ଏହି ଅଭିନେତ୍ରୀ ହେଲେ ବାବା ରାମଦେବଙ୍କ ଦିବାନି ! କହିଲେ ବାହା ହେବି ତ ବାବାଙ୍କୁ ନ ହେଲେ ବାହା ହେବିନି

ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମର ଏହି ଲେକାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ଶୁଣି ଆପଣଙ୍କ ହୋସ ଉଡିଯିବ । ଆମେ ଆପଣଙ୍କୁ ସବୁବେଳେ କିଛି ନା କିଛି ବଲୀଉଡ ଖବର ଦେଇଥାଉ । ଅନେକ ଅଭିନେତା ଅଭିନେତ୍ରୀମାନେ ସେମାନଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚାରେ ରୁହନ୍ତି । ସେହିଭଳି ଆଜି ମଧ୍ୟ ଆମେ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଜଣେ ଅଭିନେତ୍ରୀ ବାବା ରାମଦେବଙ୍କୁ ବାହା ହେବେ କହି ଚର୍ଚ୍ଚାରେ ଅଛନ୍ତି । ଆପଣମାନେ ତ ବାବା ରାମଦେବଙ୍କ ସହ ଭଲଭାବେ ପରିଚିତ ଥିବେ । ସେ ଜଣେ ସାଧୁ ସନ୍ଥ ବ୍ୟକ୍ତି । ତାଙ୍କୁ ସମସ୍ତେ ଯୋଗ  ଗୁରୁ ଭାବେ ଜାଣି ଛନ୍ତି ।

ତେବେ ସେହି ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ସେଥି ମଧ୍ୟରୁ ବଲୀଉଡ ଅଭିୟନେତ୍ରୀମାନେ ମଧ୍ୟ ଅଛନ୍ତି । ତେବେ କିଏ ସେ ଅଭିନେତ୍ରୀ ଯିଏ ଏହି ଯୋଗୀ ବାବଙ୍କ ପ୍ରେମରେ ପଡିଛନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହୁଁଞ୍ଚନ୍ତି ଆସନ୍ତୁ ଜାଣିବା । ତେବେ ସେହି ଅଭିନେତ୍ରୀ ଜଣଙ୍କ ବଲୀଉଡରେ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ନିଜର ବିବାଦୀୟ କଥାକୁ ନେଇ । ସେ ବହୁତ ଫିଲ୍ମରେ କାମ କରିଛନ୍ତି । ଏମାନଙ୍କର ଏହି ପ୍ରେମ କାହାଣୀ ଏବେ ସୋଶଲ ମିଡିଆରେ ଖୁବ ଚର୍କକର ବିଷୟ ପାଲଟିଛି । ରାମଦେବ ବାବାଙ୍କ ଭଳି ଯୋଗୀ ସନ୍ଥଙ୍କର ମଧ୍ୟ ଅଛନ୍ତି ଦିବାନି । ତେବେ ସେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହେଁ ସେ ହେଉଛନ୍ତି ରାକ୍ଷୀ ସାବଂତ ।

 

କେବଳ ସେତିକି ନୁହେଁ ସେ ତାଙ୍କ ପ୍ରେମରେ ଏମିତି ପାଗଳ ଯେ କହିଲେ ଯଦି ସେ ବାହା ହେବେ ତ କେବଳ ରାମଦେବ ବାବାଙ୍କୁ ନଚେତ କେବେବି ବିବାହ କରିବେ ନାହିଁ । ସେ ତାଙ୍କ ଛଡା ଅନ୍ୟ କାହାକୁ ବିବାହ କରିବେ ନାହିଁ ବୋଲି କହିଛନ୍ତି । କାହିଁକି ନା ସେ ବାବଙ୍କ ପ୍ରେମରେ ପାଗଳ । ତାଙ୍କର ଏହି ବିବାହ ପ୍ରସ୍ତାବ ଏବେ ସାରା ଭରତ ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ବାବା ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି ଓ ରାକ୍ଷୀଙ୍କୁ ବୁଝେଇବାକୁ ଚେଷ୍ଟା ମଧ୍ୟ କରିଛନ୍ତି ଯେ ଜଣେ ଯୋଗୀ ପାଇଁ ବିବାହ କରିବା ପାପ ଅଟେ । କାହିଁକି ନା ଜଣେ ସନ୍ଥ ବ୍ୟକ୍ତି କେବଳ ଭଗବାନଙ୍କ ଶରଣାପନ୍ନ ହେବା । ତେଣୁ ରାକ୍ଷୀ ଙ୍କର ଏହି ଚିନ୍ତାଧାରା ଭୁଲ ଅଟେ ଓ ସେ ଏଭଳି କିଛି କରିବାରୁ ନିବୃତ ରହିବା ଉଚିତ ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ  ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *