ ବର୍ଷ ହେଲାଣି ଶେଷ ହେଲାଣି, ଏବେତ ତୁ ଚାକିରି କରୁଛୁ ।
୩- ବିନା ନିମତ୍ରଣରେ କାହାର ବାହାଘରକୁ ଯାଇଥିଲା, ପଚାରିଲାରୁ କହିଦେଲା …
ଝିଅ ବାଲାଙ୍କ ତରଫରୁ ଆସିଛି …!
ସଳା ମାନେ ବହୁତ ମାରିଲେ …
ପରେ ଜଣା ପଡିଥିଲାକି ଦୁଇ ତରଫରୁ ହିଁ ପୁଅ…
ଝିଅତ ନଥିଲା… !
୪- ଗାଁର ଜଣେ ମହିଳା ତା ଛୁଆର ପ୍ୟାଣ୍ଟ ବଦଳାଉଥିଲା …
ସହରର ମହିଳା କହିଲା ହଗିସ ନାହିଁକି ….
ଗାଁର ମହିଳା – ” ନାହିଁ, ସେ ସକାଳେ କରିଦେଇଥିଲା …
ଏବେତ ଖାଲି ମୁତିଶ କରୁଛି ….
୫- ଏହି ଝିଅମାନେ କେତେବି ସଲମାନ ଖାନ ଓ ବିରାଟ କୋହଲିକୁ ପସନ୍ଦ କରନ୍ତୁ …
ଶେଷରେ କିନ୍ତୁ ଏମାନଙ୍କର ବିବାହ
ଜେଠାଲାଲ ସହିତ ହୋଇଥାଏ ।
୬-ଗୋଟେ ଛୋଟ ଛୁଆ ଦୋକାନୀକୁ କହିଲା :- ଗୋରା ହେବା ପାଇଁ କ୍ରିମ ଅଛିକି ….?
ଦୋକାନୀ :- ହଁ ଅଛି ….!
ଛୁଆ – ତ ଶଳା ଲଗାଉ ନାହୁଁ କଣ ପାଇଁ ….
ଯେବେ ଦେଖୁଛି ତୋତେ ଡରି ଯାଉଛି …!
୭- ଆଜି ମୁଁ ଦେଖିଲି ପାପା ମୋ ଫୋନ ଦେଖୁଥିଲେ …
ମୁଁ ତ ପୁରା ଡରିଯାଇଥିଲି …କିନ୍ତୁ ମନେପଡିଲା ମୁଁ ତ ସିଂଗଲ ଅଛି …!
୮- ପିଙ୍କୀ :- ମମି ଜୀବନରେ ଆଗକୁ ବଢିବା ପାଇଁ କଣ କରିବି ?
ମମି – (ରାଗରେ ) ପଥର ନେ ଆଉ ପ୍ରଥମେ ମୋବାଇଲ ଫୋନକୁ ଭାଙ୍ଗେ ।
୯- ଗୋଟେ ଛାତ୍ର ପ୍ରତିଦିନ ତାର ଗଣିତ ଶିକ୍ଷକଙ୍କ ଘରକୁ ଫୋନ କରେ …
ଅଧ୍ୟାପକର ପତ୍ନୀ କହିଲା, କେତେଥର କହିବି ସେ ମରିଗଲେଣି ବୋଲି …
ପୁଣି ବାର ବାର କାହିଁକି ପଚାରୁଛୁ ?
ଛାତ୍ର – ଶୁଣିକି ଭଲ ଲାଗୁଛି ।
୧୦- ଶିକ୍ଷକ – ସବୁ ସଫଳ ପୁରୁଷ ପଛରେ ଜଣେ ମହିଳାର ହାତ ଥାଏ ॥
ଏହି ବାକ୍ୟରୁ ତୁମେ କଣ ବୁଝୁଚ ?
ଚିଣ୍ଟୁ – ଏହାକି ବହି ପଛରେ ସମୟ ନଷ୍ଟ ନକରି କୌଣସି ଝିଅ ପଛରେ ଯିବା ଠିକ ଅଟେ ….!
୧୧- ଭିକାରି – ଭଗବାନଙ୍କ ନାମରେ କିଛି ଖାଇବାକୁ ମିଳିବ ।
ମୁନି – ମମି ଏହାକୁ କିଛି ଖାଇବାକୁ ଜମାବି ଦିଅନି, ଇଏ ଭଗବାନଙ୍କ ନାଁରେ ମାଗି ନିଜେ ଖାଉଛି ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।