କଣ Vitamin C ଔଷଧ ଦ୍ଵାରା ଆମ ବଢିଥାଏ ଇମ୍ୟୁନିଟି ? ଏକ୍ସପର୍ଟ ଦ୍ଵାରା ଜାଣନ୍ତୁ ଏହାର ସତ୍ୟତା

କୋରୋନା ଏହି ବର୍ଷ ଆରମ୍ଭ ହୋଇ ବର୍ଷ ଶେଷ ହେବାକୁ ବସିଲାଣି । କିନ୍ତୁ ଏହି କୋରୋନ ଦର ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଯାଉ ନାହିଁ । କାହିଁକି ନା ଏବେ ଵି ବହୁତ ଲୋକ ଏହାର ଶିକାର ହେବାରେ ଲାଗି ଛନ୍ତି । ଏହା ପାଇଁ ଦେଶ ଅର୍ଥ ବ୍ୟବସ୍ଥା ସମ୍ପୁର୍ଣ୍ଣ ଖରାପ ହୋଇଯାଇଛି । ସ୍କୁଲ କଲେଜ ଓ ଅଫିସ ଆଦି ସବୁ ବନ୍ଦ ରହିବା ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

କିନ୍ତୁ ତଥାପି ଭାରତ ଏହା ସହ ମୁକାବିଲା କରି ଚାଲିଛି ଓ ଧୀରେ ଧୀରେ ସ୍ଥିତି ସାମାନ୍ଯ ହେବାକୁ ଲାଗିଲାଣି । ତେବେ ଏହା ସହ କେମିତି ଲଢିବା ସେ ବିଷୟର ଆସନ୍ତୁ ଜାଣିବା ଏକପେର୍ଟ ମାନେ କଣ କହୁଛନ୍ତି ।

୧. ଯଦି କାସ ଥଣ୍ଡା ହୁଏ ତେବେ କେମିତି ଚିହ୍ନଟ କରିବା ଯେ ଏହା କରୋନା ସଂକ୍ରମଣ ଅଟେ ?

ଏକ୍ସପର୍ଟ : ଏହି ଦିନରେ Flu ମଧ୍ୟ ରିତୁ ଅନୁଯାଇ ଚାଲିଛି, ଯାହା ଲକ୍ଷଣ କରୋନା ଠାରୁ ସମାନ ଅଟେ କିନ୍ତୁ ଡରନ୍ତୁ ନାହିଁ କରୋନା ରେ ଶ୍ଵାସ ଫୁଲିଥାଏ, ଜର ଆସେ ଓ ସୁଖିଲା କାସ ଭଳି ଲକ୍ଷଣ ଦେଖା ଯାଇଥାଏ । ଏମିତି ଲକ୍ଷଣ ଦେଖା ଗଲେ ତୁରନ୍ତ ଡକ୍ଟର ସହ ଦେଖା କରନ୍ତୁ, ସେ ଆପଣଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ପଚାରିବେ, ଏହା ପରେ ଆପଣଙ୍କ ପରୀକ୍ଷା କରାଯିବ ଯାହା ପରେ ଜଣା ପଡିବ ଯେ ଆପଣଙ୍କୁ କରୋନା ସଂକ୍ରମଣ ଅଛି ବା ନାହିଁ, ଯେଉଁ ଲୋକ ବାହାର ଦେଶରୁ ଫେରିଛନ୍ତି ବା ଆସି କି କିଛି ସମୟ ହୋଇ ଗଲାଣି ତାଙ୍କୁ ଡକ୍ଟର ପାଖକୁ ଯାଇ ଚେକଅପ କରେଇବା ଆବଶ୍ୟକ ଅଟେ ତେବେ ଯାଇ ସମସ୍ତେ ସୁରକ୍ଷିତ ରହିବେ ।

୨. ରୋଗ ପ୍ରତିରୋଧକ କ୍ଷମତା ବଢେଇବା ପାଇଁ ବିଟାମିନ ସି ଔଷଧ ଖାଇବା କେତେ ସଠିକ ଅଟେ ?

ଏକ୍ସପର୍ଟ : ବିଟାମିନ ସି ଦ୍ଵାରା ଶରୀର ରେ ରୋଗ ଠାରୁ ଲଢିବା ପାଇଁ କ୍ଷମତା ବଢିଥାଏ, ଏଥିପାଇଁ ଔଷଧ ଖାଇବା ମହତ୍ଵପୂର୍ଣ ନୁହଁ, ଖଟା ଫଳ, ଅଁଳା, କମଳା ଓ ଲେମ୍ବୁ ଖାଇବା ଉଚିତ, ଏଥିରେ ମଧ୍ୟ ବିଟାମିନ ସି ପର୍ଯ୍ୟାପ୍ତ ମାତ୍ରା ରେ ରହିଥାଏ । ଯାହା ଆପଣଙ୍କ ଇମୟୂନ ପାୱାରକୁ ବୂଷ୍ଟ କରେ ।

୩.  କଣ କରୋନା ସଂକ୍ରମିତ ଲୋକ ର ମୃତ୍ୟୁ ସୁନିଶ୍ଚିତ ଅଟେ ?

ଏକ୍ସପର୍ଟ : କରୋନା ଭାଇରସ ଦ୍ଵାରା ଏପର୍ଯ୍ୟନ୍ତ ୯୦% ରୋଗୀ ଭଲ ହୋଇଛନ୍ତି, କେତେକ ରୋଗୀଙ୍କୁ କିଛି ଔଷଧ ମଧ୍ୟ ଦିଅ ଯାଉ ନାହିଁ କିନ୍ତୁ ସେ ଭଲ ହୋଇଯାଇଛନ୍ତି । କେବଳ ସେହି ଲୋକଙ୍କୁ ଅନ୍ୟ ଲୋକଙ୍କ ଠାରୁ ଅଲଗା ରଖା ଯାଉଛି ଯାହା ଫଳରେ ଅନ୍ୟ ଲୋକଙ୍କୁ ସଂକ୍ରମଣ ହବ ନାହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *