ଜେଲରୁ ଆସିବା ପରେ ପ୍ରେମିକା Saraଙ୍କୁ ବିବାହ କଲେ ହିରୋ Sai, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତର କଳକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଓ ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ କେତେବେଳେ ଚର୍ଚ୍ଚା ରେ ରହିଥାନ୍ତି ତ ଆଉ କେତେବେଳେ ବିବାଦରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସାଇ ଓ ତାଙ୍କ ପ୍ରେମିକା ସାରା ଙ୍କ ବିବାହ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଅଭିନେତା ସାଇ ଓ ତାଙ୍କ ପ୍ରେମିକା ଙ୍କୁ ଖୁବ ଭଲ ବହବେ ଜାଣିଥିବେ । ଦୁହେଁ ପରସ୍ପରକୁ ଖୁବ ଭଲ ପାଇବା ସହ ପରସ୍ପର ସହ ବିବାହ କରିବା ପାଇଁ ସ୍ଥିର ମଧ୍ୟ କରିଥିଲେ । କିନ୍ତୁ ଗତ କିଛି ଦିନ ତଳେ ଦୁହିଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା । ଯାହା ଫଳରେ ସାରା ଙ୍କୁ ସାଇ ଧୋକା ଦେଇଛନ୍ତି ଆଉ ତାଙ୍କୁ ବିବାହ କରିବେ ନାହି ବୋଲି ଖବର ଗଣ ମାଧ୍ୟମରେ ପ୍ରଚାର ହୋଇଥିଲା ।

ଯାହାକୁ ନେଇ ସାରା ପୋଲିସ ରେ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଥିଲେ । ଏମିତିକି ସାଇ ଙ୍କୁ ପୋଲିସ ଆରେଷ୍ଟ କରିବା ପରେ ପୁଣି ଛାଡି ଦେଇଥିଲା । ଅଭିନେତା ସାଇ ଅନେକ ଓଡିଆ ସିରିଏଲ ରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ଏହି ବିବାଦ ପରେ ତାଙ୍କର ଇମେଜ ଉପରେ ଖରାପ ପ୍ରଭାବ ପଡିଥିଲା ।

କିନ୍ତୁ ବର୍ତ୍ତମାନର ସବୁଠାରୁ ଦମଦାର ଆଉ ଭଲ ଖବର ହେଉଛି ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତା ସାଇ ଓ ଅଭିନେତ୍ରୀ ସାରା । ଦୁହିଙ୍କ ସମ୍ପର୍କ କୁ ନେଇ ଗତ କିଛି ଦିନ ତଳେ କୌଣସି କାରଣ ପାଇଁ ବିବାଦ ଉଠିଥିଲା । ସୂଚନା ଅନୁଯାୟୀ ସାରା ସାଇ ଙ୍କ ନାଁ ରେ ପୋଲିସ କେସ କରିଥିଲେ ।

ସାଇ ଙ୍କୁ ପୋଲିସ ଆରେଷ୍ଟ ମଧ୍ୟ କରିଥିଲା । ଇନ୍ତୁ ଏହା ପରେ ଦୁହିଙ୍କ ମଧ୍ୟରେ ବୁଝାମଣା ହୋଇ ଯାଇଛି । ଆଉ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଦୁଇ ଜଣକ ମନ୍ଦିର ରେ ବିବାହ କରିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ସାଇ ସାରା ଙ୍କ ମଥା ରେ ସିନ୍ଦୁର ଦେଇ ଅତଙ୍କୁ ସବୁ ଦିନ ପାଇଁ ନିଜର ସ୍ତ୍ରୀ ଭାବେ ସ୍ଵୀକାର କରିଛନ୍ତି ଯାହା ବିବାହର ଏକ ବିଧି ଅଟେ ।

ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇବା ସହ ସାତ ଫେରା ମଧ୍ୟ ନେଉଛନ୍ତି । ଦୁହେଁ ନିଜର ମ୍ୟାରେଜ କୁ ବେଶ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ତେବେ ସେ ଯାହା ବି ହେଉ ଦୁହିଙ୍କ ମଧ୍ୟରେ ବିବାଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଦୁହେଁ ବିବାହ କରି ବେଶ ଖୁସି ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସାଇ ଓ ସାରାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *