Babushanଙ୍କୁ ଶୁଭେଛା ଜଣାଇ କଣ ଲେଖିଲେ Trupti Mohanty, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଜୋର ଧରିଛି ଯାହା ସାରା ଓଡିଶାରେ ଚର୍ଚ୍ଚା ର ବିଷୟ ବସ୍ତୁ ହୋଇ ଯାଇଛି । ତେବେ ଚେନ୍ନାଇ ରୁ ଫେରିବା ପରେ ବାବୁସାନ ନିଜ ପୁରା ପରିବାର ସହ ନିଜ ଘରେ ଅଛନ୍ତି । କିନ୍ତୁ ସେଠାରେ ତାଙ୍କ ସ୍ତ୍ରୀ ଓ ପୁଅ ଗୁହାନ ନାହାନ୍ତି । କାରଣ ପ୍ରକୃତି ଓ ବାବୁସାନ ଙ୍କ ପ୍ରେମ ସମ୍ପର୍କର ଖୁଲାସା କରିବା ପରେ ତୃପ୍ତି ନିଜ ଘରେ ବର୍ତ୍ତମାନ ଅଛନ୍ତି । ତେବେ ଏତେ ସବୁ ବିବାଦ ପରେ ସବୁଠାରୁ ବଡ ଖୁସି ର ଖବର ହେଉଛି ଆଜି ବାବୁସାନ ମହାନ୍ତିଙ୍କର ଜନ୍ମ ଦିନ ।

ଏ ନେଇ ତାଙ୍କର ପରିବାର ଠାରୁ ଆରମ୍ଭ କରି ପୁଅ ଗୁହାନ ତାଙ୍କୁ ଶୁଭେଛା ଜଣାଇଛନ୍ତି । ତେବେ ଏହାରି ମଧ୍ୟ ବାବୁସାନ ଙ୍କ ଭଉଣୀ ମଧ୍ୟ ତାଙ୍କୁ ୱିସ କରିଛନ୍ତି । ହାପି ବାର୍ଥ ଦେ ଲେଖି ଶୁଭେଛା ଜଣାଇଛନ୍ତି ଓଲିଉଡ ଅଭିନେତା ବାବୁସାନା ମହାନ୍ତି ଙ୍କୁ ତୃପ୍ତି ମହାନ୍ତି । ତେବେ ବନ୍ଧୁଗଣ ଆପଣ ମନେ ଭାବୁଥିବେ ତୃପ୍ତି ମାନେ ତାଙ୍କ ସ୍ତ୍ରୀ କିନ୍ତୁ ତାହା ନୁହେଁ ।

କିନ୍ତୁ ନାଁ ଏ ହେଉଛନ୍ତି ବାବୁସାନ ମହାନ୍ତି ଙ୍କ ଭଉଣୀ ତୃପ୍ତି ମହାନ୍ତି । ଯିଏ ବାବୁସାନ ଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ମୁମ୍ବାଇ ରେ ରହୁଥିବା ଭଉଣୀ ତୃପ୍ତି ଭାଇ ସହିତ ଦୁଇ ଟି ଫୋଟୋ ଦେଇଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଭଉଣୀ ତୃପ୍ତି ଭାଇ ବାବୁସାନ ଙ୍କୁ ଶୁଭେଚ୍ଛା ଦେଇ ଲେଖିଛନ୍ତି କି ମେନି ମେନି ହାପି ଋଟର୍ନ୍ସ ଅଫ ଦ ଡେ ହାପି ବାର୍ଥ ଦେ ଟୋକା ।

ତେବେ ଭଉଣୀ ହିସାବ ରେ ତୃପ୍ତି ଭାଇ ବାବୁସାନ ଙ୍କର ସୁଖ ସମୃଦ୍ଧି ତ ଚାହିଁଛନ୍ତି କିନ୍ତୁ ତା ସହ ଯାହା ଲେଖିଛନ୍ତି ତାହା ଆପଣ ମାନେ ଜାଣିଥିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଇଂରାଜୀ ଲେଟର ଓ ଓଡିଆ ଭାଷାରେ ଲେଖା ଅଛି କି ଭଗବାନ ତୋତେ ବୁଦ୍ଧି ଦିଅନ୍ତୁ, ଭୂତୁଣୀ ପିଶାଚିନି ଙ୍କ ଠାରୁ ଦୂରେଇ ରଖନ୍ତୁ ।

କଥା ରେ କଥା ରେ ତୃପ୍ତି କାହାକୁ ଆକ୍ଷେପ କରିଛନ୍ତି ତାହା କହିବା ବାହୁଲ୍ୟ ଅଟେ । ଏକ ଭଉଣୀ ହିସାବରେ ଭାଇ କୁ ବଡ ଆଶୀର୍ବାଦ ଦେଇଛନ୍ତି ଯେ ତାକୁ ଭୂତୁଣୀ ଓ ପିଶାଚିନୀ ଙ୍କ ଠାରୁ ଦୂରେଇ ରଖନ୍ତୁ । ସ୍ଥିତି ଏମିତି ହୋଇଛି ଯେ ବୋଧେ ହୁଏ ଓଡିଆ ଇଣ୍ଡଷ୍ଟ୍ରି ର ସାନ ତୃପ୍ତି ଙ୍କ ଭାଇ ବାବୁସାନ ଡେଉଁରିୟା ପିନ୍ଧିବାକୁ ପଡିବ ଯାହା କି ତାଙ୍କୁ ସୁରକ୍ଷା ଦେବ । ବନ୍ଧୁଗଣ ଆପଣ ମାନଙ୍କର ତୃପ୍ତି ନିଜ ଭାଇ କୁ ଦେଇଥିବା ୱିସ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *