ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ରଖି ଦିଅନ୍ତୁ ଏହି ଜିନିଷ ଆପଣଙ୍କ ଘରେ ହେବ ସୁନା ର ବର୍ଷା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ରେ ଲେଖା ହୋଇଛି ଯେ ମାତା ଲକ୍ଷ୍ମୀ କହିଛନ୍ତି ରାତି ରେ ଶୋଇବା ପୂର୍ବରୁ ଝାଡୁ ତଳେ ଏହି ଜିନିଷ କୁ ରଖିଦେବା ଦ୍ୱାରା ଘରେ ଧନ ର ବର୍ଷା ହୋଇଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ତାହା କେଉଁ ଜିନିଷ ଅଟେ । ବନ୍ଧୁଗଣ ଶାସ୍ତ୍ର ଅନୁସା ରେ ଝାଡୁ ମାତା ଲକ୍ଷ୍ମୀ ଙ୍କ ର ଏକ ପ୍ରତୀକ ସ୍ୱରୂପ ହୋଇଥାଏ ।

ଏକାଦଶୀ ଦିନ ତିନୋଟି ଝାଡୁ ମନ୍ଦିର ରେ ଦାନ ଦେବା ଦ୍ଵାରା ବହୁତ ଶୁଭ ହୋଇଥାଏ । କିନ୍ତୁ ମନେ ରଖିବେ ଏହି କାମ କୁ ଆପଣ ବହୁତ ଗୁପ୍ତ ଭାବରେ କରିବେ । ଆପଣ ଝାଡୁ ଦାନ ଦେବା ସମୟ ରେ ଯେପରି କେହି ଦେଖିବେ ନାହିଁ । ଆପଣ ଙ୍କ ଘରେ ଯଦି ଛିଣ୍ଡି ଯାଇଥିବା ଝାଡୁ ଅଛି ତେବେ ଏହାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ । କାରଣ ଏହି ଝାଡୁ ଘର ପାଇଁ ବିଭିନ୍ନ ପ୍ରକାର ଅଶୁଭ ଶକ୍ତି ଆଣି ଦେଇଥାଏ ଓ ଆପଣଙ୍କ ର ବାସ୍ତୁ ସମସ୍ୟା ମଧ୍ୟ ଉପୁଜିଥାଏ । ତେଣୁ ଯଦି ଆପଣଙ୍କ ଘରେ ଏହି ପରି ଝାଡୁ ଅଛି ଏହାକୁ ଫିଙ୍ଗି ଦିଅନ୍ତୁ ।

ଝାଡୁ କୁ ମନ୍ଦିର ବ୍ୟତୀତ ଅନ୍ୟ କାହାକୁ ଦାନ ଦିଅନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘର ତ୍ୟାଗ କରି ଚାଲିଯିବେ । ଝାଡୁ କୁ କେବେ ମଧ୍ୟ ଖୋଲା ସ୍ଥାନ ରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପକାଇ ଥାଏ । ତେଣୁ ଝାଡୁ କୁ ସର୍ବଦା ଏକ କୋଣ ରେ ରଖନ୍ତୁ । ଏହା ଦ୍ବାରା ଆପଣଙ୍କ ଘର ଉପରକୁ କୌଣସି ବିପଦ ଆସି ନ ଥାଏ । ଯେତେବେଳେ ଆପଣ ନୂଆ ଝାଡୁ କିଣୁଛନ୍ତି ସେତେବେଳେ ଏହାର ହ୍ୟାଣ୍ଡେଲ ରେ ଏକ ଧଳା ସୁତା ବାନ୍ଧି ଦିଅନ୍ତୁ ଓ ତା ପରେ ଏହାକୁ ବ୍ୟବହାର କରନ୍ତୁ ।

ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି ସେତେବେଳେ ଝାଡୁ କୁ ଘର ର ଦ୍ୱାର ସମ୍ମୁଖ ରେ ଶୁଆଇକରି ରଖି ଦିଅନ୍ତୁ ଓ ଏହା ତଳେ କିଛି ଜିରା ର ଦାନା ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଘର ଉପରେ ଧନ ବର୍ଷା କରିଥାନ୍ତି । ଏହା ବ୍ୟତୀତ ଆପଣଙ୍କ ଘରେ ସମସ୍ତେ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି । ତେଣୁ ବନ୍ଧୁଗଣ ଆପଣ ମଧ୍ୟ ଝାଡୁ କୁ ଠିକ ଏହି ପରି ହିଁ ବ୍ୟବହାର କରନ୍ତୁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *