ଅଭିନେତ୍ରୀ ଓ Ola ଡ୍ରାଇଭର ମଧ୍ୟରେ ରାସ୍ତା ମଝିରେ ଦୋ-ଅକ୍ଷରି ଭାଷାରେ ଚାଲିଲା ଗାଳିଗୁଲଜ, ଭାଇରାଲ ହେଲା Video

ଯିବା ଆସିବା ରେ ସୁବିଧା ରେ ରହିବା ପାଇଁ  ଆମେ କାହାକୁ ଅପେକ୍ଷା କରିବାର ନାଇ ଆମ ଦୁନିଆରା ଅନେକ କିଛି ବଦଳିବା ପାଇଁ ଲାଗୁଛି ତେବେ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଘର ର ଲୋକମାନେ ଅନ୍ୟ ଅନ୍ୟ ସମୟରେ ବାହାରକୁ କାମ ପାଇଁ ଯାନ୍ତି ଏହା ପାଇଁ ଆଗରୁ ଅନେକ ସମସ୍ଯା ଆସିଥିଲା । ଯାହା ଦ୍ଵାରା ଆମେ ମାନେ ଯାତ୍ରା କରିବାର ବହୁତ ସମୟ ଆଗରୁ ଠିଆ ହୋଇକି ସେହି ଜାଗାରେ ଅପେକ୍ଷା କରୁଥିଲେ ।

ଜରୁରୀ କାଳୀନ ପରିସ୍ଥିତି ରେ ଆମେ ବେଳେ ବେଳେ ବହୁତ କଷ୍ଟ ଅନୁଭବ କରୁଥିଲେ ମାତ୍ର ଆଜି ଆମେ କହିବା କି ଆମେ ଏବେ ଓଲା କୁ ବୁକ କରିବା ପରେ ଏକ ଜାଗାରୁ ଆରମ ରେ ଆମେ ନିଜ ପସନ୍ଦର ଜାଗା କୁ ଯାଇ ପାରିବା ।

ଏହି ଭଳି ଏକ ମହିଳା ନିଜ ଘର ରସୁଲ ଗଡ ଯିବା ପାଇଁ ଏକ ଓଲା କୁ ବୁକ କରି ଥିଲେ । ଏହା ପରେ ସେ ନିଜ ଗାଡି କଉଟା ଜାଣିବା ପାଇଁ କଲ କରିଥିଲେ । ମାତ୍ର ତାର ଉତ୍ତର ଶୁଣିକି ସେ ଟିକେ ସଂକୋଚ ଅନୁଭବ କରୁଥିଲେ ।

ତେଣୁ ସେ ଯାଇକି ଡ୍ରାଇଭର ଙ୍କୁ କହି ଥିଲେ କି ଟିକେ ଗାଡି ଭିତରେ ଆପଣ ବ୍ୟାଗ କୁ ରଖନ୍ତୁ ଏହା କିନ୍ତୁ ସେ ଶୁଣି ନଥିଲେ ଏହା ପରେ ସେ ସେହି ଜାଗାରୁ ଟିକେ ଦୂରେଇ ଆସିକି ସେହି ଜାଗାର ଅଳ୍ପ ଦୂରରେ ଠିଆ ହୋଇକି ଏହାକୁ କ୍ୟାନ୍ସଲ କରିବା ପାଇଁ ଚେଷ୍ଟା କରି ଥିଲେ ।

ମାତ୍ର ତାଙ୍କ ଫୋନ ତା ହାଙ୍ଗ ହୋଇ ଯାଇ ଥିଲା । ଯାହା ଦ୍ଵାରା ସେ କିଛି ସମୟ ଯାଏ ଏହାକୁ ଖୋଲି ପାରି ନଥିଲେ । ଏହା ପରେ ମହିଳା ଜଣଙ୍କ ହଠାତ ଏହାକୁ ରିଷ୍ଟାର୍ଟ କରି ଦେଇ ଥିଲେ । ଓଲା ବାଲା ରାଗିକି ତାଙ୍କୁ କହି ଥିଲା କି ତୁମେ ଯଦି ଗାଡିରେ ଯିବାର ଅଉକାତ ନାଇ ତେବେ ତୁମେ ଏହାକୁ କଣ ପାଇଁ ବୁକ କଲ ।

ଏହାକୁ ତୁମେ ବୁକ କରିବାର ନଥିଲା । ତୁମେ ଏହାକୁ ବୁକ ନକରିକି ଅଟୋ କିମ୍ବା ଚାଲିକି ଚାଲି ଯାଇ ଥିଲେ ଭଲ ହୋଇ ଥାନ୍ତା । ଏହା ଶୁଣିବା ପରେ ମହିଳା ଓ ଓଲା ଡ୍ରାଇଭର ମଧ୍ୟରେ ଖୁବ ଯୁକ୍ତି ଲାଗି ଥିଲା । ଏହା ଜାଣିବା ପରେ ସେଠାରେ କିଛି ପତ୍ରକାର ମାନେ ମଧ୍ୟ ପହଞ୍ଚି ଯାଇ ଥିଲେ ।

ଯାହା ଦ୍ଵାରା ସେମାନେ ମହିଳା ଙ୍କୁ ପଚାରି ଥିଲେ ମହିଳା ଜଣଙ୍କ କହିଲେ କି ଓଲା କମ୍ପାନୀ ଯଦି ଏହି ଭଳି ଲୋକଙ୍କୁ ନିଜ ପାଖରେ ରଖିବ ତେବେ ଆମ ପାଇଁ ଏହା ବହୁତ ସମସ୍ଯା ହେବ । ସଭ୍ଯ ଲୋକଙ୍କୁ ରଖିବା କଥା କାମରେ ନା କି ଏହି ଭଳି ବ୍ୟବହାର କରୁଥିବା ଲୋକଙ୍କୁ ରଖିବା କଥା । ମହିଳା ଜଣଙ୍କ କହି ଛନ୍ତି କି ସେ ପୋଲିଶ ରେ ଦେବେନି କିନ୍ତୁ ଓଲା ନା ରେ ନିଶ୍ଚିତ ଭାବେ ତାଙ୍କ ଆପ ରେ କମ୍ପ୍ଲେନ କରିବେ ।

Leave a Reply

Your email address will not be published. Required fields are marked *