ବାଛନ୍ତୁ ଯେ କୌଣସି ଗୋଟେ ସଂଖ୍ୟା ଓ ହାତୀ କହିବ ଆପଣଙ୍କ ଭାଗ୍ୟ-Personality Test

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜର ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛା ରଖିଥାନ୍ତି । ଏଥିପାଇଁ ସେମାନେ ଜ୍ଯୋତିଷ ଶାସ୍ତ୍ର ର ସାହାରା ନେଇଥାନ୍ତି । ଓ ଅନେକ ଉପାୟମାନ ମଧ୍ୟ କରିଥାନ୍ତି । ତେବେ ଆପଣ ମାନେ ହାତୀ ନିଶ୍ଚୟ ଦେଖିଥିବେ । ସାଧାରଣତଃ ହାତୀ ବିଶ୍ଵକର୍ମା ଙ୍କ ବାହନ ହୋଇଥିବାରୁ କେରଳ, ଓଡିଆ, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ହାତୀ ର ଆଗମନକୁ ଶୁଭ ବୋଲି ବିଚାର କରାଯାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ହାତୀ ର ଚିତ୍ର । ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ହେବ । ଏହା ପରେ ଆମେ ଆପଣଙ୍କର ଭାଗ୍ୟ ବିଷୟରେ କହିବାକୁ ଯାଉଛୁ ।

1- ଯଦି ଆପଣ ଆକାଶି ରଙ୍ଗର ହାତୀ କୁ ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ଭାଗ୍ୟ ସୌଭାଗ୍ୟରେ ପରିଣତ ହେବାକୁ ଯାଉଛି । ଜାତକର ଶୁଭ ଦଶା ଅଛି । ଯାହା ପାଇଁ ଆପଣ ଧନ, ମାନ, ସମାନ ପାଇବେ । ଆପଣଙ୍କ ଇଚ୍ଛା ଅନୁଯାୟୀ ଫଳ ନିଶ୍ଚୟ ପାଇବେ । ଶୁଭ ଫଳ ଆପଣଙ୍କୁ ଜଲ୍ଦି ମିଳିବାକୁ ଯାଉଛି । ଏହା ପୂର୍ବରୁ ଆପଣ ଯାବତିୟ ଦୁହୁଖ କଷ୍ଟ ଭୋଗ କରୁଥିଲେ । ଆପଣଙ୍କର ଶତ୍ରୁ ବୃଦ୍ଧି, ମାନସିକ ଅସାନ୍ତି ପୂର୍ବରୁ ରହିଥିଲା । ଜାତକରେ ଯେଉଁ ଗ୍ରହ ଅଶୁଭ ଭାବେ ଅବସ୍ଥାନ କରୁଛନ୍ତି ତାହାର ପ୍ରତିକାର କାରଣରୁ । ଏବେ କିନ୍ତୁ ଏକତା ହେବାର ସମୟ ଆସିଛି । କାର୍ଯ୍ୟରେ ଆପଣ ସଫଳ ହେବେ । ସ୍ତ୍ରୀଙ୍କର ସବୁ ଦୁଃଖ ମୋଚନ ହେବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ ।

2- ଆପଣଙ୍କୁ ନାଲି ରଙ୍ଗର ହାତୀ ଟି ପସନ୍ଦ ଆସିଥିଲେ ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପ ଦଶା ଚାଲିଥିଲା ତାହାର ମନ୍ଦ ଫଳ ଅପାଉଥିଲେ । କିନ୍ତୁ ବର୍ତ୍ତମାନ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ଶୁଭ ଫଳ ଏବେ ଆପଣ ପାଇବେ । ଏହି ବର୍ଷ ଆପଣଙ୍କ ଜାତକରେ ଶୁଭ ଦଶା କାରଣରୁ ସାମ୍ନା ବୃଦ୍ଧି ହେବ । ଆର୍ଥିକ ସମସ୍ଯା ଦୂର ହେବ । ସମୟ ଆପଣଙ୍କ ପାଇଁ ଦ୍ଵିତୀୟ ରାଜଯୋଗର ଫଳ ପ୍ରଦାନ କରିବ । ଯେଉଁ ଗ୍ରହ ଆପଣଙ୍କର ବାଧା ସୃଷ୍ଟି କରୁଥିଲେ ତାହାର ଉପଚାର କାରଣରୁ । ନିର୍ଦ୍ଦିଷ୍ଟ କିଛି ରତ୍ନ ଧାରଣ କରନ୍ତୁ । ସ୍ତ୍ରୀ ମାନଙ୍କର ଇଚ୍ଛା ସୀମିତ ଥିଲେ ସେମାନଙ୍କର ସ୍ଵାମୀ ଖୁସିରେ ରଖିବାକୁ ଚାହିଁଥାନ୍ତି ।

3- ଆପଣଙ୍କୁ ପ୍ରଥମ ନଜରରେ ହଳଦିଆ ରଙ୍ଗର ହାତୀ ଟି ପସନ୍ଦ ଆସିଥିଲେ ଆପଣଙ୍କର ଶୁଭ କାମରେ ବାଧା, ଧନ ହାନି, କେଉଁ କାରଣରୁ କେଁ ହେଉଛି ତାହା ଜାଣିପାରୁ ନାହାନ୍ତି । ପାରିବାରିକ ଦୁଃଖ ବାଢୁଛି, ରାଜା ଦରବାରରେ ନ୍ୟାୟ ମିଳୁ ନାହିଁ । ଆପଣଙ୍କର ସୁଖର ସ୍ଵପ୍ନ ଧୂଳିସାତ ହେଉଛି । ଏପରି ସମୟ ଆହୁରି ଅନେକ ଦିନ ଲାଗି ରହିବ । ମାନସିକ ଭାରସାମ୍ୟ ହରାଇ ବସିବେ । ଏହାର ପ୍ରତିକାର ନିମନ୍ତେ ମହାଦେବଙ୍କୁ ପୂଜା କରନ୍ତୁ । ନବ ଗ୍ରହ ଶାନ୍ତି ପୂଜା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *