ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ମଜାଦାର ଓ କୌତୁହଳ ଗେମ ନେଇ ଆସିଛୁ । ସେଥିପାଇଁ ଆପଣଙ୍କୁ ୫ଟି ଇମୋଜି ର ଚିତ୍ର ଦିଆଯିବ । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଇମୋଜି ଚୟନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ର ସମୟ ଦିଆଯିବ । ଏହାରି ମଧ୍ୟରେ ଆପଣ ଯେ କୌଣସି ଗୋଟିଏ ଇମୋଜି ପସନ୍ଦ କରିବେ । ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କ ଲଭ ପାର୍ଟନର ଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ବା କଣ ଫିଲିଙ୍ଗ୍ସ ରହିଛି । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଗେମ ଆଉ ଜାଣିବା ଆପଣଙ୍କ ଲାଭ ପାର୍ଟନର ଙ୍କ ମନରେ କଣ ସବୁ ଚାଲିଛି ।
୧- ପ୍ରଥମ ଇମୋଜି : ଯଦି ଆପଣ ପ୍ରଥମ ଇମୋଜି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ ପ୍ରେମ ଭରା କଥା ହେବାକୁ ଚାହୁଁଛନ୍ତି । ତାଙ୍କ ମୁଣ୍ଡ ରେ ଏହି କଥା ଚାଲୁଅଛି କି ଏହି କଥା ସେ ଆପଣଙ୍କ ସହ କେମିତି କହିବେ । ଆପଣଙ୍କ ସାଥି ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।
୨- ଦ୍ଵିତୀୟ ଇମୋଜି : ଯଦି ଆପଣ ଦ୍ଵିତୀୟ ଇମୋଜି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ପାଇଁ ସରପ୍ରାଇଜ ପ୍ଳାନ କରିଛନ୍ତି । ସେ ଦିନ ରାତି ଏହି କଥା ଭାବୁଛନ୍ତି କି ଆପଣଙ୍କୁ ଏମିତି କଣ ଗିଫ୍ଟ ଦେବେ ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ ।
୩- ତୃତୀୟ ଇମୋଜି : ଯଦି ଆପଣ ତୃତୀୟ ଇମୋଜି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଙ୍କ ମନରେ ଆପଣଙ୍କୁ ନେଇ ବହୁତ ସାରା କଥା ଚାଲିଛି ଯାହା ପାଇଁ ସେ ଚିନ୍ତା ରେ ଅଛନ୍ତି । ସେ ଏତେ ଚିନ୍ତିତ ଅଛନ୍ତି କି ସେ ନିଜର ଚିନ୍ତା ଦୂର କରିବା ପାଇଁ ସେହି ସବୁ କଥା ଆପଣଙ୍କୁ କହିବାକୁ ଚାହୁଁଛନ୍ତି ।
୪- ଚତୁର୍ଥ ଇମୋଜି : ଯଦି ଆପଣ ଚତୁର୍ଥ ଇମୋଜି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଙ୍କ ମନରେ ଆପଣଙ୍କୁ ବାହାରକୁ ବୁଲାଇ ନେବାର ଯୋଜନା ରହିଛି । କିନ୍ତୁ ସେ ଏହା ଭାବୁଛନ୍ତି କି ଆପଣଙ୍କୁ କେଉଁଠି କି ବୁଲାଇବାକୁ ନେବେ ।
୫- ପଞ୍ଚମ ଇମୋଜି : ଯଦି ଆପଣ ପଞ୍ଚମ ଇମୋଜି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଙ୍କ ମନରେ ଆପଣଙ୍କ ସହ ମ୍ୟାରେଜ କରିବାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ସବୁ ଦିନ ପାଇଁ ନିଜର କରିବାକୁ ଚାହୁଁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।