EXCLUSIVE : ଭିଡିଓ ଜାରି କରି Babushan କଲେ ବଡ ଖୁଲାସା, କହିଲେ Prakruti କ’ଣ, ଦରକାର ହେଲେ କୌଣସି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କାଲି ରାସ୍ତା ମଝିରେ ଓଲିଉଡ ହିରୋ ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ନେଇ ହାଇ ଡ୍ରାମା ହୋଇଥିଲା । ସୂଚନା ଅନୁଯାୟୀ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଦୀର୍ଘ ୩ ବର୍ଷ ହେବ ଘନିଷ୍ଠ ସମ୍ପର୍କ ରହିଛି ଯାହା ପାଇଁ ତାଙ୍କ ଦାଂପତ୍ଯ ଜୀବନରେ ପ୍ରଭାବ ପଡୁଥିଲା ବୋଲି ନିଜେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି କହିଛନ୍ତି । ତେବେ କାଲି ବାବୁସାନ ଓ ପ୍ରକୃତିଙ୍କୁ ରେଡ ହ୍ୟାଣ୍ଡେଡ ଧରିଥିଲେ ସ୍ତ୍ରୀ ତୃପ୍ତି । ଯାହା ପରେ ରାଜ ରାସ୍ତା ରେ ହାଇ ଡ୍ରାମା ହୋଇଥିଲା ।

ତେବେ ତୃପ୍ତି ପ୍ରକୃତି ଗାଡି ଭିତରେ ମାଡି ବସିବାର ମଧ୍ୟ ଦେଖା ଯାଇଥିଲା । ଏମିତିକି ବାବୁସାନ ଙ୍କୁ ମଧ୍ୟ ତୃପ୍ତି ଛାଡି ନ ଥିଲେ । ତେବେ ଏହାକୁ ନେଇ ଗଣ ମାଧ୍ୟମରେ ଅନେକ ସାରା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ପରେ ନିଜେ ପ୍ରକୃତି, ବାବୁସାନ ଓ ତୃପ୍ତି ନିଜ ନିଜର ମତ ରଖିଛନ୍ତି । ତେବେ ଏହି ଘଟଣା ବାବଦରେ ବାବୁସାନ କହିଛନ୍ତି ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ ।

ସେଠିକାର ଓଡିଆ ଆସୋସିଏସନ ପାଇଁ ସେ ଚେନ୍ନାଇ ଯାଇଥିଲେ । ଯେଉଁଥିରେ ପ୍ରକୃତି ମିଶ୍ର ଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଥିଲା । ବାବୁସାନ ଚେନ୍ନାଇ ଯାଇଥିଲେ ତାଙ୍କର ଫିଲ୍ମ ର ପ୍ରୋମୋଶନ ପାଇଁ ଆଉ ଗୋଟେ ନୂଆ ଫିଚର ଘୋଷଣା କରିବା ପାଇଁ ବୋଲି ନିଜେ ବାବୁସାନ ଖୁଲାସା କରିଛନ୍ତି । କିନ୍ତୁ ସେ ଜାଣି ନ ଥିଲେ ତାଙ୍କ ଘରେ ଏତେ ଅସୁବିଧା ଚାଲିଥିଲା ବୋଲି ।

ତେଣୁ ସେ ଏବେ ନୁଜେ ସମସ୍ତଙ୍କ ଆଗରେ କହୁଛନ୍ତି କି ଯଦି ଘରେ ଏତେ ଅସୁବିଧା ଅଛି ତେବେ ମୁଁ ସେ ଫିଲ୍ମ ଆଉ କରିବି ନାହି ଏବଂ ପ୍ରକୃତିଙ୍କ ସହ ଆଉ ସିନେମା କରିବେ ନାହି ବୋଲି ବାବୁସାନ ମତଦାନ ଦେଇଛନ୍ତି । ଆଗକୁ ବାବୁସାନ କହିଛନ୍ତି ଯଦି ଦରକାର ପଡେ ତେବେ କୌଣସି ହିରୋଇନ ସହ ଆଉ କେବେ ସିନେମା କରିବେ ନାହି ।

ତେବେ ବାବୁସାନ ହାତ ଯୋଡି ଏହି ଭିଡିଓ ରେ ନିଜ ସ୍ତ୍ରୀ ଙ୍କୁ କ୍ଷମା ଯାଚନା କରୁଛନ୍ତି । ଆଉ କହିଛନ୍ତି ସେ ପ୍ରକୃତି ଙ୍କ ସହ ଆପଣ କୌଣସି ସିନେମା କରିବେ ନାହି । ତେବେ ବାବୁସାନଙ୍କର ଏହି କଥା ଟି କେତେ ଦୂର ସତ୍ୟ ତାହା ତ ସମୟ କହିବ ।

ତେବେ ସେ ଯାହା ବି ବାବୁସାନଙ୍କର ପ୍ରକୃତି ସହ ଭିଡିଓ ଭାଇରାଲ ହେବା ନେଇ ବାବୁସାନ ଦର୍ଶକ ମାନଙ୍କୁ ଏମିତି କହିଛନ୍ତି କି ଆପଣ ମାନେ ମୋର ଏହି ଭିଡିଓ ଦେଖି ନିଶ୍ଚିନ୍ତ ଭାବେ ମଜା ନେଉଥିବେ । ଏହି ଭଳି ଭାବେ ବାବୁସାନ ନିଜ ସଫେଇ ରେ ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ଏଭଳି ମନ୍ତବ୍ୟ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *