Interesting Gk Questions: ସିଙ୍ଗଡାକୁ ଇଂରାଜୀ ରେ କଣ କୁହାଯାଏ ? 90% ଲୋକ ଜାଣି ନାହାନ୍ତି ଏହାର ଉତ୍ତର…. ଏହା ସହ ଆହୁରି 18 Gk Quiz

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପାଢୀ ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ଫୁଲର ଘାଟି ଭାରତର କେଉଁ ରାଜ୍ୟ ରେ ଅବସ୍ଥିତ ଅଟେ ?

ଉତ୍ତର- ଉତ୍ତରାଖଣ୍ଡ

୨- ଏମିତି କେଉଁ ରାଜ୍ୟ ରହିଛି ଯେଉଁଠି ଅଧିକ କଳା ଲୋକ ରୁହନ୍ତି ?

ଉତ୍ତର- ତାମିଲନାଡୁ

୩- ନାଳନ୍ଦା ବିଶ୍ଵବିଦ୍ୟାଳୟ କେଉଁଠି ସ୍ଥାପିତ ଅଛି ?

ଉତ୍ତର- ବିହାର

୪- ଅଧିକ ବୀୟର ପିଇବା ଦ୍ଵାରା କେଉଁ ଭିଟାମିନ ର ଅଭାବ ଦେଖା ଯାଇଥାଏ ?

ଉତ୍ତର- ଭିଟାମିନ-B1

୫- ଅକ୍ଷର କୁମାର ଙ୍କ ପ୍ରକୃତ ନାମ କଣ ?

ଉତ୍ତର- ରାଜୀବ ହଋ ଓମ ଭାଟିଆ

୬- କେଉଁ ପଶୁ ର କ୍ଷୀର ପିଇବା ଦ୍ଵାରା ନିଶା ହୋଇଥାଏ ?

ଉତ୍ତର- ମାଦା ହାତୀ

୭- ମହିଳା ଙ୍କ ଶାଢୀ ର ଲମ୍ବାଇ କେତେ ହୋଇଥାଏ ?

ଉତ୍ତର- ୫-୬ ଇଞ୍ଚ

୮- SBI ବ୍ଯାଙ୍କ ନିଜର ପ୍ରଥମ ବ୍ରାଞ୍ଚ କେଉଁ ଦେଶରେ ଖୋଲିଥିଲେ ?

ଉତ୍ତର- ଚୀନ

୯- ପରିବାର ଉତ୍ପାଦନ ରେ ଭାରତ କୁ କେଉଁ ସ୍ଥାନ ମିଳିଛି ?

ଉତ୍ତର- ଦ୍ଵିତୀୟ ସ୍ଥାନ

୧୦- କେଉଁ ଦେଶରେ ଆମେ ପୋଲିସ ଓ ପୋଲିସ କାର ର ଫୋଟୋ ଉଠାଇ ଅପରିବା ନାହି ?

ଉତ୍ତର- ଫ୍ରାନ୍ସ

୧୧- ସବୁଠାରୁ ପ୍ରଥମ ବଲ କେଉଁ ଦେଶରେ ତିଆରି ହୋଇଥିଲା ?

ଉତ୍ତର- ଆମେରିକା

୧୨- କେଉଁ ଜୀବ ଦିନ ରାତି ସୁଏ ନାହି ?

ଉତ୍ତର- ମାଛ

୧୩- କାହାର ଗୋଡ ନାହି କିନ୍ତୁ ସେ ଚାଲିଥାଏ ସେ କିଏ ?

ଉତ୍ତର- ଟେଲିଭିଜନ

୧୪- କେଉଁ ଜୀବ ତାର ଛୁଆ କୁ ଦେଖିବା ଆଗରୁ ମୃତ୍ୟୁବରଣ କରିଥାଏ ?

ଉତ୍ତର- ପ୍ରଜାପତି

୧୫- ମୃତ୍ୟୁ ପରେ ଯିଏ ଠିଆ ହୋଇଥାଏ ସେ କିଏ ?

ଉତ୍ତର- ଗଛ

୧୬- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ ଏହାର ଉତ୍ତର କଣ ?

ଉତ୍ତର- ଲୁଣ

୧୭- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା ତାହା କଣ ?

ଉତ୍ତର- ଘଣ୍ଟା

୧୮- ବିଶ୍ଵର କେଉଁ ଲୋକ ସର୍ବଦା ସାପ ଭୋଜନ କରେ ?

ଉତ୍ତର- ଯୋଗିନୀ ଅଲ୍ଲୀ

୧୯- ସିଙ୍ଗଡା କୁ ଇଂରାଜୀ ରେ କଣ କୁହାଯାଏ ?

ଉତ୍ତର- RISSOLE

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *