ବାଛନ୍ତୁ ଗୋଟେ ମାଛ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Personality Test

ବନ୍ଧୁଗଣ ଆଜି ଆମେ ଜାଣିବା ମାଛ ର ଆଧାର ରେ ଆପଣ କେମିତି ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ । ଆପଣଙ୍କ ଜୀବନରେ କଣ ସମସ୍ଯା ଚାଲୁଅଛି ଓ ଏହାର ସମାଧାନ କିପରି ହେବ ତାହା ଜାଣି ପାରିବେ । ତେବେ ଏଠାରେ ଆପଣଙ୍କ ଆଗରେ 3 ଟି ରଙ୍ଗର ମାଛ ରହିଛି । ଯଥା ନୀଳ, ହଳଦିଆ ଓ ନାଲି ରଙ୍ଗର ମାଛ । ଆପଣ ଏହି 3ଟି ମାଛ ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଗୋଟେ ମାଛ କୁ ବାଛି ଆପଣ ଏହାର ବିଚାର କରି ଆପଣଙ୍କ ପ୍ରଶ୍ନ ର ସବୁ ଉତ୍ତର ପାଇ ପାରିବେ । ତେବେ ଆପଣ ବାଛନ୍ତୁ 3ଟି ମାଛ ମଧ୍ୟରୁ କୌଣସି ଗୋଟେ ଓ ଜାଣି ନିଅନ୍ତୁ ଆପଣଙ୍କ ପାଇଁ ଟଣକ ମନରେ କଣ ଅଛି ।

1- ଯଦି ଆପଣ ନୀଳ ରଙ୍ଗର ମାଛ ବାଚିଛନ୍ତି ତେବେ ପ୍ରାୟତଃ ଆପଣଙ୍କ ପାଇଁ ଦୁଃଖ ର ସମୟ ଦୂର ହେବାରେ ଲାଗିଛି । ଏ ସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା । କ୍ରୋଧରେ ପଡି ଅର୍ଥ ବ୍ୟୟ କରି ସରଉଲେଣି । ଗୃହ ଉପକରଣ ରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ସମ୍ମାନ ହରାଇ ଆପଣ ଦୁଶ୍ଚିନ୍ତାରେ ପଡିଛନ୍ତି । ସେଥିପାଇଁ ନିଜର ଭଗବାନଙ୍କୁ ପୂଜା କରନ୍ତୁ । ଶାନ୍ତି ବିଧାନ ଲାଗି ଦେବା ଦେବୀଙ୍କ ପୂଜା ଲାଗି ପଡନ୍ତୁ । ଅଧିକ ଚିନ୍ତା ଆଉ କରନ୍ତୁ ନାହିଁ । ମିତ୍ର ଶକ୍ତି ଆପଣଙ୍କର ବୃଦ୍ଧି ପାଇବ । ଗ୍ରହ ଋଷ୍ଟ ଖଣ୍ଡନ ହେବ । ଆପଣ ମୁକ୍ତା କୁ ରୋପ୍ୟ ମୁଦ୍ରିକାରେ ଧାରଣ କରନ୍ତୁ ।

2- ଆପଣଙ୍କୁ ହଳଦିଆ ରଙ୍ଗର ମାଛ ଅଧିକ ପସନ୍ଦ ଆସିଥିଲେ ଆପଣଙ୍କ ଜୀବନରୁ ଏବେ ପାପ ଫଳମାନ ଦୂର ହୋଇ ଶୁଭ ଫଳର ଆଗମନ ହେବାକୁ ଯାଉଛି । ରୂପା ମୁଦ୍ରିକାରେ ରୋପ୍ୟ ଧାରଣ କରନ୍ତୁ । ଦେଖିବେ ସବୁ ସମସ୍ଯା ଦୂର ହେବ । ଆପଣଙ୍କ ଜୀବନରେ ସୁଖ ସୁବିଧା ମିଳିବ । ନିକଟରେ ଆପଣ ବନ୍ଧୁଙ୍କର ସହଯୋଗରେ ଆସିବେ । ଜୀବନରେ ଯାହା ବି ବିପଦ ଆପଦ ଥିଲା ତାହା ଦୂର ହେବ । ଲାଭ କ୍ଷେତ୍ରରେ ଆଶା ଅଧିକ ରହିଛି । ଆପଣଙ୍କ ପାଇଁ ଅତି ଉତ୍ତମ ରହିବ ବର୍ତ୍ତମାନ ତ ହରୁଆ 7ଦିନ ଯାଏଁ ବ୍ରାହ୍ମଣ ଙ୍କୁ ଭୋଜନ କରାନ୍ତୁ ।

3- ଯଦି ଆପଣ ନାଲି ରଙ୍ଗର ମାଛ କୁ ବାଛିଛନ୍ତି ତେବେ ଆପଣ ଚିନ୍ତା ମଗ୍ନ ଅବସ୍ଥାରେ ଅଛନ୍ତି । ଆପଣଙ୍କର ଈଶ୍ବରଙ୍କ ଉପରେ ବିଶ୍ଵାସ ନାହିଁ । ଏପରି ସ୍ଥିତିରେ ଆପଣ ପଡିଛନ୍ତି କି ମାତା ପିତା ଙ୍କ ପ୍ରତି ଦୟାବାନ ହେଉ ନାହାନ୍ତି । ଆପଣଙ୍କର ଯାହା ଯାଇଛି ତାହା ନିଶ୍ଚୟ ମିଳିବ । ଆପଣ ଯେତେ ବ୍ଯାକୁଳତା ପ୍ରକାଶ କରିବେ ସେତେବେ ବିପଦରେ ପଡିବେ । ଗ୍ରହ ଦୋଷ ନିରାକରଣ ନିମନ୍ତେ ଗ୍ରହ ଶାନ୍ତି ପୂଜା କରନ୍ତୁ । ଭାଗ୍ୟ ଉଦୟର ବିଶେଷ ସମ୍ଭାବନା ରହୁଛି । ସମୟ ସହ ତଳ ଦେଇ ଚାଲନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *