ବାହାଘର ପରେ ଝିଲିକ୍ ଙ୍କ ଜୀବନରେ ଆସିଲା ବହୁତ ବଡ ଦୁଃଖ

ଆପଣ ମାନେ ଝିଲିକଙ୍କୁ ବହୁତ ସିରିଏଲ ଓ ଆଲ୍ବମରେ ଅଭିନୟ କରୁଥିବାର ଦେଖିଥିବେ, ତେବେ ଝିଲିକଙ୍କ ଡାଇରେକ୍ଟର ମାନଙ୍କ କହିବା ଅନୁଯାଇ ସେ ବହୁତ ଭାବୁକ ବ୍ୟକ୍ତି ଅଟନ୍ତି, ସେ କୌଣସି ଇମୋସନାଲ ସିନ ବହୁତ ଅସଲ ଭାବନା ସହ କରିଥାନ୍ତି, ତେବେ ଗତ ସମୟରେ ଝିଲିକଙ୍କୁ ବିବାହ ସାରିଥିଲା । ଝିଲିକଙ୍କୁ ପାଖରେ ତାଙ୍କର ୩ଟି କୁକୁର ଥିଲେ ସେ ନିଜ କୁକୁରଙ୍କୁ ବହୁତ ଭଲ ପାଉଥିଲେ ।

Image Courtesy: Google

ତେବେ କୁକୁର ମାନଙ୍କ ସହ ସମୟ ବାହାର କରି ବୁଲିବା ତାଙ୍କ ସହ ଖେଳିବା ଏହା ଝିଲିକଙ୍କୁ ପ୍ରତିଦିନ କାମ ଥିଲା ସେ ଯେତେ ବ୍ୟସ୍ତ ହେଲେ ମଧ୍ୟ ନିଜ କୁକୁର ମାନଙ୍କୁ ଗେଲ୍ହା କରିବା ଭୁଲୁ ନଥିଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଦୁଃଖ ଖବର କହିବାକୁ ଯାଉଛୁ ଯାହା ପରେ ଆପଣ ମଧ୍ୟ କାନ୍ଦିବେ ଝିଲିକଙ୍କୁ ଗୋଟେ କୁକୁର ଦେହାନ୍ତ ହୋଇଯାଇଛି ।

Image Courtesy: Google

ଏହି ଘଟଣା ପରେ ଝିଲିକ ପୁରା ଭାଙ୍ଗି ଯାଇଛନ୍ତି, ସେହି କୁକୁରକୁ ଝିଲିକ ଛୋଟରୁ ବଡ କରିଥିଲେ ଓ ପ୍ରତି ସମୟ ତାକୁ ନିଜ ପାଖରେ ରଖୁଥିଲେ ଝିଲିକ ବେଳେ ବେଳେ ନିଜ ସେଟରେ ମଧ୍ୟ ନିଜ କୁକୁରକୁ ନେଇ ଆସୁଥିଲେ ଯାହା ଦ୍ଵାରା ସେ ନିଜ କୁକୁରକୁ ମିସ କରିବେ ନାହିଁ । ତେବେ ଅତ୍ୟଧିକ ଗରମ ପଡିବା ଦ୍ଵାରା ତାଙ୍କ କୁକୁର ର ନିଧନ ହୋଇଛି ବୋଲି କୁହା ଯାଉଛି । ଝିଲିକ ବିବାହ ପରେ ନିଜ ଶାଶୁଘରେ ଆସି ରହିଥିଲେ ତେବେ ବିଦାଇ ପରେ ସେ ନିଜ ୩ଟି କୁକୁର ନିଜ ଶାଶୁଘରେ ନେଇ ରଖିଥିଲେ ।

Image Courtesy: Google

ସେ ନିଜ କୁକୁର ମାନଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କର ବହୁତ ଧ୍ୟାନ ମଧ୍ୟ ରଖନ୍ତି କିନ୍ତୁ ଯିବା ଯିବାକୁ କିଏ ବା ଅଟକେଇ ପାରିଛି ସେ ମଣିଷ ହେଉ ବା ଅଲଗା ଜୀବ ଗୋଟେ ଦିନ ଯିବାକୁ ପଡିଥାଏ, ତେବେ ଝିଲିକଙ୍କୁ ନିଜ କୁକୁର ଦେହାନ୍ତ ପ୍ପାଇନ ବହୁତ ଦୁଃଖ ହୋଇଛି । ଆପଣ ନିଜେ ଚିନ୍ତା କରନ୍ତୁ ଯଦି ଆପଣ କୌଣସି ପଶୁ ପକ୍ଷୀ ପାଳିଛନ୍ତି ଓ ହଟାତ କିଛି ହେଇଗଲା ଆପଣଙ୍କୁ କେତେ କଷ୍ଟ ହବ ସେହି କଷ୍ଟ ବର୍ତମାନ ଝିଲିକଙ୍କୁ ହେଇଛି ଓ ସେ ନିଜ କୁକୁର କଥା ଭୁଲି ପାରୁ ନାହାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *