ବୃଦ୍ଧଙ୍କୁ ଗିଳିଥିବା ଅଜଗର, ଏବେ ଗଲା କୁଆଡ଼େ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । କୁଆଡେ ଗଲା ଅଜଗର ସାପ ? ଏ ହେଛି ସେହି ଅଜଗର ସାପ ଯିଏ ବୃଦ୍ଧ ଙ୍କୁ ଗିଳିଥିଲା ବୋଲି କୁହା ଯାଉଥିଲା । ବର୍ତ୍ତମାନ ଅଜଗର ସାପ ଆଉ ତା ସ୍ଥାନରେ ନାହି । ଯେଉଁଠି ସେ ସୋଇଥିଲା ସେଠାରୁ କୁଆଡେ ଚଳାଇ ଯାଇଛି । ଅଜଗର ସାପର ଘୁଷୁଡି ଥିବା ଚିହ୍ନ ସେହି ଜାଗାରେ ଦେଖିବାକୁ ମିଳିଛି । ଯଦି ସାପ ଟି ଏତେ ବଡ ପେଟ ନେଇ କୁଆଡେ ଯାଇ ପାରିବ ନାହି ବୋଲି ବନ ବିଭାଗ କର୍ମଚାରୀ ମାନେ କହୁଛନ୍ତି ତେବେ ଅଜଗର ସାପ ଟି ପେଟରୁ କିଛି ବାହାର ନ କରି କୁଆଡେ ପଳାଇ ଗଲା ।

ଅଜଗର ସାପ କୁ ସେଠାରୁ କିଏ ଉଠାଇ ନେଇଛି ନା ନିଜେ ସେ କୁଆଡେ ଚାଲି ଯାଇଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ବନ ବିଭାଗ କିଛି ଲୁଚାଇବାକୁ ଚେଷ୍ଟା କରୁ ନାହି ତ ? ଅଜଗର ସାପ କୁ ବନ ବିଭାଗ ଆଉ କେଉଁ ଆଡେ ନେଇ ଯାଇ ନାହି ତ ? ଏ ସବୁ ପ୍ରଶ୍ନ ଏବେ ସାଧାରଣରେ ଉଠିଛି । ତେବେ ଆପଣ ମାନେ ବି ଏହି ଭିଡିଓ ରେ ଦେଖି ପାରିବେ ଅଜଗର ସାପ ଟି ଯେଉଁ ଠି ପୂର୍ବରୁ ସୋଇଥିଲା ।

କିନ ତୁ ଦୀର୍ଘ ୫ ଦିନ ପରେ ଦେଖିଲା ବେଳକୁ ଅଜଗର ସାପ ଟି ପୂର୍ବରୁ ଯେଉଁଠି ସୋଇଥିଲା ସେଠାରେ ନାହି । ଜଙ୍ଗଲ ଭିତରୁ କେଉଁ ଆଡେ ଚାଲି ଯାଇଛି ଅଜଗର ସାପ । ହେଲେ ଗୋଟେ ପ୍ରଶ୍ନ ଉଛୁଠି ପୂର୍ବରୁ ଫରେଷ୍ଟ କର୍ମଚାରୀ ଯାହା କହିଥିଲେ କି ଅଜଗର ସାପ ଟି ଏତେ ବଡ ଜୀବ ଖାଇବା ପରେ ଅଧିକ ଦୂର କୁଆଡେ ଯାଇ ପାରିବ ନାହି ।

ସେହି ଫରେଷ୍ଟ କର୍ମଚାରୀ ଏବେ ଉତ୍ତର ଦେବେ କି ଅଜଗର ସାପ ଟି ନିଜ ପେଟରୁ କିଛି ବାହାର ନ କରି ଏବେ କେମିତି ସେଠାରୁ ଉଭାନ ହୋଇଗଲା । ଅଜଗର ସାପ ଟି ସେଠାରୁ ନିଜେ କୁଆଡେ ଯାଇଛି ନା ତାକୁ କୁଆଡେ ଉଠାଇ ନିଆ ଯାଇଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି ।

କାରଣ ଯେଉଁ ଜାଗାରେ ଅଜଗର ସାପ ଟି ସୋଇଥିଲା ସେଠାରେ ଦେଖିବାକୁ ବନ ବିଭାଗ ଲୋକ ମାନଙ୍କୁ ଛାଡୁ ନ ଥିଲେ । ଯେଉଁଥି ପାଇଁ ଗାଁ ଲୋକ ମାନଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଅଜଗର ସାପ କୁ ବନ ବିଭାଗ ନ ଖୋଜି କଣ ପାଇଁ ଚୁପ ବସିଛି ଏବଂ ସାପ କୁ ଖୋଜି ତା ପେଟର କଣ ରହିଛି ତାକୁ ଜାଣିବାକୁ ଚେଷ୍ଟା କରୁ ନାହି ବନ ବିଭାଗ । ଲୋକେ କହୁଛନ୍ତି ଅଜଗର ସାପ କୁ ନେଇ ବନ ବିଭାଗ ବୋଧ ହୁଏ କିଛି କଥା ଲୁଚାଉଛି ବୋଲି ।

ବନ୍ଧୁଗଣ ଆପଣ ମାନଙ୍କର ଅଜଗର ସାପ ର ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *