ମା’ ହେଲା ପରେ ଯାଁଆଳା ଛୁଆଙ୍କ ସହ କିପରି ଅଛନ୍ତି Jhilik Bhattacharya, ଦେଖନ୍ତୁ…

ଓଡିଆ ଜଗତରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ଯାହାକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ସହ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି ତାହା ଅପାନ ମାନେ ଜାଣିଥିବେ । ତେବେ ଆପଣ ମାନେ ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଚମତ୍କାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚିତ ଚେହେରା ଭାବେ ପରିଚିତ ଅଟନ୍ତି ।

ଆପଣ ମାନେ ଏହା ମଧ୍ୟ ଜାଣିଥିବେ ଝିଲିକ ମା ହେବାକୁ ଯାଉଥିଲେ । ତେବେ ତାଙ୍କର ଦୀର୍ଘ ୯ ମାସର ଅପେକ୍ଷାର ଫଳ ତାଙ୍କୁ ତାଙ୍କର ଜନ୍ମ ଦିନରେ ମିଳିଛି । ସୂଚନା ଅନୁଯାୟୀ ବନ୍ଧୁଗଣ ଗତ କାଲି ଅଭିନେତ୍ରୀ ଝିଲିକ ମା ହୋଇଛନ୍ତି । ସେ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇ ବଡ ଖୁସି ଖବର ଦେଇଛନ୍ତି । ତା ପୁଣି ନିଜ ଜନ୍ମ ଦିନରେ । ଝିଲିକଙ୍କୁ ନିଜ ଜନ୍ମ ଦିନରେ ବହୁତ ବଡ ଗିଫ୍ଟ ମିଳିଛି ଯାହା ସେ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ତାଙ୍କୁ ତାଙ୍କ ଜନ୍ମ ଦିନରେ ଭଗବାନ ଦୁଇଟି କୁନି କନ୍ୟା ସନ୍ତାନ ବଡ ଉପହାର ଭାବେ ଦେଇଛନ୍ତି ଯାହା ଝିଲିକ ନିଜ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଝିଲିକ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ଏହା ସହ ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନେ ତାଙ୍କୁ ଶୁଭେଚ୍ଚା ଜଣାଇବା ସହ ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଝିଲିକଙ୍କ ଜନ୍ମ ଦିନ ସହ ତାଙ୍କୁ ଏହି ଖୁସି ଖବର ପାଇଁ ତାଙ୍କଲୁ ଅଭିନନ୍ଦନ ଜଣାଇଛନ୍ତି ସମସ୍ତେ । ଝିଲିକ ନିଜର ଦୁଇ ଝିଅଙ୍କୁ ଉପହାର ଭାବେ ପାଇ ବେଶ ଖୁସି ଥିବାର କହିଛନ୍ତି ।

ଏମିତିକି ତାଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୁସି ଥିବାର ନଜର ଆସିଛନ୍ତି । ସେ ନିଜର ଜାଆଁଳା ପିଲାଙ୍କୁ କୋଳରେ ଧରି ବେଶ ଖୁସି ହେବାର ନଜର ଆସିଛନ୍ତି । ସେ ଓ ତାଙ୍କର ଦୁଇ ଝିଅ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସୂତ୍ର ରୁ ଜଣ ପଡିଛି । ତେବେ ଝିଲିକ ଗର୍ଭବତୀ ଥିବା ଅବସ୍ଥାରେ ମଧ୍ୟ ନିଜର ଶୁଟିଙ୍ଗ ଜାରି ରଖିଥିଲେ ଯାହାର ଭିଡିଓ ସେ ସେୟାର କରି ସାରିଛନ୍ତି । ତେବେ ଆମ ସମସ୍ତଙ୍କ ତରଫରୁ ମଧ୍ୟ ଝିଲିକଙ୍କୁ ଅନେକ ଅନେକ ଶୁଭକାମନା ଓ ଅଭିନନ୍ଦନ ।

ବନ୍ଧୁଗଣ ଆପଣ ମାନଙ୍କର ଝିଲିକ ମା ହେବା ନେଇ କଣ ରହିଛି ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *