ବାଛନ୍ତୁ ଗୋଟେ ନମ୍ବର, ଓ ଜାଣନ୍ତୁ ଆପଣଙ୍କ ପ୍ରେମ ସମ୍ବନ୍ଧ ବିଷୟରେ କିଛି ଖାସ କଥା

ବନ୍ଧୁଗଣ ମଣିଷ ଜୀବନରେ ରାଗରୁଷା ଲାଗି ରହିଥାଏ । ମାତ୍ର ଯଦି ପ୍ରେମ ସମ୍ପର୍କରେ ଥିବା ପ୍ରେମୀ ଯୁଗଳ ମାନଙ୍କ ମଧ୍ୟରେ ରାଗାରୁଷା ହୁଏ, ତେବେ ତାହା କ୍ଷଣିକ ପାଇଁ ମଧ୍ୟ, କାରଣ ଯିଏ ଯାହାକୁ ଅତ୍ୟଧିକ ଭଲପାଏ ସେ କେବେ ରାଗି ନଥାଏ । ଆଉ ଏଭଳି ନିଆରା ସମ୍ପର୍କରେ ହେଉଥିବା ରାଗକୁ ରାଗ କୁ ରାଗ ନୁହେଁ ମାତ୍ର ଅଭିମାନର ଆଖ୍ୟା ଦିଆଯାଇଥାଏ । ବନ୍ଧୁଗଣ ପ୍ରେମ ସମ୍ପର୍କରେ ରହୁଥିବା ପ୍ରେମୀ ଯୁଗଳ ମାନଙ୍କ ମଧ୍ୟରେ ଯଦି ରାଗ ପରିଲକ୍ଷିତ ହୁଏ ଅଥବା ସେମାନେ ରାଗିଥାନ୍ତି ତେବେ ତାହା ଉଭଯଙ୍କୁ ନିଜେ ବୁଝି ସାମାଧାନ କରିନେବା ଉଚିତ ।

ଏହା ଉତ୍ତମ ସମ୍ପର୍କର ଉଦାହରଣ ଦେଇଥାଏ । କାରଣ ଯଦି ଏହା କ୍ରମଶ ଲାଗିରୁହେ ତେବେ ଊଭୟଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ରାଗରେ ବ୍ୟକ୍ତି ଜଣକ କଣ ନାହିଁ କଣ କରି ପକାଇଥାଏ । ଆସନ୍ତୁ ଜାଣିବା ଯଦି ପ୍ରେମ ସମ୍ପର୍କରେ ଅନ୍ୟ ଜଣକ ରାଗରୋଷା ହୋଇଥାଏ ତେବେ ଉଭୟଙ୍କ ମଧ୍ୟରୁ କିଏ ମନାଇଥାଏ ? ବନ୍ଧୁଗଣ ପ୍ରଥମେ ୧ ରୁ ୧୦ ପର୍ଯ୍ୟନ୍ତ ସଂଖ୍ୟା ମଧ୍ୟରୁ ଗୋଟିଏ ଭାବି ନିଅନ୍ତୁ ।

୧- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,-ଆପଣ ପ୍ରଥମେ ତାଙ୍କୁ ମନାଇବାକୁ ଚେଷ୍ଟା କରିବେ କାରଣ ଆପଣ ତାଙ୍କୁ ହରାଇବାକୁ ଚାହାନ୍ତି ନାହିଁ ।

୨- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,-ସେ, ଆପଣଙ୍କୁ ମନାଇବେ, କାରଣ ସେ ଆପଣଙ୍କ ସହିତ କଥା ନ ହେଇ ରହି ପାରିବେ ନାହିଁ ।

୩- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,- ଆପଣ ତାଙ୍କୁ ମନାଇବେ, କାରଣ ଆପଣ ତାଙ୍କ ଠାରୁ ଦୂରେଇ ଯିବା ପାଇଁ ବହୁତ ଡରନ୍ତି ।

୪- ଏହି ନମ୍ବର ଯଦି ବାଚିଛନ୍ତି ତେବେ,- ଆପଣ ତାଙ୍କୁ ମନାଇବେ କାରଣ, ଆପଣ ତାଙ୍କୁ ବହୁତ ଭଲ ପାଆନ୍ତି ।

୫- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,- ସେ ଆପଣଙ୍କୁ ମନାଇବେ, କାରଣ ଆପଣ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି ।

୬- ଯଦି ଆପଣ ଏହି ନମ୍ବର ବାଚିଛନ୍ତି ତେବେ,- ଆପଣ ତାଙ୍କୁ ମନାଇବେ କାରଣ, ଆପଣଙ୍କ ହୃଦୟ ତାଙ୍କ ପାଖରେ ରହିଅଛି ।

୭- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,- ଆପଣ ତାଙ୍କୁ ମନାଇବେ କାରଣ ଆପଣ ତାଙ୍କ ବିନା ଅଧୁରା ଅଟନ୍ତି ।

୮- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,- ସେ’ କାରଣ ସେ ଆପଣଙ୍କ ଠାରୁ ଅଲଗା ହୋଇ ରହିପାରିବେ ନାହିଁ ।

୯- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,- ସେ ଆପଣଙ୍କୁ ମନାଇବେ କାରଣ ତାଙ୍କୁ ଆପଣଙ୍କର ଋଷ୍ଠ ହେବ ଟିକିଏ ମାତ୍ର ପସନ୍ଦ ନୁହେଁ ।

୧୦- ଯଦି ଆପଣ ଏହି ନମ୍ବରଟିକୁ ବାଚିଛନ୍ତି ତେବେ,- ସେ କାରଣ ସେ ଆପଣଙ୍କ ବିନା ବଞ୍ଚିପାରିବେ ନାହିଁ ।

ବନ୍ଧୁଗଣ ପ୍ରେମ ଏକ ଏଭଳି ଏମିତି ସମ୍ପର୍କ ଅଟେ ଯାହା ପ୍ରକାଶ କରି ହୁଏ ନାହିଁ । ଆପଣଙ୍କୁ ଏହି ରୋମାଞ୍ଚକ ମନୋଲଭା ବିବରନୀତି କିଭଳି ଲାଗିଲା ଗୋଟିଏ ଲାଇକ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *