ବଡ କମାଲର ଜିନିଷ ଅଟେ ଏହି ଛୋଟ ଛୋଟ ଦାନା, ଏହାର ଲାଭ ବିଷୟରେ ଜାଣି ଆପଣଙ୍କ ଉଡିଯିବ ହୋସ

ଆଜିକା ସମୟରେ ସମସ୍ତେ ସ୍ଵସ୍ଥ ଏବଂ ସବଳ ରହିବା ପାଇଁ ଚାହାଁନ୍ତି କିନ୍ତୁ ଅଫଶୋଷ କଥା ଏହା ଯେ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମୟ ପ୍ରାପ୍ତ ହେଉ ନାହିଁ, ତେବେ ମଣିଷ ନିଜ ରୋଜଗାରରେ ଏତେ ବୁଡି ଯାଇଛି ଯାହା ପରେ ସେ ନିଜ ଖାଇବା ପିଇବା ଉପରେ ଧ୍ୟାନ ଦେଇ ପାରୁ ନାହିଁ, ଲାପରବାହୀ ପାଇଁ କେବେ କେଉଁ ଶାରୀରିକ ରୋଗ ଆପଣଙ୍କୁ ହବ ଆପଣ ନିଜେ ଜାଣି ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆଜି ଆମେ ଆପଣଙ୍କୁ ଅଧା ଠାରୁ ଅଧିକ ଲୋକ ଚିନ୍ତିତ ଅଛନ୍ତି ।

ଆଜି ଆମେ ଯାହା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଏହା ବିଷୟରେ ମହିଳାମାନେ ଭଲ ଭାବରେ ଜାଣିଛନ୍ତି କିନ୍ତୁ ପ୍ରାୟତଃ ପୁରୁଷ ଏହା ବିଷୟରେ ବୋଧେ ଜାଣି ନଥିବେ, ରାଈ/ସୋରିଷ ଏମିତି ଗୋଟେ ଜିନିଷ ଯାହା ବିଷୟରେ ମହିଳାମାନେ ଭଲ ଭାବରେ ଜାଣିଛନ୍ତି କିନ୍ତୁ ପୁରୁଷ ବହୁତ କମ ଜାଣନ୍ତି, ରାଈ ଲାଭକାରୀ ଗୁଣ ବିଷୟରେ ଆପଣ ଭଲ ଭାବରେ ଜାଣିଛନ୍ତି ।

ରାଈ ଲାଭକାରୀ ଗୁଣ :

୧. ଯଦି ଆପଣଙ୍କ ମୁଣ୍ଡ ରେ କିଛି ଘା ହୋଇଯାଇଛି ତେବେ ଆପଣଙ୍କ ପାଇଁ ରାଈ ବହୁତ ଲାଭକାରୀ ଅଟେ, ଆପଣଙ୍କୁ ରାଈ ପାଣି ନିଜ ମୁଣ୍ଡରେ ଲଗେଇବା ଉଚିତ, ଏମିତି କଲେ ଆପଣଙ୍କୁ ଏହି ସମସ୍ୟା ଠାରୁ ନିଶ୍ଚିନ୍ତ ମୁକ୍ତି ମିଳିଥାଏ ।

୨. ଆଁଠୁ ଦରଜ ଏବଂ ଅନ୍ୟ ହାଡ ସମସ୍ୟା ଭଲ ହୋଇଥାଏ ଯଦି ଆପଣ ରାଈକୁ ବାଟି ଏହାକୁ କପୁର ସହ ମିଶାଇ ମାଲିଶ କରନ୍ତୁ ଆପଣଙ୍କ ସବୁ ହାଡ କଷ୍ଟ ଦୂର ହୋଇଯିବ ।

୩. ଯଦି ଆପଣଙ୍କୁ କୌଣସି ପ୍ରକାର କୁଷ୍ଟ ରୋଗ ଅଛି ତେବେ ରାଈ ଆପଣଙ୍କ ଏହି ସମସ୍ଯା ପାଇଁ ଉଚିତ ଚିକିତ୍ସା ଅଟେ ।

୪. ଯଦି ଆପଣଙ୍କ କାନ ରେ ପାଣି ପାଇଁ ଦରଜ ହୋଇଥାଏ ତେବେ ଆପଣଙ୍କୁ ରାଈ ତେଲ ଗରମ କରି ୨-୩ ବୁନ୍ଦା କାନ ରେ ପକେଇବା ଉଚିତ ଏହା ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତ ହୋଇଥାଏ ।

୫. ଆପଣ ପ୍ରାୟତଃ ଲୋକଙ୍କୁ ଧୂମ୍ରପାନ କରିବାର ଦେଖିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କ ଓଠ କେତେ କଳା ପଡିଥାଏ ତେବେ ରାଈ ବାଟି ଓଠ ରେ ଲଗେଇଲେ ଏହାର କଳା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *