ନିଜ ପ୍ରେମିକ/ ପ୍ରେମିକାଙ୍କ ନାମ ଭାବି ବାଛନ୍ତୁ କୌଣସି 1 ଫୁଲ ଓ ଜାଣନ୍ତୁ ଆପଣଙ୍କର ଲଭର ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ? Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆସା କରୁଛୁ ବହୁତ ଭଲରେ ଥିବେ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ମଜାଦାର ଲାଭ କୁଇଜ ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆମେ ଦେଇଥିବା ୫ଟି ଫୁଲ ମଧ୍ୟରୁ ଯେ କୌଣସି ଗୋଟିଏ ଫୁଲ ଚୁଜ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ଲଭର ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ତେବେ କଣ ଆପଣ ଫୁଲ ଚୁଜ କରି ଦେଲେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଲଭର ଆପଣଙ୍କ ଠାରୁ କଣ ଚାହୁଁଛନ୍ତି ।

୧- ପ୍ରଥମ ଫୁଲ : ଯଦି ଆପଣ ପ୍ରଥମ ଫୁଲ ଚୁଜ କରିଛନ୍ତି ତେବେ ଆପଣଙ୍କର ଲଭର ଆପଣଙ୍କ ସହ ନିଜର ପୁରା ଜୀବନ ବ୍ଯତୀତ କରିବକୁ ଚାହୁଛନ୍ତି । ସେ ଆପଣଙ୍କର ସାଥ ଜୀବନ ସାରା ପାଇବାକୁ ଇଚ୍ଛା କରୁଛନ୍ତି । ସେ ସାରା ଜୀବନ ଆପଣଙ୍କୁ ନିଜ ପାଖରେ ରଖିବାକୁ ଇଚ୍ଛା କରୁଛନ୍ତି । ଯଦି ଆପଣ ରେଡି ଅଛନ୍ତି ତେବେ ତୁରନ୍ତ ହଁ କହି ଦିଅନ୍ତୁ ।

୨- ଦ୍ଵିତୀୟ ଫୁଲ : ଯଦି ଆପଣ ଦ୍ଵିତୀୟ ଫୁଲ ଚୟନ କରିଛନ୍ତି ତେବେ ଆପଣଙ୍କ ଲଭର ଚାହୁଁଛନ୍ତି ଆପଣ ତାଙ୍କ ସହ ଝଗଡା କରନ୍ତୁ ନାହି । ଆପଣ ତାଙ୍କୁ କିଛି ଦିନ ପାଇଁ ଶାନ୍ତି ରେ ରହିବାକୁ ଦିଅନ୍ତୁ । କାରଣ ସେ ଆପଣଙ୍କ ସହ ପ୍ରତି ଦିନ କଳହ କରି ଚିନ୍ତା ରେ ପଡି ଯାଇଛନ୍ତି ।

୩- ତୃତୀୟ ଫୁଲ : ଯଦି ଆପଣ ତୃତୀୟ ଫୁଲ ଚୁଜ କରିଛନ୍ତି ତେବେ ଆପଣଙ୍କ ଲଭର ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ଯଦି ଆପଣ ଆଜି ବି ହଁ କହି ଦେବେ ତେବେ ସେ ଆଜି ହିଁ ଆପଣଙ୍କୁ ମ୍ୟାରେଜ କରିବାକୁ ରେଡି ଅଛନ୍ତି । ବାସ ସେ କେବଳ ଆପଣଙ୍କର ହଁ ର ଅପେକ୍ଷା ରେ ଅଛନ୍ତି ।

୪- ଚତୁର୍ଥ ଫୁଲ : ଯଦି ଆପଣ ଚତୁର୍ଥ ଫୁଲ ଚୁଜ କରିଛନ୍ତି ତେବେ ଆପଣଙ୍କ ଲଭର ଆପଣଙ୍କୁ ପ୍ରତେକ ମୂହୁର୍ତ୍ତ ରେ ଖୁସି ରେ ଦେଖିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ଚେହେରା ରେ କେବେ ବି ନିରାସା ଦେଖିବାକୁ ଚାହାନ୍ତି ନାହି । ସେ ଆପଣଙ୍କ ଚେହେରା ସର୍ବଦା ସ୍ମାଇଲ ଦେଖିବାକୁ ଇଚ୍ଛା କରିଥାନ୍ତି । ଆପଣଙ୍କ ତାଙ୍କ ପାଖରେ ରୁହନ୍ତୁ ବା ଦୂରରେ ରୁହନ୍ତି ସେ ଆପଣଙ୍କ ମୁହଁ ରେ ଖୁସି ଦେଖିବାକୁ ଚାହୁଁଛନ୍ତି ।

୫- ପଞ୍ଚମ ଫୁଲ : ଯଦି ଆପଣ ପଞ୍ଚମ ଫୁଲ ଚୁଜ କରିଛନ୍ତି ଆପଣଙ୍କ ଲଭର ଆପଣଙ୍କ ସହ ଏକ ସପ୍ତାହ ଯାଏଁ ମନାଲି ବୁଲିବାକୁ ଯିବାକୁ ଚାହୁଁଛନ୍ତି କଣ ଆପଣ ବି ତାଙ୍କ ସହ ବୁଲିବା ପାଇଁ ଯିବାକୁ ଚାହୁଁଛନ୍ତି । ଯଦି ଆପଣଙ୍କର ଜବାବ ହଁ ତେବେ ସଙ୍ଗେ ସଙ୍ଗେ ତାଙ୍କୁ ମ୍ଯାସେଜ କରି କୁହନ୍ତୁ ଆପଣ ତାଙ୍କ ସହ ବୁଲିବା ପାଇଁ ଯିବାକୁ ରେଡି ଅଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *