ବାହାଘର ପୂର୍ବରୁ ଭଲ ପାଉଥିଲି, ବାହାଘର ପରେ ପ୍ରେମିକକୁ ନେଇ OYO ଗଲି! ଆଉ ତା ପରେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଶୁଭଶ୍ରୀ ଙ୍କ ମୃତ୍ୟୁ କୁ ନେଇ ଏବେ ଲୋକେ ଏପରି ଚର୍ଚ୍ଚା କରୁଛନ୍ତି କି OYO ଖେଳ ହେଲା କାଳ । ଦର୍ଶକ ବନ୍ଧୁ ଏଠାରେ କହି ରଖୁଛୁ କି ମୃତ ଶୁଭଶ୍ରୀ ମହାପାତ୍ର ଙ୍କ ପୁରୁଷ ବନ୍ଧୁ ଥିଲେ ଚୈତ୍ତରଞ୍ଜନ ଜେନା । ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଏମିତିକି ଶୁଭଶ୍ରୀ ଙ୍କ ବିବାହ ପୁବରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ଦୁଇ ଜଣ ହେଉଛନ୍ତି ଗୋଟିଏ ଗାଁର । ସେଥିପାଇଁ ତ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖୁବ ଗମ୍ଭୀର ଥିଲା । ସମୟ କ୍ରମେ ଶୁଭଶ୍ରୀ ଅନ୍ୟ ଜାଗାରେ ବିବାହ କରିଥିଲେ । ତାଙ୍କର ଗୋଟେ ପିଲା ମଧ୍ୟ ହେଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଶୁଭଶ୍ରୀ ଙ୍କ ମନରେ ପୁଣି ଥରେ ପ୍ରେମର ନିଆଁ ଜଳି ଉଠିଥିଲା । ଚିତ୍ତରଜନ ଓ ଶୁଭଶ୍ରୀ ପୁଣି ଥରେ ମନେ ପକାଇଥିଲେ ଅତୀତରେ ଆଜି ଯାଇଥିବା ସବୁଯାକ ସ୍ମୃତି । ଦୁଇ ଜଣ ଖାଲି ବିରହ ପ୍ରେମରେ ଭାସି ଯାଇଥିଲେ । ଆଉ ତା ପରେ ସମୟ ସୁବିଧା ଦେଖି OYO ରୁମ କୁ ଯାଉଥିଲେ । ଆଉ ଏହାରି ମଧ୍ୟରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନଙ୍କର କୁଆଡେ ବାହାଘର ଠିକ ହୋଇ ଯାଇଥିଲା ।

ଶୁଭଶ୍ରୀ ଯାହାକୁ ସାହି ପାରିଲେ ନାହି । ଆଉ ଶେଷରେ ବାରମ୍ବାର ଶୁଭଶ୍ରୀ ଚିତ୍ତରଞ୍ଜନ ଙ୍କୁ ଫୋନ କରୁଥିଲେ । ଆଉ ଯେବେ ଚିତ୍ତରଞ୍ଜନଙ୍କର ବାହାଘର ଆଉ କେଉଁଠି ଠିକ ହୋଇ ଯାଇଥିଲା ସେ ମଧ୍ୟ ଶୁଭଶ୍ରୀ ଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲା । ଯାହାକୁ କେବେ ବି ସହଜରେ ଗ୍ରହଣ କରିପାରୁ ନ ଥିଲା ଶୁଭଶ୍ରୀ ମହାପାତ୍ର ।

ସ୍ଵାମୀ ଘରେ ନ ଥିବା ସମୟରେ ପୁଅକୁ ଟିୟୁସନ ରେ ଛାଡି ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଙ୍କୁ ବାରମ୍ବାର ଫୋନ କରିଥିଲେ ଶୁଭଶ୍ରୀ । ଆଉ ଚିତ୍ତରଞ୍ଜନ ବି ଆସିଥିଲେ କିନ୍ତୁ ଉଭୟଙ୍କ ମଧ୍ୟରେ ବହୁତ ଜୋର ରେ ପାଟି ତୁଣ୍ଡ ହୋଇଥିଲା । ଆଉ ତା ପରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ କୁଆଡେ ଘର ବାହାରକୁ ପଳାଇ ଥିଲା ଆଉ ଶୁଭଶ୍ରୀ ନିଜ ଜୀବନ ହାରି ଦେଇଥିଲେ ।

ଶୁଭଶ୍ରୀ ଏପରି କରିବା ସମୟରେ ଚିତ୍ତରଞ୍ଜନ ଦେଖିଥିଲେ ଆଉ ପୋଲିସ ଭୟରେ ଶୁଭଶ୍ରୀଙ୍କ ଓଢଣି କୁ ନେଇ ଫିଙ୍ଗି ଦେଇଥିଲେ । ଆଉ ଯେଉଁ ଟେବଲ ଉପରେ ଶୁଭଶ୍ରୀ ଛିଡା ହୋଇଥିଲେ ତାହା ମଧ୍ୟ ହଟାଇ ଦେଇଥିଲେ । ଆଉ ପୋଲିସ ଭୟରେ ଏମିତି ସବୁ କିଛି କରିଛି ବୋଲି ପୋଲିସ ଆଗରେ ଚିତ୍ତରଞ୍ଜନ ମାନି ସାରିଛି ।

ଆଉ ଏହି ଆଧାରରେ ପୋଲିସ ଶୁଭଶ୍ରୀ ଙ୍କ ପୁରୁଷ ବନ୍ଧୁ ଙ୍କୁ ଅଟକ ରଖିବା ସହ ଘଟଣା ର ତଦନ୍ତ କରୁଛି । ଏହ ସହ ପୋଲିସ ଚିତ୍ତରଞ୍ଜନ ଙ୍କୁ ନେଇ ପଚରାଉଚରା କରିବା ସହ ତଥ୍ୟ ପାଇଁ ଅନେକ ଜାଗାକୁ ନେଇ ତଦନ୍ତ କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *