ଏହି ଗୋଟିଏ କାମ କରିବେ ତ ମାତ୍ର 7 ଦିନ ଭିତରେ ହେବ ଗର୍ଭଧାରଣ- Pregnancy Tips

ପ୍ରତେକ ମହିଳା ମାନଙ୍କର ମା ହେବାର ସ୍ଵପ୍ନ ରହିଥାଏ । କିନ୍ତୁ କିଛି କ୍ଷେତ୍ରରେ ମହିଳା ମାନଙ୍କର ଋତୁସ୍ରାବ ରେ ସମସ୍ୟା ଦେଖାଯିବା ହେତୁ ଗର୍ଭ ଧାରଣ ସମ୍ଭବ ହୋଇପାରେ ନାହିଁ । ଏଥିପାଇଁ ମହିଳା ମାନେ ସକାଳ ସମୟରେ ପ୍ରୋଟିନ ଯୁକ୍ତ ଖାଦ୍ୟର ସେବନ କରିବା ଉଚିତ । ଏହା ଦ୍ଵାରା ଶରୀର ରେ ମେଟାବୋଲିଜିମ ବୃଦ୍ଧି ପାଇଥାଏ । ପ୍ରତିଦିନ ବ୍ରେକଫାଷ୍ଟ ସମୟରେ କାବୁଲି ଚଣା, ଦଲିୟା ଆଦି ପ୍ରୋଟିନ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ । ଏହା ସହ କୌଣସି ଫଳର ଜୁସ ସେବନ କରିବା ଉଚିତ ।

ଏହା ବ୍ୟତୀତ ପ୍ରତି ଦିନ ଗୋଟିଏ ଲେଖାଏଁ କଦଳୀ ର ସେବନ କରିବା ଉଚିତ । ଏହା ଛଡା ପ୍ରତି ଦିନ ଖଟା ଫଳ ଯେମିତି କମଳା ବା ଲେମ୍ବୁ ପାଣିର ସେବନ କରିବା ଉଚିତ । ଏ ସବୁ ଖାଇବା ଦ୍ଵାରା ଆମ ଶରୀର ରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ । ଆଣ୍ଟି ଆକ୍ସିଡେଣ୍ଟ ଆମ ଶରୀର ର ହରମୋନ କୁ ବାଲାନ୍ସ ରଖିବାରେ ସହାୟକ ହୋଇଥାଏ ।

ଏହା ସହ ଶରୀର ରେ ଥିବା କିଛି ଖରାପ ତତ୍ଵ କୁ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ବ୍ୟତୀତ ଖଟା ଫଳର ସେବନ ଦ୍ଵାରା ଭିଟାମିନ-ସି, ବି ଓ ଫୋଲେଟ ଆଦି ଶରୀର କୁ ମିଳିଥାଏ । ଏହା ଦ୍ଵାରା ଓଭୁଲେସନ ଠିକ ଭାବେ ହୋଇଥାଏ । ଗର୍ଭ ଧାରଣ ସଠିକ ଭାବେ ହେବା ପାଇଁ ନୀତି ଦିନ ଡ୍ରାଏ ଫୃଟ୍ସ ଯେମିତି କି ନଟସ, କାଜୁ, ଆଲମଣ୍ଡ, ଅଖରୋଟ, ପମ୍ପକୀନ ସିଡ୍ସ, ଆଞ୍ଚିର ଆଦି ସେବନ କରିବା ଉଚିତ । ଓଭୁଲେସନ ବୃଦ୍ଧି କରିବା ପାଇଁ ଡ୍ରାଏ ଫୃଟ୍ସର ସେବନ କରିବା ଜରୁରୀ ହୋଇଥାଏ ।

ଏହି ସବୁ ଡ୍ରାଏ ଫୃଟ୍ସ ରେ ଭିଟାମିନ୍ସ, ମ୍ୟାଗ୍ନେସିୟମ, ପ୍ରୋଟିନ ଓ ଗୁଡ କ୍ଵାଲିଟି ଫ୍ୟାଟ ଭରପୁର ମାତ୍ରା ରେ ରହିଥାଏ ଯାହା ଗର୍ଭ ଧାରଣ ଜଲ୍ଦି କରିବାରେ ସହାୟକ ହୋଇଥାଏ । ପ୍ରତି ଦିନ କ୍ଷୀର ର ସେବନ କରିବା ମଧ୍ୟ ଜରୁରୀ ହୋଇଥାଏ । ଏହା ବ୍ଯତୀତ ପ୍ରତି ଦିନ ନିଜର ଖାଦ୍ୟ ଖାଇବାର ସଠିକ ସମୟ ନିର୍ଧାରିତ କରିବା ଉଚିତ ।

ଏହା ସହ ପ୍ରତି ଦିନ ମହିଳା ମାନେ ଯୋଗ ବା ବ୍ୟାୟାମ କରିବା ଉଚିତ । ଏହା ଛଡା ଫର୍ଟିଲିଟି ବୃଦ୍ଧି କରିବା ପାଇଁ କୌଣସି ତେଲର ମାଲିସ କରିବା ଉଚିତ । ଯେମିତି କି ସୋରିଷ ତେଲ ବା ଅନ୍ୟ କୌଣସି ତେଲ କୁ ହାଲକା ଗରମ କରି ମାଲିସ କରିବା ଉଚିତ ।

ସକାଳୁ ଉଠିବା ପରେ କିଛି ସମୟ ପାଇଁ ବିପରିଥ ଆସନ କରିବା ଜରୁରୀ ହୋଇଥାଏ । ଖାଦ୍ଯ ସେବନ କରିବା ସହ ଏହି ସବୁ ଟିପ୍ସ ଗୁଡିକ ଅନୁସରଣ କରିଲେ ପିରିୟଡ ଠିକ ହେବା ସହ ଗର୍ଭ ଧାରଣ ବହୁତ ଜଲ୍ଦି ହୋଇଥାଏ । ଯଦି ଆପଣଙ୍କ ସମସ୍ୟା ଅଳ୍ପ ଦିନ ହୋଇଥିବ ତେବେ ଏହି ଟିପ୍ସ ଗୁଡିକ କରିଲେ ମାସକ ମଧ୍ୟରେ ଗର୍ଭ ଧାରଣ ହୋଇ ପାରିବ । ଏମିତି କି ଯେଉଁ ସମୟରେ ଆପଣ ଟ୍ରାଏ ନେଉଛନ୍ତି ସେହି ସମୟରେ ଏହିସବୁ ସେବନ କଲେ 7 ଦିନ ମଧ୍ୟରେ ଆପଣ ଖୁସି ଖବର ପାଇବାର ସମ୍ଭାବନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *