ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ଓଡ଼ିଆ ଯୁବକ, ଚାହିଁ କି ବି ଆସୁ ପାରି ନାହାନ୍ତି, କାରଣ ଜାଣି ବିଶ୍ଵା ହେବନି – ଦେଖନ୍ତୁ Video

ଓଡିଶାର ଅନେକ ଲୋକମାନେ ନିଜ ରାଜ୍ୟ ଛାଡି ବାହାରକୁ ଯାଇଛନ୍ତି ନିଜ ରୋଜଗାର ର ପନ୍ଥା କୁ ଆପଣେଇବା ପାଇଁ ଆମତ୍ର ସେମାନଙ୍କ ମଧ୍ୟରୁ କିଛି ଜଣ ଫେ-ରି ଆଶିଛନ୍ତି କିଛି ବ୍ୟକ୍ତି ଆଉ ଫେ-ରିବା କୁ ଠିକ ଭାବି ନାହାନ୍ତି । ସେମାନେ ସେହି ଠାରେ ଅନେକ ଦିନ ଧରି ରହି ଯାଇଛନ୍ତି ।

ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ କିଛି ଲୋକଙ୍କ ସହ କିଛି ଏଭଳି ଘ-ଟ-ଣା ହୋଇଛି ଯାହା ଦ୍ଵାରା ସେମାନେ ଫେ-ରିବା ଅସମ୍ଭବ ହୋଇ ପଡିଛି । ଶୂଦ୍ର ଦକ୍ଷିଣ ଆଫ୍ରିକାରେ ଫ-ସି ରହିଛନ୍ତି ଯୁବକ । ସେ ସେଠାରେ ତାଲିମ ନେବା ପାଇଆନ ଯାଇଛନ୍ତି ମାତ୍ର ଦେଢ ବର୍ଷ ହେବା ସେ ଆଉ ଫେ-ରି ନାହାଁନ୍ତି । ମା ବାଟ ଚାହିଁ ବଶୀଛନ୍ତି କି କେବେ ତାଙ୍କ ପୁଅ ତାଙ୍କ ପାଖକୁ ଫେ-ରି ଆଶିବ ।

ଢେଙ୍କାନାଳ ର ଡେଲ ଟିଟକିରି ଜିଲ୍ଲାର ସବ୍ୟସାଚୀ ନନ୍ଦ ୨୦୧୯ ରୁ ଆଫ୍ରିକାର ର ଜୁହାନ ନାମକ ଜାଗାରେ ଫ-ସି ରହିଛନ୍ତି । ସେ କିଛି ଏଭଳି ଘ-ଟ-ଣା ରେ ଛ-ନ୍ଦି ହୋଇ ଯାଇଛନ୍ତି କି ସେ ଦକ୍ଷିଣ ଆଫ୍ରିକା ରୁ ଫେ-ରି ପାରି ନାହାଁନ୍ତି । ମା ଙ୍କର ମୃ-ତ୍ୟୁ ହେବା ପରେ ପୁଅର ଉପସ୍ଥିତି ଆବଶ୍ୟକ ବୋଲି ସରକାର ଙ୍କୁ ଅନୁରୋଧ କରା ଯାଇଛି କି ସେ ସାବ୍ଯଶଚି ଙ୍କୁ ଉଧାର କରିବେ । ଫା-ର-ମା କଲଚର ଉପରେ ତାଲିମ ନେବା ପାଇଁ ଯାଇଥିଲେ ।

ମାତ୍ର ସେ ଫେ-ରି ଥାନ୍ତେ ୨୦୨୦ ଏପ୍ରିଲ ରେ ଭାରତ ସରକାର କ-ରୋ-ନା ପାଇଁ ସବୁ ବିମାନ ଚଳାଚଳ କୁ ରଦ୍ଧ କରିଦେଇଥିବାରୁ ସେ ଆସି ପାରି ନଥିଲେ । ଜୁହାନ ସହରରେ ଫ-ସି ରହି ଯାଇଥିଲେ ସେ ତାଙ୍କ ଭିଷା ର ଦିନ ଶେଷ ହୋଇ ଯାଇଥିବାରୁ । ତେବେ ସେ ରହୁଥିବା ଫାର୍ମ ହାଉଶ ର ମାଲିକ ଙ୍କ ପୁଅକୁ କିଛି ଦୁର୍ବୁତ୍ତ ଆସି ଗୁ-ଳି କରି ମା-ରି ଦେଇଥିଲେ । ୧୯ ତାରିଖରେ ୨୦୨୧ ଫେବୃୟାରି ମାସରେ ଏହି ଘ-ଟ-ଣା ଘଟିଛି ।

ପୋ-ଲି-ସ ଏହା ଜାଣିବା ପରେ ତାଙ୍କୁ ପୋ-ଲି-ସ ଷ୍ଟେ-ସ-ନ ର୍ରେ ଅ-ଟ-କ ରଖିଛି । କାରଣ ସେହିଁ କେବଳ ପ୍ରତେଖ ଦର୍ଶୀ ଏହି ଘ-ଟ-ଣାର । ଏହି ଘ-ଟ-ଣା ପରେ ତାଙ୍କ ପାସ୍ପୋର୍ଟ ଓ ଭିଷା ସହ ତାଙ୍କ ଫୋନ ମଧ୍ୟ ଜବତ କରି ରଖିଛି ପୋ-ଲି-ସ ।

ପୁଅକୁ ଫେରାଇ ଆଣିବାର ଅନେକ ଅନୁରୋଧ ବିଫଳ ହେବା ପରେ ତାଙ୍କ ମା ମଧ୍ୟ ଆଖିବୁଜି ଦେଇଛନ୍ତି । ଏହାର ପ୍ରତେକ୍ୟ ଦର୍ଶୀ ଭାବେ ସବ୍ୟଶଚି ସେଠାରେ ଥିଲେ ତେଣୁ ଏହି ମା-ମ-ଲା ନ ସାରିବା ଯାଏ ତାଙ୍କୁ ଛାଡି ହେବନି ବୋଲି କହିଥିଲା ଦକ୍ଷିଣ ଆଫ୍ରିକା ର ପୋ-ଲି-ସ ।

ଏହା ସବୁ ଘର ଲୋକ ଡେରିରେ ଜାଣିବା ହେତୁ ଘର ମାଲିକ ଓ ପୋ-ଲି-ସ ସହ କଥା ହୋଇ ଛନ୍ତି ଖୁବ ଶୀଘ୍ର ତାଙ୍କୁ ଘରକୁ ଆଣିବା ପାଇଁ ଘରର ଲୋକମାନେ ଚେଷ୍ଟା କରୁଛନ୍ତି । ପରିଆବର ଲୋକମାନେ ଏବେ ନିଜ ଜିଲ୍ଲା ପାଳ ଓ ନବୀନ ପଟନାୟକ ଙ୍କୁ ଅନୁରୋଧ କରିଛନ୍ତି କି ବିଦେଶ ମନ୍ତ୍ରୀ ଓ କେନ୍ଦ୍ର ସରକାର ଙ୍କ ସହ କଥା ହୋଇ ତାକୁ ଖୁବ ଶୀଘ୍ର ଘରକୁ ଫେରାଇ ଆଣିବା ପାଇଁ । ତେବେ ଏବେ ୮ ଦିନ ବୀତି ଯାଇଥିଲେ ମଧ୍ୟ କିଛି ଫଳ ମିଳିନୀ ।

Leave a Reply

Your email address will not be published. Required fields are marked *