ବହୁତ କମ ବୟସରୁ ମୃତ୍ୟୁ ବରଣ କରିଥିବା ଓଡ଼ିଆ ସେଲିବ୍ରେଟି

ଏମିତି ବହୁତ କମ ଲୋକ ହୋଇଥାନ୍ତି ଯିଏ ବହୁତ କମ ବୟସରେ ଲୋକ ପ୍ରିୟ ହୋଇଥାନ୍ତି, ତେବେ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ବହୁତ କମ ସମୟରେ ଲୋକଙ୍କ ମନ କିଣି ନେଇଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଓଡିଆ ସେଲିବ୍ରେଟି ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ବୟସରେ ଲୋକ ପ୍ରିୟ ହୋଇଥିଲେ କିନ୍ତୁ ଲୋକ ପ୍ରିୟ ହବା ସହ ବହୁତ କମ ବୟସରେ ମୃତ୍ୟୁ ମଧ୍ୟ ବରଣ କରିଥିଲେ, ଆଜି ଏମିତି କିଛି ସେଲିବ୍ରେଟି ବିଷୟରେ ଆସନ୍ତୁ ଜାଣିବା ।

Image Courtesy: Google

୧. ନିକିତା :

ତେବେ ନିକିତା ବହୁତ କମ ବୟସରେ ଓଡ଼ିଆ ଦୁନିଆ ଉପରେ ରାଜ କରିବାକୁ ଲାଗିଥିଲେ କିନ୍ତୁ ଗତ ବର୍ଷ ତାଙ୍କ ମୃତ୍ୟୁ ହୋଇଯାଇଥିଲା, କଣ ଆପଣ ଜାଣିଛନ୍ତି ନିକିତାଙ୍କ ମୃତ୍ୟୁ ତାଙ୍କ ସ୍ଵାମୀ କରିଥିଲେ, ହଁ ଆଜ୍ଞାନ ନିକିତାଙ୍କ ସହ ତାଙ୍କ ସ୍ଵାମୀର କିଛି ଝଗଡା ହୋଇଥିଲା ଯାହା ରାଗରେ ତାଙ୍କ ସ୍ଵାମୀ ତାଙ୍କୁ ଛାତରୁ ଠେଲି ଦେଇଥିଲେ ଯାହା ପରେ ତଳେ ପଡି ନିକିତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବରଣ କରିଥିବା ବେଳେ ନିକିତାଙ୍କ ବୟସ କେବଳ ୩୨ ବର୍ଷ ଥିଲା ତେବେ ଏତେ କମ ବୟସରେ ନିକିତା ସମସ୍ତଙ୍କୁ ଛାଡି ଚାଲି ଗଲେ ।

Image Courtesy: Google

୨. ସଲିଲ ମିତ୍ର :

ସଲିଲ ମିତ୍ରା ଜଣେ ବହୁତ ଭଲ କାମେଡିଆନ ଥିଲେ ତାଙ୍କ କାମେଡି ପାଇଁ ଫିଲ୍ମ ହିଟ ହାଉଥିଲା । ତେବେ ସଲିଲଙ୍କ ମୃତ୍ୟୁ ଘଟଗାଁରେ ଶୁଟିଙ୍ଗ କଲା ବେଳେ ଗୋଟେ ଗାଡି ଏକସିଡେଣ୍ଟ ରେ ହୋଇଥିଲା, ତେବେ ତାଙ୍କ ମୃତ୍ୟୁ ରେ ପୁରା ଓଲିଉଡ ଜଗତ ଶୋକରେ ବୁଡି ଯାଇଥିଲା । ତେବେ ମୃତ୍ୟୁ ବରଣ କରିଥିବା ବେଳେ ସଲିଲଙ୍କୁ କେବଳ ୩୭ ବର୍ଷ ବୟସ ହୋଇଥିଲା ।

Image Courtesy: Google

୩. ସୀମରନ :

ସମ୍ବଲପୁର ସେଲଫି ବେବୋ ଗୀତ ଆପଣ ମାନେ ସମସ୍ତେ ଦେଖିଥିବେ ବା ଶୁଣିଥିବେ ତେବେ ଏହି ଗୀତ ହିରୋଇନ ସୀମରନ ଥିଲେ ଯିଏ ଏହି ଗୀତ ଦ୍ଵାରା ସବୁ ଦର୍ଶକ ମାନଙ୍କ ମନରେ ଘର କରିଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ସୀମରନ ସ୍ଵାମୀ ତାଙ୍କୁ ବ୍ରିଜ ଉପରୁ ପାଣିରେ ଠେଲି ଦେଇଥିଲେ ଯାହା ପରେ ସୀମରନଙ୍କ ମୃତ୍ୟୁ ହୋଇଥିଲା ତେବେ ମୃତ୍ୟୁ ସମୟରେ ସୀମରନ କେବଳ ୨୦ ବର୍ଷର ହୋଇଥିଲେ ।

Image Courtesy: Google

୪. ରାଜା :

ରାଜା ବହୁତ ସିରିଏଲରେ କାମ କରିଥିଲେ ଏବଂ ବହୁତ ସିରିୟଲ ମଧ୍ୟ ବନଉଥିଲେ ତେବେ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି, କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସେ କାହାକୁ ଭଲ ପାଉଥିଲେ ଏବଂ ଏହି ଝଗଡାରେ ସେ ନିଜେ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିଲେ, ତେବେ ମୃତ୍ୟୁ ବରଣ କରିବା ବେଳେ ରାଜାଙ୍କୁ କେବଳ ୨୮ ବର୍ଷ ବୟସ ହୋଇଥିଲା । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *