ସୁପର ଷ୍ଟାର Dharmendra ଙ୍କ ସ୍ତ୍ରୀମାନେ ବୁଢୀ ବୟସରେ ବି ଦେଖିବାକୁ ବହୁତ Hot

ବଲିଉଡର ହିଟ ଅଭିନେତା ସିନେମା ଜଗତର ସେହି ଅଭିନେତା ଅଟନ୍ତି ତାଙ୍କର ଅଭିନୟ ପାଇଁ ଲୋକ ଆଜିବି ପାଗଳ ଅଛନ୍ତି । ଧର୍ମେନ୍ଦର, ସୋଲେ, ସୋନେପେ ସୁହାଗା, ଗୁଲାମି, ମେରେ ଗାଁଓ ମୀରେ ଦେଶ, ଚୁପକେ ଚୁପକେ, ରାମ, ବଳରାମ, ଏହିଭଳି ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଥମେ ୧୯୬୦ ରେ ଫିଲ୍ମ ଇଣ୍ଡସଷ୍ଟ୍ରୀ ଆସିଥିଲେ, ତାଙ୍କର ପ୍ରଥମ ଫିଲ୍ମ ଦିଲ ଭି ତେରା, ହମ ଭି ତେରେ ସେ ଏହି ଫିଲ୍ମରେ ମାତ୍ର ୫୧ ଟଙ୍କା ପାଇଥିଲେ ।

ଫିଲ୍ମ କ୍ୟାରିଅର ସହିତ ଧର୍ମେନ୍ଦରଙ୍କ ନିଜ ଜୀବନ ବିଷୟରେ ମଧ୍ୟ ଟିକେ ଅସୁବିଧାରେ ରହିଛି ଯେଉଁ କାରଣରୁ ତାଙ୍କର ଦୁଇଟି ବିବାହ ହୋଇଥିଲା ।

ଧର୍ମେନ୍ଦରଙ୍କ ପୂର୍ବ ପତ୍ନୀ ନାମ ପ୍ରକାଶ କୌର ଅଟେ, ଫିଲ୍ମ ଦୁନିଆରୁ ବାହାରେ ରହିବାକୁ ପସନ୍ଦ କରିଥାନ୍ତି । ଧର୍ମେନ୍ଦ୍ର ଓ ପ୍ରକାଶଙ୍କ ବିବାହକୁ ୬୫ ବର୍ଷ ହେଲାଣି, ସେମାନେ ବହୁତ କମ ଏକ ସାଙ୍ଗରେ ଦେଖାଇଦେଇଛନ୍ତି । ପ୍ରକାଶ କୌର ତାଙ୍କ ପୁଅ ବବି ଓ ସନୀଙ୍କ ସହିତ ରହିଛନ୍ତି । ସେ ଯେତେବେଳେ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ ସେ ମାତ୍ର ୧୯ ବର୍ଷର ହୋଇଥିଲେ । ଧର୍ମେନ୍ଦ୍ର ୧୯୪୫ ରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ ।

ଏହାଛଡା ତାଙ୍କର ଦିତୀୟ ପତ୍ନୀ ହେମାମାଲିନୀ, ସେ ହେମାଳିନୀଙ୍କ ସହିତ ବହୁତ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ଶୁଟିଙ୍ଗ ସମୟରେ ସେ ହେମା ମଳିନୀଙ୍କୁ ଭଲପାଇ ବସିଥିଲେ ଓ ୧୯୭୯ରେ ହେମାମଳିନୀଙ୍କ ସହ ବିବାହ କରିଥିଲେ । କିନ୍ତୁ ହେମମାଳିନୀ କେବେ ତାଙ୍କୁ ତାଙ୍କ ପ୍ରଥମ ପରିବାର ପାଖରୁ ଧର୍ମେନ୍ଦ୍ରଙ୍କୁ ଅଲଗା କରି ନାହାନ୍ତି । ହେମାମାଳିନୀ ତାଙ୍କ ଦୁଇ ଝିଅ ଜ୍ଵାଇଁ ଓ ଧର୍ମେନ୍ଦ୍ରଙ୍କ ସହିତ ରହୁଛନ୍ତି ।

ଧର୍ମେନ୍ଦର ଓ ପ୍ରକାଶଙ୍କର ଚାରୋଟି ଛୁଆ ଅଛନ୍ତି । ବବି ଦେଓଲ, ସନି ଦେଓଲ, ଅଜିତା, ବିଜେତା । ତାଙ୍କର ଦୁଇଟି ଝିଅ ମଧ୍ୟ ଲାଇମ ଲାଇଟରୁ ମଧ୍ୟ ବାହାରେ ରହିବାକୁ ପସନ୍ଦ କରନ୍ତି । ସେ ବିଦେଶରେ ନିଜ ଘର କରି ଅଛନ୍ତି । ଧର୍ମେନ୍ଦ୍ରଙ୍କ ଦ୍ଵିତୀୟ ପତ୍ନୀର ମଧ୍ୟ ଦୁଇଟି ଝିଅ ଅଛନ୍ତି ସେ ହେଉଛନ୍ତି ଇଶା ଦେଓଲ ଓ ଆହାନା ଦେଓଲ । ଏବେ ହେମାମାଳିନୀ ପାର୍ଲିୟାମେଣ୍ଟର ମେମ୍ବର ଅଛନ୍ତି ବିଜେପିର ।

ବନ୍ଧୁଗଣ ଆପଣଙ୍କୁ ଧର୍ମେନ୍ଦ୍ରଙ୍କ ଅଭିନୟ କେମିତି ଲାଗେ ଆମକୁ ଲାଇକ ଓ କମେଣ୍ଟ କରି ନିଶ୍ଚିତ ରୂପରେ କହିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *