ଆସନ୍ତା 1 ମାସ ପର୍ଯ୍ୟନ୍ତ ଗଜକେସରୀ ଯୋଗ, 5ଟି ରାଶି ହେବେ ମାଲାମାଲ

ଆଜି ଠାରୁ ଏହି ରାଶିରେ ଗଜକେସରୀ ଯୋଗ ମିଳିବାକୁ ଯାଉଛି ଅପାର ଲାଭ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ହାତିକୁ ଭଗବାନ ଗଣେଶଙ୍କ ପ୍ରତୀକ ବୋଲି ମାନାଯାଏ । ଭଗବାନ ଗଣେଶ ହେଉଛନ୍ତି ବୁଦ୍ଧିର ଦେବତା । କୁଣ୍ଡଳୀରେ ଗଜ କେସରୀ ଯୋଗ ସୃଷ୍ଟି ହେବା କାରଣରୁ ଜାତକ ନିଜର ବୁଦ୍ଧି ବଳରେ ଧନ, ମାନ, ସମାନ ଓ ନାମ ଅର୍ଜନ କରିଥାଏ । ଯଦି କାହାର କୁଣ୍ଡଳୀରେ ଗଜ କେସରୀ ଯୋଗ ସୃଷ୍ଟି ହୋଇଥାଏ ତେବେ ସେହି ଜାତକଙ୍କର ହାତୀ ଭଳି ଶକ୍ତି ଓ ଧନ ବୈଭବର ଉତପତି ହୋଇଥାଏ ।

ଗଜ କେସରୀ ଯୋଗର ପ୍ରଭାବ ଶୁଭ ଅଶୁଭ ଓ କୁଣ୍ଡଳୀର ଭାବ ରାଶି, ନକ୍ଷତ୍ରର, ଗୁରୁର ସ୍ଥିତି ଉପରେ ନିର୍ଭର କରିଥାଏ । ତେବେ ଆଜି ଠାରୁ ୩୧ ଅକ୍ଟୋବର ଯାଏଁ ଗଜକେଶରୀ ଯୋଗ କାରଣରୁ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମେଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଜୀବନରେ ଲମ୍ବା ସମୟ ଧରି ଯେଉଁ ସମସ୍ୟା ଲାଗି ରହିଥିଲା ସେଥିରୁ ମୁକ୍ତି ପାଇବେ । ଅଚାନକ ଧନ ଲାଭର ଯୋଗ ରହିଛି । ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ ନୂଆ ଅବସର ପ୍ରାପ୍ତ ହେବା କାରଣରୁ ଉନ୍ନତି ଆଡକୁ ଅଗ୍ରସର କରିବେ । କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଭାଗ୍ଯର ସହଯୋଗ ପାଇବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନ ସାଥିଙ୍କ ଭଉତ ଭଲ ସମୟ ବ୍ୟତିତ ହେବ । ପରିବାର ଲୋକଙ୍କ କଥାକୁ ଧ୍ୟାନର ସହ ଶୁଣିବାକୁ ପଡିବ । ସମଷ୍ଟଙ୍କୁ ସମାନ ଦେବା ଆବଶ୍ୟକ ରହିଛି । ଶୁଭ ସମାଚାର ପ୍ରାପ୍ତ ହେବ । ଆଗାମୀ ସମୟ ବହୁତ ଉତ୍ତମ ରହିବ ।

ସିଂହ ରାଶି : ଶାସ୍ତ୍ର ଅନୁଯାୟୀ ଗଜ କେସରୀ ଯୋଗ କାରଣରୁ ଆପଣଙ୍କୁ ଶୁଭ ଖବର ପ୍ରାପ୍ତ ହେବ । ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆୟ ରେ ବୃଦ୍ଧି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅଟକି ରହିଥିବା ସବୁ କାମ ସ୍ପହଳ ହେବେ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ଓ ପଦ ପ୍ରତିଷ୍ଠା ପ୍ରାପ୍ତ ହେବ ।

ବିଛା ରାଶି : ଏହି ରାଶିର ବ୍ୟକ୍ତି ଙ୍କ ରାଜଯୋଗ କାରଣରୁ କୁଣ୍ଡଳୀରେ ଧନ ଲାଭର ଯୋଗ ରହିଛି । ଏହି ରାଶି ଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । ଯେଉଁ ମାନେ ବେପାର କ୍ଷେତ୍ର ରେ ଅଛନ୍ତି ସେମାନଙ୍କୁ ବହୁତ ଅଧିକ ଧନ ଲାଭ ହେବ । ଶାରୀରିକ ଓ ମାନସିକ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଭା ରହିବ । ଏମାନଙ୍କୁ ଧନର ଅଭାବ ରହିବ ନାହି । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଆଜି ଠାରୁ ସମୟ ଶୁଭ ଫଳଦାୟକ ରହିବ । କୋର୍ଟ କଚେରୀ ମାମଲାରେ ନିସ୍ପତି ଅପାନଙ୍କ ପକ୍ଷରେ ରହିବ । ସରକାରି କାର୍ଯ୍ୟରେ ସଫଳ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାଂପତ୍ଯ ଜୀବନରେ ଶାନ୍ତି ନିରନ୍ତର ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *