ବାଛନ୍ତୁ କୌଣସି ଗୋଟିଏ ଗୋଲାପ ଓ ଜାଣନ୍ତୁ ଆପଣଙ୍କୁ ତାଙ୍କ ପ୍ରତି ପ୍ରେମ ଅଛି ନା କେବଳ ଆକର୍ଷଣ ? Love Quiz

ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଆଉ ମସ୍ତି ରେ ସମୟ ବ୍ଯତୀତ କରୁଥିବେ ଏହା ଆମର ଆଶା । ତେବେ ଆପଣ ନିଜ ଜୀବନରେ କାହାକୁ ନା କାହାକୁ କେବେ ନା କେବେ ନିଶ୍ଚିନ୍ତ ପ୍ରେମ କରିଥିବେ । ତେବେ ଅନେକ ସମୟରେ ଦେଖାଯାଏ ବନ୍ଧୁତା ପ୍ରେମ ରେ ପରିଣତ ହେବାର । ଆଉ ପ୍ରେମ ବିବାହର ରୂପ ନେବାର । ଆପଣଙ୍କ ଜୀବନରେ ବି ନିଶ୍ଚୟ ଏମିତି କିଛି ଘଟିଥିବ । ତେବେ ଆଜି ଆମେ ଆପଣଙ୍କ ପାଇଁ ୫ ପ୍ରକରର ଫୁଲ ର ଚିତ୍ର ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ନିଜ ଲଭର ଙ୍କ ନାଁ ନେଇ ଗୋଟେ ଚୁଜ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ଏହା ପ୍ରେମ ନା ଆପଣଙ୍କ ପ୍ରତି ଆକର୍ଷଣ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ଫୁଲ : ଯଦି ଆପଣ ପ୍ରଥମ ଫୁଲ ଚୟନ କରିଛନ୍ତି ତେବେ ଆପଣ ସମ୍ପର୍କ ର ସବୁ ଭୁଲ ବୁଝାମଣା ଓ ଖରାପ ଚିନ୍ତାଧାରା କୁ ଭୁଲି ମିତ୍ରତା ସ୍ଥାପନ କରିବାକୁ ଆଗକୁ ବଢିବାକୁ ଇଚ୍ଛା କରୁଛନ୍ତି । ଆପଣ ଦୁହେଁ ପରସ୍ପର ର ସବୁ ଭୁଲ ଭୁଲିଯାଇ ସମ୍ପର୍କ କୁ ନୂଆ ମୋଡ ରେ ନେବାକୁ ଚାହୁଁଛନ୍ତି ।

୨- ଦ୍ଵିତୀୟ ଫୁଲ : ଆପଣ ଯାହା ପାଇଁ ଦ୍ଵିତୀୟ ଫୁଲ ଚୁଜ କରିଛନ୍ତି ତେବେ ଆପଣ ଦୁହିଙ୍କର ବନ୍ଧୁତା ଦରକାର ଠାରୁ ଅହଡିକ ରହିଛି । କିନ୍ତୁଆ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କୁ କହିପାରୁ ନାହାନ୍ତି । ଆପଣ ତାଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ଇଜହାର କରିବାକୁ ଭୟ କରୁଛନ୍ତି ।

୩- ତୃତୀୟ ଫୁଲ : ଆପଣ ଯାହା ପାଇଁ ତୃତୀୟ ଫୁଲ ଚୁଜ କରିଛନ୍ତି ଆପଣ ନିଜର ସାମନା ବାଲାଙ୍କୁ ବହୁତ ଲାଇକ କରୁଛନ୍ତି ଓ ପ୍ରେମ ବି କରୁଛନ୍ତି । ଆପଣ ନିଜ ଲଭର ଙ୍କୁ ନିଜ ଠାରୁ ବି ଅଧିକ ଭଲ ପାଉଛନ୍ତି । ତେବେ ଜଲ୍ଦି ତାଙ୍କୁ ମନର କଥା କହି ଦିଅନ୍ତୁ ।

୪- ଚତୁର୍ଥ ଫୁଲ : ଆପଣ ଯାହା ପାଇଁ ଏହି ଫୁଲ ଚୁଜ କରିଛନ୍ତି ସେ ଆପଣଙ୍କ ବନ୍ଧୁ ଆପଣଙ୍କର କେୟାର କରୁଛନ୍ତି । ସେ କେବଳ ଆପଣଙ୍କର ଜଣେ ଭଲ ବନ୍ଧୁ ଅଟନ୍ତି । ଦୁହିଙ୍କ ମଧ୍ୟରେ ବନ୍ଧୁତା ବହୁତ ନିବିଡ ରହିଛି ।

୫- ପଞ୍ଚମ ଫୁଲ : ଆପଣ ଯାହା ପାଇଁ ଏହି ଫୁଲ ଚୁଜ କରିଛନ୍ତି ଆପଣ ଦୁହେଁ ପରସ୍ପର କୁ ଦେଖିବା ପରେ ଆକର୍ଷିତ ହୋଇ ଯାଇଛନ୍ତି । ଆପଣ ଦୁହିଙ୍କର ବନ୍ଧୁତା ପ୍ରେମ ରେ ପରିଣତ ହୋଇ ଯାଇଛି ତାହା ଆପଣ ଜାଣି ପାରିଲେ ନାହି । ଆପଣ ଦୁହିଙ୍କ ମଧ୍ୟରେ ବନ୍ଧୁତା ପ୍ରେମ ର ରୂପ ନେଇ ସାରିଲାଣି ତାହା ଆପଣ ମାନେ ବହୁତ ଡେରି ରେ ଜାଣିବାକୁ ପାଇଲେ । ସତରେ ଆପଣ ଦୁହିଙ୍କ ର ପ୍ରେମ ଖୁବ ନିଆରା ଆଉ ନିବିଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *