ଅଭିନେତ୍ରୀଙ୍କୁ ଏଭଳି ଦେଖି ଝାଳରେ ଗାଧୋଇଲେ କମେଡିୟାନ ଗୁଡ୍ଡୁ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି ଯାହାକୁ ନେଇ ସେମାନେ ବେଶ ଚର୍ଚ୍ଚା ରେ ମଧ୍ୟ ରହିଛନ୍ତି । ତେବେ ଆପଣ ମାନେ ଓଡିଆ ଜଗତର ହାସ୍ୟ ଅଭିନେତା ଗୁଡୁଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର କାମେଡି ଦ୍ଵାରା ଦର୍ଶକ ମାନଙ୍କୁ ହସାଇ ହସାଇ ଗଡେଇଥାନ୍ତି । ତେବେ ବର୍ତ୍ତମାନ ଗୁଡୁ ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ଝୁମ ଓଡିଶା ଝୁମ ରେ ଭାଗ ନେଇଛନ୍ତି । ତାଙ୍କର ପାର୍ଟନର ଭାବେ ଅଛନ୍ତି ଅଭିନେତ୍ରୀ ଐଶ୍ଵରୀୟା ଯିଏ ଜଣେ ଭଳି ଡ୍ୟାନ୍ସର ହେବ ସହ କଳାକାର ମଧ୍ୟ ଅଟନ୍ତି ।

ତେବେ ଦୁହେଁ ଏହି ସୋ ରେ ଏତେ ଧମାଲ ମଚାଇଛନ୍ତି ଯାହା ଆପଣ ମାନେ ନିଶ୍ଚିନ୍ତ ଦେଖୁଥିବେ । ଦୁହିଙ୍କର ଡ୍ୟାନ୍ସ ମଧ୍ୟ ବେ ଜମାଣିଆ ହେବା ସହ ଜବରଦସ୍ତ ହୋଇଛି । ଦୁହେଁ ନିଜର ବେଷ୍ଟ ପର୍ଫୋମାଂସ ଦେବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଐଶ୍ଵରୀୟା ନିଜ ରାରେ କହିଛନ୍ତି କି ସେ ପିଲାଦିନୁ ଡ୍ୟାନ୍ସ ପ୍ରତି ବେଶ ଆଗ୍ରହୀ ଅଟନ୍ତି ।

ତାଙ୍କ ଜୀବନରେ ଯଦି ପ୍ରଥମେ କିଏ ଆସେ ତେବେ ସେ ହେଉଛି ଡ୍ୟାନ୍ସ । ସେ ଡ୍ୟାନ୍ସର ଭାବେ ନିଜକୁ ପରିଚିତ ନ କରାଇଥିଲେ ମଧ୍ୟ ଜଣେ ଭଲ କଳାକାର ଭାବେ ବେଶ ଚର୍ଚ୍ଚା ରେ ରହିଛନ୍ତି । କିନ୍ତୁ ଆଜି ବି ତାଙ୍କର ଡ୍ୟାନ୍ସ ପ୍ରତି ବେଶ ଆଗ୍ରହ ରହିଛି ଓ ଆଗକୁ ମଧ୍ୟ ରହିବ । ଏହି ରିୟାଲିଟି ସୋ ବିଷୟରେ ଗୁଡୁ ମଧ୍ୟ ନିଜର ମତ ରଖିଛନ୍ତି ।

ଅଭିନେତା ଗୁଡୁ କହିଛନ୍ତି କି ସେ ଐଶ୍ଵରୀୟା ଙ୍କ ସହ ଡ୍ୟାନ୍ସ କରି କରି ଝଡି ଯାଇଛନ୍ତି । ଆଗରୁ ତାଙ୍କ ଗଞ୍ଜି ଟାଇଟ ହେଉଥିଲା କିନ୍ତୁ ଏବେ ପତଳା ହୋଇ ଯାଇଛି ଯାହା ଶୁଣିବାକୁ ଖୁବ ମଜାଦାର ହୋଇଛି । ତେବେ ଗୁଡୁ ଐଶ୍ଵରୀୟାଙ୍କ ସହ ନାଚି ନାଚି ବେଶ ଖୁସି ମଧ୍ୟ ଅଛନ୍ତି । ଦୁହେଁ ଏହି ସୋ ରେ ଭାଗ ନେଇ ଖୁବ ମଜାମସ୍ତି କରିବାର ମଧ୍ୟ ନଜର ଆସୁଛନ୍ତି ।

ଗୁଡୁ ଐଶ୍ଵରୀୟା ଙ୍କୁ ଖୁବ ଭଲ ଡ୍ୟାନ୍ସ ଭାବେ ସମ୍ବୋଧନ କହିବା ସହ ତାଙ୍କ ସହ ଆଗରୁ ସେ ଅନେକ ଫିଲ୍ମ ମଧ୍ୟ କରି ସାରିଛନ୍ତି । ଏହା ସହ ଦୁହେଁ ଏକ ଓଡିଆ ସିରିଏଲ ରେ ମଧ୍ୟ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ତେବେ ଗୁଡୁଙ୍କ ସହ ଐଶ୍ବରୀୟାଙ୍କର ଏହା ହେଉଛି ଷଷ୍ଠ ଥର ଅଭିନୟ ଯେଉଁଠି ଦୁହେଁ ରିୟାଲିଟି ସୋ ରେ ଡ୍ୟାନ୍ସ କରିବାର ସୁଯୋଗ ପାଇଛନ୍ତି ।

ଦୁହିଙ୍କ ଡ୍ୟାନ୍ସ କୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିବା ସହ ପ୍ରଶଂସା ମହଦୀ କରୁଛନ୍ତି । ତେବେ ଦୁହେଁ ଦୁହିଙ୍କର ସହଯୋଗୀ ହୋଇ ଖୁବ ମଜା କରିବା ସହ ଆଗକୁ ଏହି ସୋ ରେ ଜିତିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ତେବେ ଦେଖାଯାଉ ଦୁହିଙ୍କର ଏହି ସ୍ଵପ୍ନ ପୁରା ହେଉଛି କି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଗୁଡୁ ଓ ଐଶ୍ବରୀୟାଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇନ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *