ବିବାହ ପରେ ସବ୍ୟ ଓ ଅର୍ଚ୍ଚିତା କିପରି ପାଳନ କରିଲେ ନିଜର ପ୍ରଥମ ହୋଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ହେଉଛି ରଙ୍ଗ ର ପର୍ବ ହୋଲି । ତେବେ ଏହି ଶୁଭ ଅବସର ରେ ନବ ବିବାହିତା ଦମ୍ପତ୍ତି ସବ୍ୟ ଓ ଅର୍ଚ୍ଚିତା ଏବଂ ଓଡ଼ିଆ ସେଲିବ୍ରିଟି କିପରି ଭାବରେ ହୋଲି ପର୍ବ କୁ ପାଳନ କରିଲେ କଣ ଆପଣ ମାନେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଏହି ରଙ୍ଗର ପର୍ବ ହୋଲି କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଯୋଡ଼ି ସବ୍ୟ ଅର୍ଚ୍ଚିତା ତଥା ସମସ୍ତ ଓଡ଼ିଆ ସେଲିବ୍ରିଟି ମାନେ କିପରି ଭାବରେ ପାଳନ କରିଲେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଭଲ ଭାବରେ ଜାଣିଛନ୍ତି ଯେ ଆଜି ହେଉଛି ରଙ୍ଗ ର ପର୍ବ ହୋଲି । ଏହି ରଙ୍ଗର ପର୍ବ ହୋଲିକୁ ସମସ୍ତେ ବହୁତ ଧୂମଧାମରେ ପାଳନ କରିଥାନ୍ତି । ବିବାହ ପରେ ପ୍ରଥମ ଥର ପାଇଁ ହୋଲି ପର୍ବ କୁ ପାଳନ କରିଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ଏହି ଯୋଡ଼ି ସମସ୍ତ ଓଡ଼ିଆ କଳାକାର ଏବଂ ନିଜ ପରିବାର ଙ୍କ ସହିତ ବିବାହ ପରେ ନିଜର ପ୍ରଥମ ହୋଲି କୁ ପାଳନ କରିଲେ ଏବଂ ଏହି ଯୋଡ଼ି ନିଜର ସମସ୍ତ ଫଟୋ ଏବଂ ଭିଡିଓ କୁ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି ।

ଯାହା ବର୍ତ୍ତମାନ ଖୁବ ମାତ୍ରାରେ ସୋସିଆଲ ମିଡିଆ ରେ ଭାଇରାଲ ହେବାକୁ ଲାଗିଛି । ଏହା ସହିତ ଏହି ଯୋଡ଼ି ହୋଲି ଖେଳିବା ପରେ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲାଇଭ ଆସି ନିଜର ଫାନ୍ସ ମାନଙ୍କୁ ମଧ୍ୟ ହୋଲି ପର୍ବ ର ଶୁଭେଚ୍ଛା ପ୍ରଦାନ କରିଥଲେ । ସେହିପରି ଭାବରେ ଓଡ଼ିଆ ସେଲିବ୍ରିଟି ମାନେ ମଧ୍ୟ ଏହି ହୋଲି ପର୍ବ ଟି କୁ ଖୁବ ମଜା ମସ୍ତି ର ସହିତ ପାଳନ କରିଛନ୍ତି ଏବଂ ସେଟ ରେ ଖୁବ ମଜା ମସ୍ତି ମଧ୍ୟ କରୁଥିବାର ନଜର ଆସୁଛନ୍ତି । ଏହି ସେଲିବ୍ରିଟି ମାନେ ହୋଲି ପର୍ବ ର ଦୁଇ ଦିନ ପୂର୍ବରୁ ସେଟ ରେ ସଜବାଜ ଏବଂ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଥିଲେ ।

ସେଟ ର କିଛି ଫଟୋ ମଧ୍ୟ ଏହି ସେଲିବ୍ରିଟି ମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ଏହା ସହିତ ଓଡ଼ିଆ ସିରିଆଲ ଏବଂ ଫିଲ୍ମ ର ଅନେକ କଳାକାର ମାନେ ଏହି ହୋଲି ପର୍ବ ଟି କୁ ଖୁବ ଧୁମଧାମ ରେ ପାଳନ କରିଛନ୍ତି ଏବଂ ପରସ୍ପର ଙ୍କୁ ରଙ୍ଗ ବୋଳି ଥିବାର ମଧ୍ୟ ନଜର ରେ ଆସିଛି । ଏହି କଳାକାର ମାନଙ୍କ ଫଟୋ ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ସେୟାର କରା ଯାଉଛି ଏବଂ ସେହି ଫଟୋ ଗୁଡ଼ିକ ଭାଇରାଲ ମଧ୍ୟ ହେଉଛି ।

ଏହି ଫଟୋ ମାଧ୍ୟମରେ ଦେଖିବାକୁ ମିଳୁଛି ଯେ, ସେଲିବ୍ରିଟି ମାନେ ଏହି ପର୍ବ କୁ ଖୁବ ଆନନ୍ଦ ର ସହିତ ପାଳନ କରୁଛନ୍ତି ଏବଂ ବହୁତ ମଜା ମସ୍ତି କରୁଛନ୍ତି । ତେବେ ବନ୍ଧୁଗଣ ଏହିପରି ଭାବରେ ନବ ବିବାହିତା ଦମ୍ପତ୍ତି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ପରେ ନିଜର ପ୍ରଥମ ହୋଲି କୁ ଖୁସି ର ରଙ୍ଗ ସହିତ ପାଳନ କରିଲେ ଏବଂ ଏହା ସହିତ ଓଡ଼ିଆ ସେଲିବ୍ରିଟି ମାନେ ରଙ୍ଗର ପର୍ବ ହୋଲି କୁ ଆନନ୍ଦ ଓ ଉତ୍ସାହ ର ସହିତ ପାଳନ କରୁଛନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *