ଦଶହରା ପୂର୍ବରୁ ଏହି ସବୁ ରାଶି ହୋଇଯିବେ ରାଜା । ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ହେତୁ ମା ଦୂର୍ଗା କିଛି ରାଶିଙ୍କ ଉପରେ ନିଜର କୃପା ବର୍ଷା କରିବାକୁ ଯାଉଛନ୍ତି । 5ଟି ରାଶିଙ୍କ ଉପରେ ମା ଦୂର୍ଗାଙ୍କର ଅଶ୍ମ କୃପା ରହିବ । ସେମାନଙ୍କର ସବୁ କଷ୍ଟ ମା ଦୂର୍ଗା କରିବେ । ଏହି ରଶିଙ୍କ ଉପରେ ମା ଦୂର୍ଗାଙ୍କର ଅପାର କୃପା ରହିବ । ଆସନ୍ତା ଦିନ ମାନଙ୍କରେ ଏମାନଙ୍କୁ ଭଲ ଫଳ ପ୍ରାପ୍ତ ହେବ । ସବୁ କାର୍ଯ୍ୟ ସଫଳତା ସହ ହାସଲ କରିବେ । ଦଶହରା ପୂର୍ବରୁ ଏହି ରାଶି ରାଜା ଭଳି ଜୀବନ ବଞ୍ଚିବେ । ଆସନ୍ତୁ ଜାଣିବା ବିସ୍ତାର ପୂର୍ବକ ।

ତୁଳା ରାଶି : ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଆପଣ ମାନେ ମାଲାମାଲ ହୋଇଯିବେ । ଧ୍ୟାନ ରଖନ୍ତୁ ଆପଣ କୌଣସି ନିସ୍ପତି ରୁ ବଞ୍ଚିତ ରୁହନ୍ତୁ । ପାର୍ଟନରସିପ ରେ କରା ଯାଇଥିବା କାମ ସଫଳ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଆସୁଥିବା ସମୟ ଭଲ ରହିବ । ସମାଜ ରେ ମାନ ସମାନ ବଢିବ ।

ମେଷ ରାଶି : ଆସନ୍ତା ସମୟ ଶୁଭ ରହିବ । ବ୍ୟାପାରରେ ବଡ ଲାଭ ହେବ । ଆୟରେ ବୃଦ୍ଧି ହେବ । ସୁଖର ସମୟ ଆରମ୍ଭ ହେବ । ପରିବାରରେ ଖୁଶିର ସମଉୟ ରହିବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳ ପାଇବେ । ଧନ ଅର୍ଜିତ କରିବାର ବଡ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆକସ୍ମିକ ଧନ ଲାଭର ଯୋଗ ଅଛି । ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇ ପାରନ୍ତି ।

ବିଛା ରାଶି : ଆପଣଙ୍କୁ ବଡ ସମସ୍ୟାରୁ ମୁକ୍ତି ମିଳିବ । ଅଟକିଥିବା କାମ ସହଜରେ ସମାଧାନ ହେବ । ପରୀକ୍ଷାରେ ବିଦ୍ୟାର୍ଥୀ ସଫଳ ହେବେ । ସନ୍ତାନଙ୍କ ତରଫରୁ ବଡ ଖୁସି ଖବର ପାଇବେ । ମା ଦୂର୍ଗା ଙ୍କ କୃପାରୁ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ବର୍ଷା ହେବ । ଅଚାନକ ଧନ ଲାଭ ହେବ ।

କନ୍ୟା ରାଶି : ଆପଣ ମାନଙ୍କ ପାଇଁ ଏବେ ଚାକିରି ରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ବଡ ବଡ ସମସ୍ୟାର ସମାଧାନ ହେବ । ଏହି ସମୟରେ ସବୁ ସମସ୍ୟା ଶେଷ ହେବ । ଯେଉଁ ଭୁଲ ଆପଣ କରିଛନ୍ତି ତ୍ୟାହ ଏହି ସମୟରେ ସୁଧୁରିଯିବ । ଆପଣଙ୍କର ଆସନ୍ତା ସମୟ ବହୁତ ବଡ ଲାଭ ମିଳିବ । ବଡ ନିସ୍ପତି ନେବେ । କିନ୍ତୁ ଭାବି ଚିନ୍ତି ନିସ୍ପତି ନିଅନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଲୋକଙ୍କର ପରିବାରରେ ଅପାର ଖୁସି ଆସିବ । ସ୍ୱାସ୍ଥ୍ୟ ଭଲ ରହିବ । ଯେଉଁ କାମ ଅଟକିଥିଲା ତାହା ସଂପୂର୍ଣ୍ଣ ହେବ । ଏହି ମାସ ଟି ଆପଣଙ୍କ ପାଇଁ ଶୁଭ ରହୁଛି । ଏହି ରାଶିର ବ୍ୟକ୍ତି ଚାକିରିରେ ଉନ୍ନତି କରିବେ । ପରାକ୍ରମରେ ବୃଦ୍ଧି ହେବ । ବ୍ୟାପାରରେ ଲାଭବାନ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *