ବାହାଘର ଦିନ ସନ୍ତାନ ଜନ୍ମ ଦେଲେ କନ୍ୟା, ଆଉ ତ ଅପରେ ଯାହା ହେଲା ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ପୁଅ ହେଉ ବା ଝିଅ ସମତଙ୍କର ଇଚ୍ଛା ଥାଏ ତାଙ୍କ ବାହାଘର ଦିନ ଟି ସ୍ମରଣୀୟ ହେଉ । କାରଣ ଏହି ଦିନକୁ ସେମାନେ ଜୀବନ ସାରା ସ୍ମୃତି କରି ରଖିବା ପାଇଁ ଇଚ୍ଛା କରିଥାନ୍ତି । ତେବେ ସମସ୍ତଙ୍କ ପାଇଁ ଏହା ସମ୍ଭବ ହୋଇପାରେ ନାହି । କିଛି ଦମ୍ପତିଙ୍କ ପାଇଁ ବାହାଘର ମଧୁର ସ୍ମୃତି ହୋଇ ରହିଥାଏ ତ ଆଉ କିଛି ଦମ୍ପତିଙ୍କ ପାଇଁ ଏହା ତିକ୍ତ ମୁହୁର୍ତ୍ତ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ନବ ଦମ୍ପତିଙ୍କ ପାଇଁ ଆଣି ଦେଇଛି ଭିନ୍ନ ଧରଣର ଅନୁଭୂତି ।

କାରଣ ଅବହାଘର ଦିନ କନ୍ୟା ଜଣକ ପିଲା ଜନ୍ମ କରିଛନ୍ତି । କଥା ଟି ହୁଏ ତ ଆପଣଙ୍କୁ ଅଡୁଆ ଲାଗିଥାଇ ପାରେ କିନ୍ତୁ ଏହା ସଂପୂର୍ଣ୍ଣ ସତ ଅଟେ । ଏଭଳି ଘଟଣା ଘଟିଛି ସ୍କଟଲ୍ୟାଣ୍ଡ ର ଷ୍ଟାଲିଙ୍ଗ ଶୟାର ଅଞ୍ଚଳରେ । ରେବେକା ମ୍ୟାକମିଲିର ନାମକ ହେୟାର ଟ୍ରେସର ଙ୍କ ବିବାହ ହେବାର ଥିଲା । ତାଙ୍କର ପ୍ରେମିକ ନିକ ଜିଥନ ଙ୍କ ସହ ବିବାହ ତାରିଖ ସ୍ଥିର ହୋଇଥିଲା ।

ଦୁହିଙ୍କର ମ୍ୟାରେଜ ଫାଙ୍ଗସନ ପାଇଁ କାଥମୋଟ ଭିଲେଜ ହଲ ବୁକିଙ୍ଗ ହୋଇଥିଲା । ପ୍ରାୟ ୨୦୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିୟନ୍ତ୍ରଣ ହୋଇଥିବା ଅତିଥି ମାନଙ୍କ ମଧ୍ୟରୁ ଅଧିକାଂଶ ହଲ ରେ ପହଞ୍ଚି ମଧ୍ୟ ଯାଇଥିଲେ । ହେଲେ ନ୍ବିବାଝ ଆରମ୍ଭ ହେବାର କିଛି ସମୟ ପୂର୍ବ ରୁ କନ୍ୟା ରେବେକାଙ୍କର ଆରମ୍ଭ ହୋଇଥିଲା ପ୍ରସାବ ଯନ୍ତ୍ରଣା ।

ତୁରନ୍ତ ରେବେକା ଙ୍କୁ ହସପିଟାଲ ନିଆ ଯାଇଥିଲା ଓ ସେ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ଅପରେ ବିବାହ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଅତିଥି ମାନଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଫେରିବାକୁ ପଡିଥିଲା । ଏହା ଦ୍ଵାରା ଏହି ପ୍ରେମୀ ଯୁଗଳଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା ।

୩୬ ବର୍ଷୀୟ ନିକ ଓ ୨୬ ବର୍ଷୀୟ ରେବେକା ଦୀର୍ଘ ୫ ବର୍ଷ ଧରି ପରସ୍ପରକୁ ଦେଟିଙ୍ଗ କରିବା ପରେ ଗତ ବର୍ଷ ଜୁଲାଇ ରେ ଦୁହିଙ୍କର ଏନଗେଜମେଣ୍ଟ ହୋଇଥିଲା । ରେବେକା ଗର୍ଭବତୀ ଥିବା ବେଳେ ଜୁନ ୨୦ ରେ ଡେଲିଭରି ତାରିଖ ଦେଇଥିଲେ ଡାକ୍ତର । କିନ୍ତୁ ଏହାର ମାସକ ପୂର୍ବ ରୁ ମେ ୨୧ରେ ଉଭୟଙ୍କର ସନ୍ତାନ ହୋଇଥିଲା ।

ଏହା ସହ ଦୁହିଙ୍କ ମ୍ୟାରେଜ କାର୍ଯ୍ୟକ୍ରମ ବାତିଲ ହେବା କାରଣରୁ ଅନେକ ଟଙ୍କା ପାଣିରେ ପଡିଥିଲା କିନ୍ତୁ ସନ୍ତାନ ଜନ୍ମର ଖୁସି ଆଗରେ ଏହା କିଛି ନୁହେ ବୋଲି କହିଛନ୍ତି ଏହି ପ୍ରେମୀ ଯୁଗଳ । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମୀ ଯୁଗଳଙ୍କ ପ୍ରେମ ମାମଲାରେ କଣ ରହିଛି ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *