ଏହି ପ୍ରସିଦ୍ଧ ୪ ଜଣ କ୍ରିକେଟର ମାନଙ୍କର ହୋଇଥିଲା Most Expensive ବିବାହ, 2 ନମ୍ବର ଯୋଡିଙ୍କ ବିବାହରେ ଖର୍ଚ୍ଚ ହୋଇଥିଲା ଏତେ କୋଟି??

ବନ୍ଧୁଗଣ ବିବାହ ଗୋଟେ ଏଭଳି ବନ୍ଧନ ଅଟେ ଯାହାକୁ ସମସ୍ତେ ଅତ୍ୟନ୍ତ ଧୂମଧାମରେ ଉପୋଭୋଗ କରିଥାନ୍ତି । ବନ୍ଧୁଗଣ ଇଣ୍ଡିଆନ କ୍ରିକେଟ ଟିମ ରେ ମଧ୍ୟ କିଛି ଏଭଳି ବିବାହ ହୋଇଛି, ଯାହାକୁ ପ୍ରସିଦ୍ଧ ତଥା ଅତ୍ୟନ୍ତ ଉନ୍ନତ ମାନର ବିବାହ ବନାଇବା ନିମନ୍ତେ ଆୟକୁ ପାଣି ଭଳି ବାହାଇ ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଇଣ୍ଡିଆନ କ୍ରିକେଟର ମାନଙ୍କର ସବୁଠାରୁ ମହଙ୍ଗା ବିବାହ ସମ୍ବନ୍ଧରେ ଜଣାଇବାକୁ ଯାଉଛୁ । ବନ୍ଧୁଗଣ ଏମାନଙ୍କର ବ୍ଯ୍ବହାର ଖର୍ଚ୍ଚ ସମ୍ବନ୍ଧରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଏବେ ଜାଣିବା ସେହି ପ୍ରସିଦ୍ଧ କ୍ରିକେଟର ଙ୍କ ବିବାହ ସମ୍ବନ୍ଧରେ ।

୧- “ମହେନ୍ଦ୍ର ସିଂହ ଧୋନୀ” ଏବଂ “ସାକ୍ସି ସିଂହ”:- ବନ୍ଧୁଗଣ ଇଣ୍ଡିଆନ କ୍ରିକେଟ ଟିମ ର ପୂର୍ବରୁ ରହିଥିବା ଅଧିନାୟକ ୨୦୧୦ ମସିହାରେ ନିଜ ପ୍ରେମିକ ସାକ୍ସି ଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ପ୍ରାଇଭେଟ ରଖା ଯାଇଥିଲା ମାତ୍ର ଉଭୟ ନିଜ ବିବାହ ରେ ହୃଦୟ ଖୋଲି ଖର୍ଚ୍ଚ କରିଥିଲେ । ଏମାନେ ବିବାହ ଇଂଭିଟେସନ କାର୍ଡ ଠାରୁ ଆରମ୍ଭ କରି ଡ୍ରେସ ପର୍ଯ୍ୟନ୍ତ ହୃଦୟ ଖୋଲିକି ଖର୍ଚ୍ଚ କରିଥିଲେ ।

ବନ୍ଧୁଗଣ ତାଙ୍କ ବିବାହ ଇଂଭିଟେସନ କାର୍ଡ ଟି ଗୋଟିଏ ବକ୍ସ ଭିତରେ ରଖାଯାଇଥିଲା, ପ୍ରତୀଟି ବକ୍ସ ର ମୂଲ୍ୟ ୨ ଲକ୍ଷ ଟଙ୍କା ଥିଲା । ବନ୍ଧୁଗଣ ଉଭୟଙ୍କ ବିବାହ ରାଞ୍ଚି ରେ ହୋଇଥିଲା । ସେ ଗୋଟିଏ ବିଶାଳ ପ୍ୟାଲେସ ରେ ବିବାହ ନିର୍ଣ୍ଣୟ କରିଥିଲେ, ଏଥିପାଇଁ ସେ ପାଇଁ ସେ ୨୦ କାରୋଡ ଟଙ୍କା ଖର୍ଚ୍ଚ କରିଥିଲେ । ବନ୍ଧୁଗଣ ଧୋନୀଙ୍କର ବିବାହ ଡ୍ରେସ ର ମୂଲ୍ୟ ୫୦ ଲକ୍ଷ ଥିଲାବେଳେ ତାଙ୍କ ପତ୍ନୀ ସାକ୍ସି ଙ୍କର ଡ୍ରେସ ର ମୂଲ୍ୟ ୬୦ ଲକ୍ଷ ଅଟେ ।

୨- “ବିରାଟ କୋହଲି” ଏବଂ “ଅନୁଷ୍କା ଶର୍ମା”:- ବନ୍ଧୁଗଣ ଉଭୟଙ୍କ ବିବାହ ଇଟାଲିରେ ହୋଇଥିଲା । ବିବାହ ଇଂଭିଟେସନ ର କାର୍ଡ ଗୋଟିଏ ଗୋଲ୍ଡେନ ବକ୍ସ ଭିତରେ ଥିଲା ଯାହା ଉପରେ “ବିରାଟ” ଏବଂ “ଅନୁଷ୍କା” ଙ୍କ ନାମ ଲେଖା ଯାଇଥିଲା । ଏବଂ ତାହାର ଭିତରେ କାଚଗ୍ଳାସ ର ଇଂଭିଟେସନ କାର୍ଡ ଥିଲା ଯାହାର ମୂଲ୍ୟ ପ୍ରାଏ ୧.୫ ଲକ୍ଷ ଟଙ୍କା ହେବ । ଏହା ବ୍ଯତୀତ ବିରାଟ ଏବଂ ଅନୁଷ୍କା ଇଣ୍ଡିଆ ରେ ମଧ୍ୟ ନିଜ ଫ୍ୟାମିଲି ଏବଂ ବନ୍ଧୁଙ୍କ ପାଇଁ ରିସେପସନ ପାର୍ଟି ର ପ୍ଳାନ କରିଥିଲେ । ଏହି ରିଷେପ୍ସନ ପାଇଁ ମଧ୍ୟ ଉଭୟ ଇନଭିଟେସନ କାର୍ଡ ର ପ୍ରୟାଗ କରିଥିଲେ, ଏଥିରେ ସେମାନେ ଗୋଟିଏ ତୁଲସୀ ଗଛ ଏବଂ ମିଠା ର ଡବା ମଧ୍ୟ ପଠାଇଥିଲେ ।

ଏହି ଗୋଟିଏ କାର୍ଡ ର ମୂଲ୍ୟ ପ୍ରାୟ ୧ ଲକ୍ଷ ଅଟେ । ଉଭୟ ଇଟାଲିରେ ନିଜର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ପ୍ୟାଲେସ କୁ ୯୦ କରୋଡ ଦେଇ ବୁକ କରିଥିଲେ । ଉଭୟ ନିଜ ଡ୍ରେସ କୁ ଡିଜାଇନର ସବ୍ୟଶଚୀଙ୍କ ଦ୍ଵାରା ଡିଜାଇନ କାରାଇଥିଲେ । ଅନୁଷ୍କା ର ଡ୍ରେସ ର ମୂଲ୍ୟ ୩୦ ଲକ୍ଷ ଥିଲାବେଳେ ବିରାଟ ଙ୍କର ୧୦ ଲକ୍ଷ ଟଙ୍କା ହୋଇଥିଲା । ବିବାହ ସମୟରେ ବିରାଟ ଅନୁଷ୍କାଙ୍କୁ ଏକ ଡାଇମଣ୍ଡ ର ମଙ୍ଗଳସୂତ୍ର ପିନ୍ଧାଇଥିଲେ ଯାହାର ମୂଲ୍ୟ ଥିଲା ୫୦ ଲକ୍ଷ ଟଙ୍କା ।

୩- “ଯୁଭରାଜ ସିଂହ” ଏବଂ “ହାଜେଲ କୀଚ”:- ବନ୍ଧୁଗଣ ଉଭୟଙ୍କ ବିବାହ ୩୦ ନଭେମ୍ବର ୨୦୧୬ ରେ ହୋଇଥିଲା । ବନ୍ଧୁଗଣ ଏହି ବିବାହରେ ସବୁଠାରୁ ଖାସ ବିଷୟ ଏହାଥିଲା ଯେ ଯୁବରାଜ ଙ୍କର ଇଟିଭି ବାଇକ ରେ ବିଶାଳ ପ୍ରାସାଦ କୁ ଏଣ୍ଟ୍ରି । ଉଭୟଙ୍କ ବିବାହ ଗୋଆରେ ଏକ ବିଶାଳ ପ୍ୟାଲେସ ରେ ହୋଇଥିଲା ଏଥିପାଇଁ ତାଙ୍କୁ ୨୦ କରୋଡ ଟଙ୍କା ଖର୍ଚ୍ଚ କରିବାକୁ ହୋଇଥିଲା । ବନ୍ଧୁଗଣ ତାଙ୍କ ପତ୍ନୀ ଙ୍କ ଜ୍ଵାଲେରୀ ର ସମୁଦାୟ ମୂଲ୍ୟ ୧୦ କରୋଡ ଥିଲା । ଉଭୟଙ୍କ ବିବାହ ଡ୍ରେସ ଫେମସ ଡିଜାଇନର ମନୀଷ ମାଲୋହତ୍ରା ଡିଜାଇନ କରିଥିଲେ । ହେଜାଲ ଙ୍କର ଡ୍ରେସ ର ମୂଲ୍ୟ ଥିଲା ୧ କରୋଡ ଟଙ୍କା ଥିଲାବେଳେ ଯୁବରାଜଙ୍କର ଡ୍ରେସ ର ମୂଲ୍ୟ ୧ ଲକ୍ଷ ଟଙ୍କା ଅଟେ । ସେହିଭଳି ତାଙ୍କ ବିବାହ ଇଂଭିଟେସନ କାର୍ଡ ର ମୂଲ୍ୟ ୫୦,୦୦୦ ଟଙ୍କା ରହିଥିଲା ।

୪- “ହର୍ବଜନ ସିଂହ” ଏବଂ “ଗୀତା ବଶ୍ରା”:- ବନ୍ଧୁଗଣ ୨୯ ଅକ୍ଟୋବର, ୨୦୧୫ ରେ ହର୍ବଜନ ଆକ୍ଟର ଗୀତା ଙ୍କୁ ବିବାହ କରିଥିଲେ । ଏବଂ ବର୍ତ୍ତମାନ ଉଭୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ରହିଅଛି । ଦୁହିଜଙ୍କ ବିବାହ ବହୁତ ଆଡମ୍ବରରେ ହୋଇଥିଲା । କେବଳ ଭୋଜନ ରେ ହର୍ବଜନ ୨୦ କରୋଡ ଟଙ୍କା ଖର୍ଚ୍ଚ କରିଥିଲେ । ଏହା ସହିତ ଯେଉଁଠାରେ ଉଭୟଙ୍କର ବିବାହ ହୋଇଥିଲା ସେଠାରେ ଗୋଟିଏ ଦିନରେ ୫ କରୋଡ ଟଙ୍କା ପେମେଣ୍ଟ କରିଥିଲେ । ବନ୍ଧୁଗଣ ଏହି ବିବରଣୀ ଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *