ମହଙ୍ଗା! ମହଙ୍ଗା! ମହଙ୍ଗା! ଆଗକୁ ମୋବାଇଲ ରିଚାର୍ଜ ହେବ ମହଙ୍ଗା…. ଦେଖନ୍ତୁ କେତେ

ବନ୍ଧୁଗଣ ମହଙ୍ଗା ମାଡ ମଧ୍ୟରୁ ଏବେ ମୋବାଇଲ ରିଚାର୍ଜ ମହଙ୍ଗା ହେବାର ଖାବରା ଆସୁଛି । ଆଗକୁ ମୋବାଇଲ ରିଚାର୍ଜ ମହଙ୍ଗା ହେବ ବୋଲି ଜାତୀୟ ଗଣ ମାଧ୍ୟମର ହେଡ ଲାଇନ ପାଲଟିଛି । ଚଳିତ ବର୍ଷର ଦିତୀୟ ଭାଗରେ ଘରୋଇ ଟେଲିକମ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଶୁଳ୍କ ବଢାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ଯାହାକାଉ ନେଇ ଏବେ ଉପୋଭୋକ୍ତାଙ୍କ ମୁଣ୍ଡରେ ଆଉ ଏକ ମହଙ୍ଗା ଚଡକ ଚିନ୍ତା ଘେରିବାରେ ଲାଗିଛି । ଟେଲିକମ ନେଟୱର୍କରେ ନିବେଶ ବଢାଇବା ଓ 5G ସ୍ପେଟ୍ରମ କିଣିବା ପାଇଁ କମ୍ପାନୀକୁ ଅଧିକରୁ ଅଧିକ ପାଣ୍ଠିର ଆବଶ୍ୟକତା ରହିଛି ।

କାରଣ ବର୍ତ୍ତମାନ ଗ୍ରାହକ ପିଛା ଏତିକି ରାଜସ୍ଵ ଆଦାୟ ହେଉଛି ସେଥିରେ ବଡ ଧରଣର ନିବେଶ କରିବା ସମ୍ଭବ ନୁହେଁ । ତେଣୁ ଗରହାଙ୍କ ଉପରେ କିଛି ବୋଝ ଲଦିବା ଲାଗି କମ୍ପାନୀ ଗୁଡିକ ବିଚାର କରୁଥିବାର ଖବର ଆସିଛି । ଭାରତୀୟ ଟେଲିକମ ବଜାରରେ ମୁକେଶ ଅମ୍ବାନୀଙ୍କ ଝିଅ ପ୍ରବେଶ କରିବା ପରେ ଅନେକ ଟେଲିକମ କମ୍ପାନୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି ।

ଯାହା ଫଳରେ ଟେଲିକମ ଶୁଳ୍କ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଏଲେ ବଜାର ସ୍ଥିର ହୋଇଥିବା ଫଳରେ ପାଣ୍ଠି ଦରକାର ପଡିବାରୁ ୨୦୧୯ ଡିସେମ୍ବର ରୁ କମ୍ପାନୀ ଗୁଡିକ ପୁଣି ଶୁଳ୍କ ବଢାଇବା ଆରମ୍ଭ କରି ଦେଇଛନ୍ତି । ଏପରି କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ରାଜସ୍ଵ ୨୩୦ରୁ ୨୫ ପ୍ରତିଶତ ବୃଦ୍ଧି ହେବ ବୋଲି ଟେଲିକମ କମ୍ପାନୀ ଗୁଡିକ ଆସା କରୁଛନ୍ତି ।

୨୦୨୧-୨୨ ରେ ଗ୍ରାହକ ପିଛା ରାଜସ୍ଵ ରେ ମାତ୍ର ୫ ପ୍ରତିଶତ ବୃଦ୍ଧି ଘଟିଛି । ତେଣୁ ଚଳିତ ବର୍ଷ ୩.୭୦ କୋଟି ନିଷ୍କ୍ରିୟ ଗ୍ରାହକ ଟେଲିକମ ନେଟୱର୍କ କୁ ବିକ୍ରି କରି ବିଦାୟ ଦେଇଛନ୍ତି । କିନ୍ତୁ ସକ୍ରିୟ ରହୁଥିବା ୨.୯୬ କୋଟି ବଢିଛି । ୨୦୧୧ ଅଗଷ୍ଟ ରୁ ୨୦୨୨ ଫେବ୍ରୁଆରି ମଧ୍ୟରେ ରିଲାଇନ୍ସ ଜିଓ ର ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ରିଲାଇନ୍ସ ଏୟାରଟେଲ ୧.୦ କୋଟି ନୂଆ ଗ୍ରାହକ ପାଇଛି ।

ଅପର ପକ୍ଷରେ ଭିଡାଫୋନ ଓ ଆଇଡିଆ ୩ କୋଟି ସକ୍ରିୟ ଗ୍ରାହକ ହରାଇଥିବାବରିପୋର୍ଟ ରୁ ଜଣା ପଡିଛି । ତେବେ ଦର ଦାମ ବୃଦ୍ଧି ଭିତରେ ଯଦି ଟେଲିକମ କମ୍ପାନୀ ଗୁଡିକ ନିଜ ନିଜ ଥିବା ଉପୋଭୋକ୍ତାଙ୍କୁ ମହଙ୍ଗା ମାଡ ଦିଅନ୍ତି ବା ରିଚାର୍ଜ୍ୟ ଶୁକ୍ଳ ଅଧିକ ବଢନ୍ତି ତେବେ କ୍ରମାଗତ ଭାବେ ଗ୍ରାହଙ୍କ ସଂଖ୍ୟା ହ୍ରାସ ପାଇବରେ ଲାଗିବ । ଯାହା କି କମ୍ପାନୀର ଆୟ ବା ରାଜସ୍ଵ ଉପରେ ପ୍ରଭାବ ପକାଇବ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *