ଯେତେ କମ ଆଶା ରଖିବ ସେତେ ଅଧିକ ଖୁସି ରହିବ

ବହୁତ ସ୍କୁଲରେ ପିଲା କପି କରି ପାସ ହୋଇଥାନ୍ତି, ଆଉ ନକଲ କରିଥାନ୍ତି ଜାଣିଛ କଣ ପାଇଁ କାରଣ ଏହା ଆମ ସ୍କୁଲ ସିସ୍ଟମର ସିନ ଅଟେ । ଲୋକ ଏହା ପଚାରି ନଥାନ୍ତି କି କେତେ ଶିଖିଛ ଲୋକ ପଚାରିଥାନ୍ତିକି କେତେ ନମ୍ବର ରଖିଛ । ଚାଳକ ଲୋକଙ୍କୁ ଜାଣିବା ପାଇ କିଛି ଟିପ୍ସ ଆଜି ଜାଣିବା । ଯେଉଁମାନେ ଚଲାକ ଲୋକ ସେମାନେ କେବେବି ସିଧା ହଁ ମାରିନଥାନ୍ତି । ସେ ସବୁବେଳେ କଥା ବୁଲାଇକି କରିଥାନ୍ତି । କୌଣସି କଥାରେ ସିଧା ଜବାବ ଦେଇନଥାନ୍ତି କାରଣ ପରେ ଆପଣ ଯେମିତି ତାଙ୍କୁ ଦୋଷ ନଦେଇ ପାରିବକି ତୁମେ ଏମିତି କହିଥିଲ । ଆପଣଙ୍କୁ ତାର କଥାରେ ଏମିତି ଫସାଇବକି ଆପଣଙ୍କୁ ବି ଠିକ ଲାଗିବ ।


ପଇସା ମାଳରେ ପାଇ ପାଇର ହିସାବ ରଖିବା । ଆଜି ଯଦି ଆପଣଙ୍କୁ ଚାହା ପିଆ ଇବ କାଲି ଆପନ୍ନକ ଠାରୁ କିଛି ଆଶା ରଖିବ । ଯଦି ଆପଣ ନିଜ ବିଷୟରେ ୫୦ ପ୍ରତିଶତ କଥା କହିବ ସେ ଯାଇ ଆପଣଙ୍କୁ ୫ ପ୍ରତିଶତ କଥା କହିବ । ସେ ସବୁବେଳେ ଆପନ୍ନକ ସହିତ ରହିବାର ନାଟକ କରିବ ଯେମିତିକି ଡେଲି ଡେଲି କଥା ହେବା ଓ ଭଲ ବ୍ଯବହର କରିବା ଯେମିତି ସେଇ ଲୋକର ଆପଣଙ୍କ ପାଖରେ କାମ ପଡିବ ଚାଲାକର ସହିତ ତରକାୟ ଦେବ । ଆଉ ଭ୍ଯାଲୁ ଜାଣିବା ପାଇଁ କୌଣସି ଖାସ ପଏଣ୍ଟ ଆଜି ଆମେ କହିବୁ ।

ବଡ ମୋଟା ରଡ ବହୁଆ କମ ଟଙ୍କାର ହୋଇଥାଏ, ଯଦି ସେହି ଲୁହାକୁ ତରଲାଇ ଘୋଡାର ନାଲ ବଣାଇ ଦିଆଯାଏ ତାହେଲେ ତାର ମୂଲ୍ୟ ପାଖାପାଖି ହଜାର ଟଙ୍କାର ହେବ । ଯଦି ସେଥିରେ ଛୁଞ୍ଚି ବନାଇ ଦିଆଯାଏ ସେ ତାହେଲେ ଦସ ହଜାର ଟଙ୍କାର ହୋଇଥାଏ । ଆଉ ଯଦି ଏଥିରେ ଘଣ୍ଟାର ବ୍ଯାଲାନ୍ସ ସ୍ପ୍ରିଙ୍ଗ ବନାଇ ଥାନ୍ତି ତାହାର ମୂଲ୍ୟ ପାଖାପାଖି ୧ ଲକ୍ଷ ହୋଇଥାଏ । ସେହି ଲୁହା ହୋଇଥାଏ ଖାଲି ସେ ନିଜକୁ ଅପଗ୍ରେଡ କରିଥାଏ । ତାର ମୂଲ୍ୟ ପୂର୍ବ ଅପେକ୍ଷା ବଢିଥାଏ ।

ଠିକ ସେହିଭଳି ନିଜ ଜୀବନରେ ଆପଣଙ୍କୁ କରିବାର ହେବ । ଆଉ ୧୬ ରୁ ୩୦ ବର୍ଷର ଲୋକଙ୍କୁ କିଛି ଖାସ କଥା ଜାଣିବାର ଅଛି ଆଉ ଧ୍ୟାନର ସହିତ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ନେଟରେ କଣ ଦେଖୁଛନ୍ତି ଯେମିତି ଖରାପ ଭିଡିଓ ଦେଖିବା ଆକର୍ଷଣରେ ଭରା ବିଡିଓ ଦେଖିବା ଆଉ ନ୍ଯାୟ ମନକୁ ଏଇଥିରେ ବିଜୀ ରଖିବା ସେଥିପାଇଁ ଆପଣ ଜଲ୍ଦି ଅନ୍ୟ କେଉଁ ଜିନିଷରେ ଜଲ୍ଦି ଫୋକସ କରିପାରନ୍ତି ନହିଁ । ସେଥିପାଇଁ ଏଥିରୁ ଯେତିକି ଦୂରେଇ ରହିବେ ସେତିକି ଭଲ ଅଟେ ।

ଏବେ କୌଣସି ଜିନିଷ ଉପରେ ସହଜରେ କଣ୍ଟ୍ରୋଲ କରିପାରିବେ । ନିଦ, ଫୋନ, ମ-ଦ ପିଇବା ଏହାର ଅଭ୍ଯାସ କେବେବି ବେସୀ କରନ୍ତୁ ନହିଁ । ଯଦି ଆପଣା ଏବେ ଏହି ସବୁ ଜିନିଷ ଉପରେ କଣ୍ଟ୍ରୋଲ କରିପାରିବେ ଆଗକୁ ଭଲ କାମରେ ନିଜ ସମୟ ଲଗାଇ ପାରିବ ।

Leave a Reply

Your email address will not be published. Required fields are marked *