Babushaan Mohantyଙ୍କ ଭିଡ଼ିଓ ସୁଟିଂ କରୁଛନ୍ତି Prakruti Mishra, ଦେଖନ୍ତୁ Video କଣ କହୁଛନ୍ତି ଏହି ବ୍ୟକ୍ତି ଜଣଙ୍କ

ନମସ୍କାର ବନ୍ଧୁଗଣ । ଗଣ ମାଧ୍ୟମରେ ଓଲିଉଡ ଷ୍ଟାରଙ୍କର କଳି ଚାଲିଛି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଓଲିଉଡ ହିରୋ ବାବୁସାନଙ୍କ ଘର କଳି ଏବେ ବାହାରେ ପ୍ରଘଟ ହେବାରେ ଲାଗିଛି । ବାବୁସାନ ଆଉ ପ୍ରକୃତିଙ୍କ ସମ୍ପର୍କକୁ ନେଇ ଏବେ ସମସ୍ତେ ନିଜର ମତ ରଖିବାରେ ଲାଗିଛନ୍ତି । ବାବୁସାନ ମହାନ୍ତି ଯେଉଁ ଭିଡିଓ ପୋଷ୍ଟ କରୁଛନ୍ତି ପ୍ରେମିକା ପ୍ରକୃତି ମିଶ୍ର ଙ୍କ ବିଷୟରେ ତାହାକୁ ନେଇ ଜଣେ ବ୍ୟକ୍ତି ନିଜର ମତଦାନ ରଖିଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି ଯେ ବାବୁସାନ ଭାଇ ନିଜେ ଏହି ସବୁ କଥା କହୁ ନାହାନ୍ତି ।

ସେ ଭିଡିଓ ପୋଷ୍ଟ କରି ଯାହା ବି ପ୍ରକୃତି ମିଶ୍ର ଙ୍କ ବିଷୟରେ କହୁଛନ୍ତି ବା ତାରିଫ କରୁଛନ୍ତି ତାହା ତାଙ୍କୁ କରିବାକୁ ବାଧ୍ୟ କରା ଯାଉଛି । ବାବୁ ଭାଇ ଙ୍କୁ ଏହି ବ୍ଳାକମେଲ କରୁଛି ଯାହା ପାଇଁ ସେମିତି କରୁଛନ୍ତି । ଏହା ସହ ବାବୁସାନ ଙ୍କୁ ଏମିତି ମଧ୍ୟ ବ୍ଳାକମେଲ କରା ଯାଉଛି କି ତୋ ପାଇଁ ମୋର ଏମିତି ସେମିତି ହେବ ମୁଁ ବଦନାମ ହୋଇଯିବୀ କିଛି ଏଭଳି କହିଛନ୍ତି ବ୍ୟକ୍ତି ଜଣକ ଯାହା ସେ ବାବୁସାନ ଙ୍କ ଭିଡିଓ ଦେଖି ଅନୁଭବ କରିଛନ୍ତି ।

ଆଗକୁ ବ୍ୟକ୍ତି ଜଣକ କହିଛନ୍ତି ତୃପ୍ତି ଭାଉଜ, ବାବୁସାନ ଙ୍କ ବାପା ଓ ମା ଗୋଟେ ପଟେ ଥିବା ବେଳେ ବାବୁସାନ ଓ ପ୍ରକୃତି ମିଶ୍ର ଆଉ ଗୋଟେ ପଟେ କେମିତି ଅଛନ୍ତି । ଦୁହିଙ୍କର କଥା ଏକା ଭଳି ଲାଗୁଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି କି ଭାଇ ଘରକୁ ଫେରି ଆସ ଯାହା ହେଇଛି ସବୁ କିଛି ଠିକ ହୋଇଯିବ ସବୁ ଫ୍ୟାନ୍ସ ମାନେ ତୁମର ସପକ୍ଷରେ ଅଛନ୍ତି ।

ସମସ୍ତେ ଅଛନ୍ତି ଆଉ ଓଡିଶା ବାସୀ ମଧ୍ୟ ଅଛନ୍ତି । ବ୍ୟକ୍ତି ଆଗକୁ କହିଛନ୍ତି କି ବର୍ଷ ହେଲାଣି ବ ଲକ ଡାଉନ କଟକଣା ହଟିବା ପରେ ବାବୁସାନ ଯେଉଁଠି କି ଯାଉଛନ୍ତି ଟିକେ ବଦଳିଲା ଭଳି ମନେ ହେଉଛନ୍ତି । ନିଶା ବିଷୟରେ କହିବାକୁ ଗଲେ ବାବୁସାନ ବେଳେବେଳେ ଆଲକୋହଲ ସେବନ କରିଥାନ୍ତି କିନ୍ତୁ ଏବେ ସେ ଅଲଗା ପ୍ରକାରର ଲାଗୁଛନ୍ତି ।

ଯେମିତି ବାବୁସାନ କିଛି ଜାଣି ପାରୁ ନାହାନ୍ତି ତାଙ୍କ ସହ କଣ ଘଟଣା ଘଟିଛି କଣ ନାହି ଯେମିତି ହୋସ ରେ ନାହାନ୍ତି ବାବୁସାନ ବୋଲି ବ୍ୟକ୍ତି ମତ ଦେଇଛନ୍ତି । ବାବୁସାନ କାହାକୁ କଣ କହୁଛନ୍ତି କଣ ନାହି ସେମିତି କିଛି ଜାଣିପାରୁ ନାହାନ୍ତି । ବାବୁସାନ ଙ୍କୁ ନିଜର ପରିବାର ମନେ କରିଥାନ୍ତି ଆଉ ସେ ତାଙ୍କର ବଡ ଭାଇ ସମାନ ହେବେ ତେଣୁ ସେ ଘରକୁ ଫେରି ଆସନ୍ତୁ ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

 

ବର୍ତ୍ତମାନ ସମୟରେ ମିଡିଆ ରେ ଚର୍ଚ୍ଚା ଚାଲିଛି ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କ ସମ୍ପର୍କକୁ ନେଇ ତେଣୁ ସେ ଘରକୁ ଫେରି ଆସନ୍ତୁ । ଭାଇ ଭାଉଜ ଏକାଠି ପୁଣି ଥରେ ନୂଆ ସଂସାର କରନ୍ତୁ ତାହା ସମସ୍ତେ ଇଚ୍ଛା କରୁଛନ୍ତି ବୋଲି ବ୍ୟକ୍ତି ଜଣକ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *