Babushan-Prakruti ଙ୍କ ଭାଇରାଲ ଭିଡିଓକୁ ନେଇ କିଛି ଏମିତି କହିଲେ Rani Panda, ‘ଏମାନଙ୍କୁ କଣ ଫ୍ରେସ ମାଲ ମିଳୁ ନାହାନ୍ତି, ମୋ ଭଳି ଗୋଟେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ତେବେ ଓଲିଉଡ ଷ୍ଟାର ତଥା ଚକଲେଟ ହିରୋ ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ନେଇ ଯେଉଁ ବିବାଦ ଦେଖା ଯାଇଛି ତାହାକୁ ନେଇ ସମସ୍ତେ ନିଜର ମତ ରଖୁଛନ୍ତି । ତେବେ ଏହି ଘଟଣା ରେ ମୁହଁ ଖୋଲିଛନ୍ତି ଯାତ୍ରୀ ଅଭିନେତ୍ରୀର ତଥା ସବୁବେଳେ ଚର୍ଚ୍ଚା ରେ ରହି ଆସୁଥିବା ରାଣୀ ପଣ୍ଡା । ରାଣୀ ପଣ୍ଡା କହିଛନ୍ତି ଯେ ପର ସ୍ତ୍ରୀ କୁ ନିଜର କରିବା ଆଉ ପର ପୁରୁଷ କୁ ନିଜର ଆଜିର ସମୟରେ ଗୋଟେ ଟ୍ରେଣ୍ଡ ହୋଇ ଗଲାଣି । ଆହୁରି ରାଣୀ ପଣ୍ଡା କହିଛନ୍ତି ଏଟା କେବଳ ଆମ ଓଲିଉଡ ନୁହେଁ ବରଂ ବଲିଉଡ, ଜଲିଉଡ, ଟଲିଉଡ, ହଲିଉଡ ସବୁଆଡେ ଚାଲିଛି ।

ବର୍ତ୍ତମାନ ସାଧାରଣ ଦୁନିଆରେ ମଧ୍ୟ ଏହ ଭଳି କେସ ଚାଲିଛି । ଯାହାର ଉଦାହରଣ ଦେଇଛନ୍ତି ରାଣୀ ପଣ୍ଡା ଟୁଙ୍ଗୁରୁ ଭୋଳ ଆଉ ବର୍ଷାର ପ୍ରେମ କାହାଣୀ । ତେବେ ରାଣୀ ପଣ୍ଡା ସବୁଠାରୁ ମଜାଦାର କଥା କହିଛନ୍ତି ଏମାନଙ୍କୁ କଣ ଫ୍ରେସ ମାଳ ମିଳୁ ନାହାନ୍ତି ଏ ସବୁ ପର ଜିନିଷ ଉପରେ କାହିଁକି ଆଖି ପକାଇବା ସେମାନଙ୍କୁ କଣ ପାଇଁ ଭଲ ଲାଗେ ।

ସବୁଠାରୁ ରୋଚକର କଥା ରାଣୀ ପଣ୍ଡା ବାବୁସାନ ଓ ପ୍ରକୃତି ଙ୍କୁ ନେଇ କହିଛନ୍ତି କି ରାଣୀ ପଣ୍ଡା ଭଳି କଷି ମାଲ ଖୋଜନ୍ତୁ ଫ୍ରେସ ପୁରା ସିଲ ଫିଟା ଖୋଲିବେ ତ ପରେ ସିଷ୍ଟମ କରିବେ । ପର ସ୍ଵାମୀ କୁ ନିଜର କରି କାହାର ଟଙ୍କା ହଡପ କରି କାହା ସ୍ବାମୀର ପଇସାରେ ରାଜନୀତି କରି କାହାର ସ୍ଵାମୀ ସ୍ତ୍ରୀ ଙ୍କୁ ଅଲଗା କରି ଆଉ କାହାର ଘର ଭାଙ୍ଗି ଏମିତିରେ କାହାକୁ କଣ ମିଳିଥାଏ ବୋଲି ରାଣୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଏମିତି ଖେଳ ଖେଳୁଛନ୍ତି କାରଣ ତାଙ୍କର ଭିତିରିଆ ଖେଳ ଚାଲିଛି ଯାହା ବିଷୟରେ କେହି କିଛି ଜାଣି ନାହାନ୍ତି । ବାବୁସାନ ଓ ପ୍ରକୃତିଙ୍କର ମଧ୍ୟ ଭିତିରିଆ ଖେଳ ଚାଲିଥିଲା କିନ୍ତୁ ହଠାତ ଧରା ପଡିଗଲା ।

ଯେ ହେତୁ ଏଟା ଓଡିଶା ଆଉ ଯିଏ ସ୍ବାମୀଙ୍କୁ ହୃଦୟରୁ ଭଲ ପାଉଥିବ ସ୍ନେହ କରୁଥିବ ଶ୍ରଦ୍ଧା କରୁଥିବ ସେ କେବେ ବି ପର ପୁରୁଷ ସହ ତା ସ୍ଵାମୀକୁ ଦେଖିଲେ ସହିପାରିବ ନାହି ବୋଲି ରାଣୀ ପଣ୍ଡା ମତ ଦେଇଛନ୍ତି । ବାବୁସାନ ଙ୍କ ସ୍ତ୍ରୀ ତୃପିତଙ୍କୁ ନେଇ ରାଣୀ ପଣ୍ଡା କହିଛନ୍ତି ହଠାତ ସେ ବାବୁସାନ ଙ୍କୁ ପ୍ରକୃତିଙ୍କ ସହ ଦେଖିଲେ ଆଉ ରାଜ ରାସ୍ତାରେ ତାଣ୍ଡବ ନୃତ୍ଯୁ ଆରମ୍ଭ ହେଲା ।

ତେଣୁ ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି ଘର ଭିତର କଳିକୁ ବାହାରକୁ ଆଣନ୍ତୁ ନାହି ଘର ଭିତରେ ଏହାର ସମାଧାନ କରନ୍ତୁ । ଅନେକ କେସ ଏମିତି ହେଉଛି ତେଣୁ ସମସ୍ତେ ନିଜର ଘର କଥା ଘରେ ରଖିବାକୁ ରାଣୀ ପଣ୍ଡା ମନ୍ତବ୍ୟ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ରାନୀ ପଣ୍ଡାଙ୍କ ଏଭଳି ମତଦାନ ଉପରେ ଧାରଣା କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ ଅରନ୍ତୁ ।

Leave a Reply

Your email address will not be published. Required fields are marked *