ବାଛନ୍ତୁ ଗୋଟେ ମୂର୍ତ୍ତି ଓ ଜାଣନ୍ତୁ ଆପଣଙ୍କ ଘରେ କେଉଁ ଶକ୍ତିଙ୍କର ବାସ ରହିଛି ? ଯିଏ ଆପଣଙ୍କୁ କରାଇବେ କୋଟିପତି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ମା ଦୂର୍ଗାଙ୍କ ମୁକୁଟର ୩ଟି ଚିତ୍ର ନେଇ ଆସିଛୁ । ପ୍ରଥମଟି ଗୋଲ୍ଡେନ ରଙ୍ଗର, ଦ୍ଵିତୀୟଟି ଲାଇଟ ରଙ୍ଗର ଓ ତୃତୀୟଟି ବ୍ଲୁ ରଙ୍ଗର ରହିଛି । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ କାର୍ଡର ଚିତ୍ର ଚୟନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡର ସମୟ ଦିଆଯିବ । ଏଥିରୁ ଆପଣ ଜାଣି ପାରିବେ ଆପଣଙ୍କ ଘରେ କେଉଁ ଶକ୍ତି ବାସ କରୁଛନ୍ତି ।

୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାର୍ଡ ଚୟନ କରିଛନ୍ତି ତେବେ ଆପଣ ଯେଉଁ ଭଗବାନଙ୍କୁ ପୂଜା କରୁଛନ୍ତି ହୃଦୟରୁ କରୁଛନ୍ତି । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଛି । ଈଶ୍ବରୀୟ ଶକ୍ତି ସହ ଆପଣଙ୍କର ସମ୍ପର୍କ ରହିଛି । ମାତା ରାଣୀଙ୍କ କୃପା ଆପଣଙ୍କ ଉପରେ ରହିଛି । ଆପଣ ଘରେ ମାତା ରାଣୀଙ୍କୁ ସ୍ମରଣ କରନ୍ତୁ । ଶନିବାର ଦିନ ଓସ୍ତ ଗଛରେ ଦୀପ ଲଗାଇ ମିଠା ଭୋଗ କରନ୍ତୁ । ପ୍ରତେକ ଦିନ ମାତା ରାଣୀଙ୍କୁ ଘରେ ପୂଜା କରନ୍ତୁ । ପ୍ରତେକ ସମୟରେ ଭଗବାନଙ୍କୁ ସ୍ମରଣ କରିବାକୁ ହେବ । ଆପଣଙ୍କ ଜୀବନରେ ଏମିତି ବଦଳିଯିବ ଯାହା ଆପଣ କଳ୍ପନା କେବେ କରି ନ ଥିବେ ।

୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ତେବେ ଈଶ୍ବରୀୟ ଶକ୍ତି ଆପଣଙ୍କ ସହ ସର୍ବଦା ରହିଛି । ଆପଣଙ୍କର ଯେବେ ସମସ୍ଯା ଆସିବ ଭଗବାନ ଆପଣଙ୍କ ନିକଟରେ ଅଛନ୍ତି । ଆପଣ ଜୀବନରେ ଯଦି ଆଗକୁ ବଢିଛନ୍ତି ତେବେ ଶକ୍ତି ଯୋଗୁଁ । ମହାଦେବ, ପ୍ରଭୁ ହନୁମାନ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଘରର ମାତା ରାଣୀ ବା କୁଳଦେବୀ ଆପଣଙ୍କ ଉପରେ କୃପା ରହିଛି ।

ଆପଣ ସବୁ ଭଗବାନଙ୍କୁ ପୂଜା କରିବା ଉଚିତ । ପୂଜା କରିବା ସମୟରେ ଆପଣ ନିଜର ମନକୁ ସଂପୂର୍ଣ୍ଣ ଭାବେ ଭଗବାନଙ୍କ ନିକଟରେ ସମର୍ପଣ କରନ୍ତୁ । ଅମାବାସ୍ୟାରେ ଦୀପ ଧୂପ ଦେବା ସହ କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ । ଏକାଦଶ ବ୍ରତ କରିବା ଆପଣଙ୍କ ପାଇଁ ଜରୁରି ଅଟେ । ପୂର୍ବଜ ମାନଙ୍କ ପାଇଁ ଏହି ଉପାୟ କରିଲେ ଶାନ୍ତି ମିଳିଥାଏ ।

୩- ତୃତୀୟ କାର୍ଡ : ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣ ଛୋଟ ଛୋଟ କଥାରେ କାନ୍ଦିଥାନ୍ତି । ଆପଣ ବହୁତ ଜିଦି ସ୍ବଭାବର ହେବା ସହ ଅଧିକ ଚିନ୍ତା କରିଥାନ୍ତି । ତେଣୁ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ମ୍ୟାଚୁରିଟି ସହକାରେ ଆପଣ ନିଜ ଜୀବନରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଯାହା ଜୀବନରେ ମିଳିଛି ତାହା ଭଗବାନଙ୍କ କୃପା ମିଳିଛି ।

ସଂଘର୍ଷ ଆପଣଙ୍କ ଜୀବନରେ ଥିଲେ ମଧ୍ୟ ଆପଣଙ୍କୁ ବହୁତ କିଛି ମିଳିଛି । ତେଣୁ ମନରେ କେବେ ସନ୍ଦେହ ଆଣନ୍ତୁ ନାହି । ଭଗବାନଙ୍କୁ କେବେ ଦୋଷ ଦିଅନ୍ତୁ ନାହି । ନିଜର କର୍ମ ଉପରେ ବିଶ୍ଵାସ ରଖି ପଜେଟିଭ ଚିନ୍ତାଧାରା ଆଣନ୍ତୁ । ମହାଦେବଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *