ବାଛନ୍ତୁ କୌଣସି ଗୋଟେ ହୃଦୟ ଓ ଜାଣନ୍ତୁ କଣ ହେବ ଆପଣଙ୍କର ସମ୍ପର୍କର ଭବିଷ୍ୟତ ? Love Quiz

ବନ୍ଧୁଗଣ ଆଶା କରୁଛୁ ଆପଣ ମାନେ ନିଶ୍ଚୟ ଭଲରେ ଥିବେ । ତେବେ ଆପଣଙ୍କ ଜୀବନରେ କେହି ନା କେହି ସାଥି ନିଶ୍ଚୟ ଥିବେ ଯିଏ ଆପଣଙ୍କୁ ଜୀବନ ଠାରୁ ଅଧିକ ଭଲ ପାଉଥିବେ । ତେବେ ସେହି ସମ୍ପର୍କ ବନ୍ଧୁତା ର ହେଉ ବା ପ୍ରେମ ସମ୍ପର୍କ ହେଉ । ଆପଣ ଜୀବନରେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଉଥିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ମଜାଦାର ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆମେ ଦେଇଥିବା ୫ଟି ହାର୍ଟ ମଧ୍ୟ ରୁ ଯେ କୌଣସି ମନ ପସନ୍ଦର ହାର୍ଟ ଚୁଜ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କର ଭଲ ପାଇବାର ଭବିଷ୍ୟତ କଣ ରହିଛି । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ହାର୍ଟ : ଯେଉଁ ମାନେ ପ୍ରଥମ ହାର୍ଟ ଚୁଜ କରିଛନ୍ତି ଆପଣ ନିଜର ସାଥି ଙ୍କୁ ନେଇ ବହୁତ ସେନ୍ସଟିଭିଟି ଅଛନ୍ତି । ଆପଣ ଦୁହେଁ ପରସ୍ପର ସହ ଏକାଠି ହେବା ବହୁତ ମୁସ୍କିଲ ଅଟେ । ତଥାପି ଆପଣ ନିଜର ପ୍ରେମ କୁ ନିଶ୍ଚୟ ପାଇବାରେ ସଫଳ ହେବେ ।

୨- ଦ୍ଵିତୀୟ ହାର୍ଟ : ଯଦି ଆପଣ ଦ୍ଵିତୀୟ ହାର୍ଟ ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ପ୍ରେମ ରଙ୍ଗ ରେ ଭରି ହୋଇ ରହିଛି । ଯେଉଁଠି ପାଇଁ ଆପଣ ଦୁହିଙ୍କ ମହଦ୍ଯରେ ବହୁତ ସାରା ଭଲ ପାଇବା ଓ ଖୁସି ଆପଣଙ୍କ ପାଇଁ ମିଳିବାର ଅଛି । ଆପଣ ଦୁହିଙ୍କୁ କାହାର ବି ନଜର ଲାଗିବ ନାହି ଏତେ ଷ୍ଟ୍ରଙ୍ଗ ଆପଣଙ୍କ ଦୁହିଙ୍କର ପ୍ରେମ ।

୩- ତୃତୀୟ ହାର୍ଟ : ଯେଉଁ ମାନେ ତୃତୀୟ ହାର୍ଟ ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ସମ୍ପର୍କ ଅନେକ ଜନ୍ମ ରେ ଅଟେ । କେହି ବି ଆପଣ ଦୁହିଙ୍କୁ କେବେ ବି ଅଲଗା କରିପାରିବେ ନାହି । ଯିଏ ଯେତେ ଚେଷ୍ଟା କରିଲେ ବି ଆପଣ ଦୁହିଙ୍କୁ ଅଲଗା କରିବାରେ ବିଫଳ ହେବେ ।

୪- ଚତୁର୍ଥ ହାର୍ଟ : ଯଦି ଆପଣ ଚତୁର୍ଥ ହାର୍ଟ ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ସମ୍ପର୍କର ଏମିତି ଅଟେ କି ଯେମିତି ଦୁଇ ଟି ହୃଦୟ ଆଉ ଗୋଟେ ଜାନ । ଆପଣ ଦୁହେଁ ପରସ୍ପର କୁ ବହୁତ ଭଲ ପାଉଛନ୍ତି । ଆପଣ ଦୁହେଁ ପରସ୍ପରକୁ ଏକାଠି ସବୁ ସ୍ଥିତି ରେ ରହିବା ପାଇଁ କଥା ଦେଇଛନ୍ତି ।

୫- ପଞ୍ଚମ ହାର୍ଟ : ଯଦି ଆପଣ ପଞ୍ଚମ ହାର୍ଟ ଚୟନ କରିଛନ୍ତି ତେବେ ଆପଣ ଦୁହେଁ ପରସ୍ପର ପାଇଁ ହିଁ ତିଆରି ହୋଇଛନ୍ତି । ଆପଣ ଦୁହେଁ ପରସ୍ପର କୁ ବହୁତ ଅଧିକା ଭଲ ପାଉଛନ୍ତି । ଏମିତିକି ଆପଣ ଦୁହେଁ ଜୀବନରେ ପରସ୍ପର କୁ ହମସଫର ହେବ ପାଇଁ ଚାହୁଁଛନ୍ତି । ଆପଣ ଦୁହେଁ ପରସ୍ପର କୁ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି । ଆପଣ ଦୁହେଁ ମ୍ୟାରେଜ କରିଲେ ବେଶ ଖୁସି ରେ ରହିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *