ବାଛନ୍ତୁ ନିଜ ଜନ୍ମ ମାସ ଓ ଜାଣନ୍ତୁ ନିଜର ଭବିଷ୍ୟତ- Personality Test

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷ ର ଜନ୍ମ ତାରିଖ ଭଳି ମଣିଷର ଜନ୍ମ ମାସ ମଧ୍ୟ ମଣିଷର ବ୍ୟକ୍ତିତ୍ୱ ଓ ସ୍ଵଭାଵ ସମ୍ପର୍କରେ କିଛି କଥା ଜଣାଇଥାଏ । ଜାନୁଆରୀ – ଆପଣ ଉଦାର ପ୍ରକୃତିର ହୋଇ ଥାନ୍ତି । ଆପଣ କାହାକୁ ଭି ନିଜର ମିତ୍ରା କ୍କାରୀ ଦେଇ ପାରନ୍ତି ।

ଆପଣଙ୍କ ଉଦାର ସ୍ଵଭାବ ପାଇଁ ସବୁ ଆପଣଙ୍କୁ ଖୁବ ପ୍ରଶଂସା କରି ଥାନ୍ତି । ଆପଣ ଏକ ସୁନ୍ଦର ପ୍ରଜାପତି ଭଳି ଖୁବ କ୍ଖୋଲା ଓ ସୁନ୍ଦର ହୃଦୟର ହୋଇ ଥାନ୍ତି । ଆପଣଙ୍କୁ ସବୁ ପ୍ରକାର ଲୋକ ମାନେ ଭଲ ପାନ୍ତି କିଛି ଲୋକ ଆପଣଙ୍କ ବ୍ୟକ୍ତିତ୍ବ ଆଡକୁ ଟାଣି ହୋଇ ଆପଣଙ୍କ ଆଡକୁ ଚାଲି ଆସନ୍ତି ଏହା ଆପଣଙ୍କୁ ମଧ୍ୟ ଜଣା ନ ଥାଏ ଅନେକ ସମୟରେ ।

ଫେବୃୟାରି – ଏମାନେ କ୍କିଛି ଏଭଳି ସ୍ଵଭାବ ର ହୋଇ ଥାନ୍ତି କି ଏମାନେ ଯଦି ଗୋଟେ ଘରେ ଥିବା ଭିଡ ଭିତରେ ପଶି ଥାନ୍ତି ତ ସେମାନଙ୍କୁ ସବୁ ବ୍ୟକ୍ତି ମାନେ ଦେଖି ଥାନ୍ତି । ଆପଣଙ୍କ ଆତ୍ମ ବିଶ୍ଵାଶ ଖୁବ

ମାର୍ଚ୍ଚ – ଆପଣଂକୁ ହୁଏତ କଠିନ ପରିସ୍ଥିତିରୁ ବାହାରିବାର କୌଶଳ ଜଣା ନଥାଇ ପାରେ କିନ୍ତୁ ଆପଣ କେବେବି ହାର ମାନନ୍ତି ନାହିଁ । ଆପଣଙ୍କ ମନର ଉତ୍ସାହ ଆପଣଂକୁ ସଫଳତା ଆଡ଼କୁ ନେଇଯାଏ । ଆପଣ ନିଜର ଜୀବନକୁ ସୁଖମୟ କରିବାର ଭାବନା ରଖନ୍ତି ।

ଏପ୍ରିଲ – ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି । ଲୋକମାନେ ଆପଣଙ୍କର ଏହି କଥାକୁ ପ୍ରଶଂସା ମଧ୍ୟ କରନ୍ତି । ଆପଣ ନିଜର ଦୃଢ଼ ନିଶ୍ଚିତ ଦ୍ୱାରା ସବୁ କାର୍ଯ୍ୟ କରିଥାନ୍ତି । ଆପଣ ଯାହାଙ୍କୁ ଥରେ ଭଲ ପାଆନ୍ତି ତାଙ୍କୁ କେବେବି ଭୁଲି ପାରନ୍ତି ନାହିଁ ଓ ସର୍ବଦା ତାଙ୍କୁ ସାହାର୍ଯ୍ୟ ସହଯୋଗ କରିବାକୁ ଆଗେଇ ଯାଆନ୍ତି ।

ମେ – ଆପଣ ଏପରି ବ୍ୟକ୍ତିତ୍ୱର ମଣିଷ ଯେ ଆପଣଙ୍କ ବ୍ୟକ୍ତିତ୍ୱ ଦେଖି ଅନେକ ଲୋକ ଆପଣଙ୍କୁ ଡ଼ରିଥାନ୍ତି କିନ୍ତୁ ଯେଉଁମାନେ ଆପଣଂକୁ ଜାଣିଥାନ୍ତି ସେ ଆପଣଂକୁ ସେହି ରୂପରେ ଭଲ ମଧ୍ୟ ପାଆନ୍ତି । ଆପଣ ଏକ ସୁନ୍ଦର ସମ୍ପୁର୍ଣ୍ଣମୟ ବ୍ୟକ୍ତି ଅଟନ୍ତି । ଆପଣ ନିଜର ସାଙ୍ଗ ଓ ପରିବାର କୁ ସାହାର୍ଯ୍ୟ କରିବା ପାଇଁ କୌଣସି ବି ସ୍ତର କୁ ଯାଇପାରନ୍ତି । ଆପଣଂକୁ ସଫଳତା ଓ ବିଫଳତା ପରିସ୍ଥିତି ର ସାମ୍ନା କରିବା ଠିକ ଜଣାଥାଏ ।

ଜୁନ – ଏମାନେ ବହୁତ ଶାନ୍ତ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି । ବହୁତ ସରଳ ବ୍ୟକ୍ତି ଅଟନ୍ତି । ଆପଣ ଲୋକମାନଙ୍କର ବ୍ୟକ୍ତିତ୍ୱ ସମ୍ପର୍କରେ ବହୁତ ଭଲ ଜାଣିପାରନ୍ତି । ଆପଣ ବହୁତ ଭଲ ଜୀବନସାଥୀ ମଧ୍ୟ ହୋଇଥାନ୍ତି ।

ଜୁଲାଇ – ଆପଣଙ୍କ ସାହସ ବ୍ୟକ୍ତିତ୍ୱ ଆପଣଙ୍କ ଶକ୍ତିଶାଳୀ ଚରିତ୍ରକୁ ଦର୍ଶାଇଥାଏ । ଏହାର ଅର୍ଥ ଏହା ନୁହେଁ କି ଆପଣ ଦୟାଳୁ ନୁହନ୍ତି । ଆପଣ ନଡ଼ିଆ ପରି ବାହାରୁ ଟାଣ ହେଲେ ମଧ୍ୟ ଭିତରୁ ନରମ ହୋଇଥାନ୍ତି । ଆପଣ ସରଳ ବ୍ୟକ୍ତି ଅଟନ୍ତି ।

ଅଗଷ୍ଟ – ଆପଣ ମାନେ ବହୁତ ସଛୋଟ ଅଟନ୍ତି । ଆପଣଙ୍କ ମନୋବଳ ବହୁତ ଦୃଢ଼ ଅଟେ । ଆପଣ କୌଣସି ବ୍ୟକ୍ତିଙ୍କ ଉପରେ ସହଜରେ ବିଶ୍ବାସ କରନ୍ତି ନାହିଁ ।

ସେପ୍ଟେମ୍ବର- ଆପଣଙ୍କର ସବୁ କଥାର ଗଭୀରତା ଜାଣିବାର ଜିଜ୍ଞାସା ଥାଏ । ଆପଣଙ୍କର ବିଚାର କରିବାର କ୍ଷମତା ଅଦ୍ଭୂତ ଅଟେ । ଆପଣ ଖୋଲା ଆଖିରେ ସ୍ୱପ୍ନ ଦେଖିବାକୁ ଭଲ ପାଆନ୍ତି ।

ଅକ୍ଟୋବର-ଆପଣ କୌଣସି ପରିସ୍ଥିତିକୁ ନିଜର ଉର୍ଯା ଓ ବୁଦ୍ଧି ମାଧ୍ୟମରେ ସାମ୍ନା କରିଥାନ୍ତି । ଆପଣ କଠିନ ପରିସ୍ଥିତିରେ ମଧ୍ୟ ସଠିକ ନିର୍ଣ୍ଣୟ ନେଇଥାନ୍ତି । ଆପଣ ଉଦାର ଭାବର ଅଟନ୍ତି ।

ନଭେମ୍ବର- ଆପଣଙ୍କ ମୁଣ୍ଡରେ କୌଣସି ନା କୌଣସି ବିଚାର ଚାଲିଥାଏ । ଆପଣଙ୍କ ବ୍ୟକ୍ତିତ୍ୱକୁ ବୁଝିବା କଷ୍ଟକର ହୋଇଥାଏ । ଆପଣଙ୍କ ଚିନ୍ତାଧାରା ସର୍ବଦା ଆକର୍ଷଣୀୟ ହୋଇଥାଏ ।

ଡିସେମ୍ବର – ଆପଣ କେବେବି ଅଳ୍ପରେ ସନ୍ତୁଷ୍ଟ ହୋଇନଥାନ୍ତି । ଆପଣ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି ଏବଂ ଏହି କଥା ଆପଣ କେବେବି ଲୁଚାନ୍ତି ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *