ନମସ୍କାର ବନ୍ଧୁଗଣ, ଶୁଭଶ୍ରୀ ଙ୍କ ମୃତ୍ୟୁ କୁ ନେଇ ଏବେ ଲୋକେ ଏପରି ଚର୍ଚ୍ଚା କରୁଛନ୍ତି କି OYO ଖେଳ ହେଲା କାଳ । ଦର୍ଶକ ବନ୍ଧୁ ଏଠାରେ କହି ରଖୁଛୁ କି ମୃତ ଶୁଭଶ୍ରୀ ମହାପାତ୍ର ଙ୍କ ପୁରୁଷ ବନ୍ଧୁ ଥିଲେ ଚୈତ୍ତରଞ୍ଜନ ଜେନା । ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଏମିତିକି ଶୁଭଶ୍ରୀ ଙ୍କ ବିବାହ ପୁବରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ଦୁଇ ଜଣ ହେଉଛନ୍ତି ଗୋଟିଏ ଗାଁର । ସେଥିପାଇଁ ତ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖୁବ ଗମ୍ଭୀର ଥିଲା । ସମୟ କ୍ରମେ ଶୁଭଶ୍ରୀ ଅନ୍ୟ ଜାଗାରେ ବିବାହ କରିଥିଲେ । ତାଙ୍କର ଗୋଟେ ପିଲା ମଧ୍ୟ ହେଲା ।
କିନ୍ତୁ ପରବର୍ତ୍ତୀ ସମୟରେ ଶୁଭଶ୍ରୀ ଙ୍କ ମନରେ ପୁଣି ଥରେ ପ୍ରେମର ନିଆଁ ଜଳି ଉଠିଥିଲା । ଚିତ୍ତରଜନ ଓ ଶୁଭଶ୍ରୀ ପୁଣି ଥରେ ମନେ ପକାଇଥିଲେ ଅତୀତରେ ଆଜି ଯାଇଥିବା ସବୁଯାକ ସ୍ମୃତି । ଦୁଇ ଜଣ ଖାଲି ବିରହ ପ୍ରେମରେ ଭାସି ଯାଇଥିଲେ । ଆଉ ତା ପରେ ସମୟ ସୁବିଧା ଦେଖି OYO ରୁମ କୁ ଯାଉଥିଲେ । ଆଉ ଏହାରି ମଧ୍ୟରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନଙ୍କର କୁଆଡେ ବାହାଘର ଠିକ ହୋଇ ଯାଇଥିଲା ।
ଶୁଭଶ୍ରୀ ଯାହାକୁ ସାହି ପାରିଲେ ନାହି । ଆଉ ଶେଷରେ ବାରମ୍ବାର ଶୁଭଶ୍ରୀ ଚିତ୍ତରଞ୍ଜନ ଙ୍କୁ ଫୋନ କରୁଥିଲେ । ଆଉ ଯେବେ ଚିତ୍ତରଞ୍ଜନଙ୍କର ବାହାଘର ଆଉ କେଉଁଠି ଠିକ ହୋଇ ଯାଇଥିଲା ସେ ମଧ୍ୟ ଶୁଭଶ୍ରୀ ଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲା । ଯାହାକୁ କେବେ ବି ସହଜରେ ଗ୍ରହଣ କରିପାରୁ ନ ଥିଲା ଶୁଭଶ୍ରୀ ମହାପାତ୍ର ।
ସ୍ଵାମୀ ଘରେ ନ ଥିବା ସମୟରେ ପୁଅକୁ ଟିୟୁସନ ରେ ଛାଡି ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଙ୍କୁ ବାରମ୍ବାର ଫୋନ କରିଥିଲେ ଶୁଭଶ୍ରୀ । ଆଉ ଚିତ୍ତରଞ୍ଜନ ବି ଆସିଥିଲେ କିନ୍ତୁ ଉଭୟଙ୍କ ମଧ୍ୟରେ ବହୁତ ଜୋର ରେ ପାଟି ତୁଣ୍ଡ ହୋଇଥିଲା । ଆଉ ତା ପରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ କୁଆଡେ ଘର ବାହାରକୁ ପଳାଇ ଥିଲା ଆଉ ଶୁଭଶ୍ରୀ ନିଜ ଜୀବନ ହାରି ଦେଇଥିଲେ ।
ଶୁଭଶ୍ରୀ ଏପରି କରିବା ସମୟରେ ଚିତ୍ତରଞ୍ଜନ ଦେଖିଥିଲେ ଆଉ ପୋଲିସ ଭୟରେ ଶୁଭଶ୍ରୀଙ୍କ ଓଢଣି କୁ ନେଇ ଫିଙ୍ଗି ଦେଇଥିଲେ । ଆଉ ଯେଉଁ ଟେବଲ ଉପରେ ଶୁଭଶ୍ରୀ ଛିଡା ହୋଇଥିଲେ ତାହା ମଧ୍ୟ ହଟାଇ ଦେଇଥିଲେ । ଆଉ ପୋଲିସ ଭୟରେ ଏମିତି ସବୁ କିଛି କରିଛି ବୋଲି ପୋଲିସ ଆଗରେ ଚିତ୍ତରଞ୍ଜନ ମାନି ସାରିଛି ।
ଆଉ ଏହି ଆଧାରରେ ପୋଲିସ ଶୁଭଶ୍ରୀ ଙ୍କ ପୁରୁଷ ବନ୍ଧୁ ଙ୍କୁ ଅଟକ ରଖିବା ସହ ଘଟଣା ର ତଦନ୍ତ କରୁଛି । ଏହ ସହ ପୋଲିସ ଚିତ୍ତରଞ୍ଜନ ଙ୍କୁ ନେଇ ପଚରାଉଚରା କରିବା ସହ ତଥ୍ୟ ପାଇଁ ଅନେକ ଜାଗାକୁ ନେଇ ତଦନ୍ତ କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।