ହଟାତ Live ଆସି Babushan ଓ Prakrutiଙ୍କ ବିବାଦରେ ପ୍ରଥମ ଥର ମୁହଁ ଖୋଲିଲେ Anubhav, କହିଲେ ସତ ଜାଣ ପରେ କଥା କୁହ, ଯାହା ଉପରେ… ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ର ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ତାଙ୍କର ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲାକୁ ନେଇ ଯେଉଁ ବିବାଦ ଲାଗି ରହିଛି ତାହା ଉପରେ ଅନୁଭବ ଲାଇଭ ଆସି ଅନେକ ଭିଡିଓ ପୋଷ୍ଟ କରି ନିଜର ଓ ବର୍ଷାଙ୍କର ସମ୍ପର୍କ ବିଷୟରେ କହିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ସମୟରେ ଅନୁଭବ ପୁଣି ଥରେ ଲାଇଭ ଆସି କିଛି ଏମିତି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ଭିଡିଓ ରେ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ଯେ ସମସ୍ତଙ୍କର ନିଜ ନିଜର ବ୍ୟକ୍ତିଗତ ଜୀବନ ଅଛି ବ୍ୟକ୍ତିଗତ ଇଚ୍ଛା ଅଛି ଆଉ କେହି କେହି କହିୟ ପାରନ୍ତି ଆଉ କେହି ଲୁଚାଇ କି କହିଥାନ୍ତି । ତେଣୁ ଠାର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ ନାହି । କାହାର ଦୁର୍ବଳତାର ସୁଯୋଗ ନେଇ ତାର ଉପୋଭୋଗ କରନ୍ତୁ ନାହି ବୋଲି ଅନୁଭବ ମହାନ୍ତି କହିଛନ୍ତି । ଆଗକୁ ଅନୁଭବ କହିଛନ୍ତି ସତ ନ ଜାଣି କି ବି ଦୟା କରି କେବେ ବି ନିଜ ମନ ଇଚ୍ଛା କୌଣସି ଜିନିଷର ଆନାଲିସିସ କରନ୍ତୁ ନାହି ।

କାରଣ ଯାହା ଉପରେ ଯୋଉଟା ବିତିଥାଏ ବା ଯାହା ବିଟୁଛି ସେଇଟା ସେହି ଲୋକ ହିଁ ଜାଣିଥିବ ଆପଣ ମାନେ କିଏ କହିବାକୁ ଯୋଉଟା ଆପଣଙ୍କ ଉପରେ ବିତୁଛୁ ସେଇଟା କହି ପାରିବେ । ଆହୁରି ମଧ୍ୟ ଅନୁଭବ କହିଛନ୍ତି ଯୋଉଟା ଅନ୍ୟ ଲୋକ ଉପରେ ବିତୁଛି ସେ କଣ ଭୋଗୁଛି ସେ କଣ କଷ୍ଟ ପାଉଛି ବା ସୁଖ ପାଉଛି ବା ସେ କଣ ଚିନ୍ତା କରୁଛି ବା ସେ କଣ ଚାହୁଁଛି ସେଟା ଆପଣ ମାନେ କହିବାକୁ କିଏ ?

ଏତ ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ଆହୁରି ମଧ୍ୟ ଅନୁଭବ କହିଛନ୍ତି ମୁଁ ଯେଉଁ କଥା କହିଛି ତାହା ଉପରେ ଆପଣ ମାନେ ଥରେ ଚିନ୍ତା କରିବେ ହୁଏ ତ ଆପଣ ମାନେ ମୋତେ ଭଲ ପାଉଥାନ୍ତ ବା ଭଲ ନ ପାଉଥାନ୍ତୁ କିନ୍ତୁ ଚିନ୍ତା କରିବେ ମୁଁ ଯାହା କହୁଛି କଣ ସେଟା ଭୁଲ କହୁଛି କି ।

ଏହି କଥା ଟି ବୋଧ ହୁଏ ଅନୁଭବ ମହାନ୍ତି ଏଥିପାଇଁ କହିଛନ୍ତି କି ବର୍ତ୍ତମାନ ସମୟରେ ବାବୁସାନ ଓ ପ୍ରକୃତି ଈ ତୃପ୍ତି ଙ୍କୁ ନେଇ ଯେଉଁ ବିବାଦ ଚାଲିଛି ସେଥିପାଇଁ ହୁଏ ତ କହିଥାଇ ପାରନ୍ତି । କାରଣ ଅନୁଭବ ଙ୍କ ସହ ବାବୁସାନ ଙ୍କୁ ତୁଳନା କରା ଯାଇଥିଲା ଏଥିପାଇଁ ଯେମିତି ପୂର୍ବରୁ ଅନୁଭବ ରାତି ଅଧରେ ଭିଡିଓ କରି ପୋଷ୍ଟ କରୁଥିଲେ ଠିକ ସେମିତି ବାବୁସାନ ମଧ୍ୟ କରିଛନ୍ତି ।

ତେଣୁ ଅନୁଭବ ସିଧା ସଳଖ କହିଛନ୍ତି ଯାହା ଉପରେ ଯାହା ବିତୁଛି ତାହା ସେହି ବ୍ୟକ୍ତି ଜାଣିଥିବ । ଅନ୍ୟ କାହା ଉପରେ ଜଜମେଣ୍ଟ ଦେବାର ଅଧିକାର କାହାର ନାହି ବୋଲି ଅନୁଭବ ମହାନ୍ତି ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତିଙ୍କ ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *