୧୧୬ ଟି ଜିଲ୍ଲାରେ ଲାଗୁହେଲା ଗରିବ କଲ୍ୟାଣ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରନା ଭାଇରସକୁ ରୋକିବା ପାଇଁ ଲଗାଇଥିବା ଲକଡାଉନ ସମୟରେ ନିଜ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଶସକ୍ତ କରି ତାଙ୍କୁ ଜୀବିକା ମୁହାଁକରିବା ପାଇଁ ଶନିବାର ଦିନ ଗରିବ କଲ୍ୟାଣ ରୋଜଗାର ଯୋଜୋନାର ଆରମ୍ଭ କରିଛନ୍ତି । କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ନିର୍ମଲା ସିତାରମଣ ଗରିବ କଲ୍ୟାଣ ରୋଜଗାର ଯୋଜନା ସହିତ ଜଡିତ ସୂଚନା ଆଗରୁ ଦେଇଥିଲେ । ବିତ୍ତ ମନ୍ତ୍ରୀ ନିର୍ମଲା ସୀତାରମନ ପ୍ରେସ କନଫରେନସେରେ କହିଥିଲେ ଲକ ଡାଉନ ଲାଗୁହେବା ପରେ ଦେଶର ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିଲେ । କେନ୍ଦ୍ର ସରକାର ତାଙ୍କ ପାଇଁ ବ୍ୟବସ୍ତା କରି  ତାଙ୍କା ଘରେ ପହଞ୍ଚାଇଥିଲେ ।

Image Courtesy: Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ‘ଗରିବ କଲ୍ୟାଣ ରୋଜଗର ଅଭିଆନ୍’ ଆରମ୍ଭ କରିଥିଲେ । ଏହି ଯୋଜନା 6 ଟି ରାଜ୍ୟର 116 ଟି ଜିଲ୍ଲାରେ ଚାଲିବ । ଏହି ଯୋଜନା ଦେଶର ସେହି ଜିଲ୍ଲାମାନଙ୍କରେ ପରିଚାଳିତ ହେବ ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା 25 ହଜାରରୁ ଅଧିକ ଅଟେ । ଏହା ଅଧୀନରେ ଶ୍ରମିକମାନେ 125 ଦିନ କାମ ପାଇବେ । ଶ୍ରମିକମାନଙ୍କୁ ରୋଜଗାର ଦେବା ପାଇଁ 50 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

Image Courtesy: Google

ବିହାର ର ଖଗଡିଆ ଜିଲ୍ଲାର ବେଲଦଉର ପ୍ରଖଣ୍ଡର ତେଲହର ଗ୍ରାମରେ ଆରମ୍ଭ ହେବ ଅଭିଯାନ

ସୂଚନା ଅନୁଯାଇ ବିହାରର ମୁଖ୍ୟ ମନ୍ତ୍ରୀ ନିତୀଶ କୁମାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ ମୋଦୀଙ୍କ ଅବସ୍ତିତିରେ ଭିଡିଓ କାନଫରନସେ ଜରିଆରେ ୨୦ ଜୁନ ୨୦୨୦ ରେ ମୋଦୀ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିବେ । ଏହି ଅଭିଜନ ଖଗଡିଆ ଜେଲର ବେଲଦଉରପ୍ରଖଣ୍ଡର ତେଲିହର ଗାଁ ରୁ ଆରମ୍ଭ କରାଯିବ ।

Image Courtesy: Google

ଏହି ଯୋଜନାର ଡିଜିଟାଲ ଶୁଭାରମ୍ଭରେ ପାଞ୍ଚ ଅନ୍ୟ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଓ କିଛି କେନ୍ଦ୍ର ମନ୍ତ୍ରୀ ଭାଗ ନେଇଛନ୍ତି । ବୟାନରେ କୁହାଯାଇଛି କି ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଓଡିଶା, ଝାରଖଣ୍ଡ କୁ ମିଶାଇ ୧୧୬ ଜିଲ୍ଲାରେ ୨୫ ହାଜରୁ ଅଧିକ ପ୍ରବାସୀ ଶ୍ରମିକକୁ ଏହି ଅଭିଜାନରେ ଦାଖିଲ କରିଛନ୍ତି  ଯେଉଁଥିରେ ୨୭ ଜିଲ୍ଲା ସାମିଲ ହେବ । ଏଥିରେ କୁହାଯାଇଛି କି ପାଖାପାଖି ଦୁଇ ତୃତୀୟ ପ୍ରବାସୀ ଶ୍ରମିକଙ୍କୁ ସାମିଲ କରିବାର ଅନୁମାନ କରାଯାଇଛି ।

୧୨ ଅଲଗା ଅଲଗା ମନ୍ତ୍ରାଲୟ କରିବେ ଗରିବ କଲ୍ୟାଣ ଯୋଜୋନର ସଂଯୋଗ

Image Courtesy: Google

୬ ରାଜ୍ୟରେ ୧୧୬ ଜିଲ୍ଲାର ଗାଁରେ କୋବିଡ-୧୯ ମହାମାରୀକୁ ନଜରରେ ରଖି ସାମାଜିକ ଦୂରତାର ପାଳନ କରି ସାଝା ସେବା କେନ୍ଦ୍ର କୃଷି ବିଜ୍ଞାନ କେନ୍ଦ୍ରର ଜରିଆରେ ଏହି କାର୍ଯ୍ୟରେ ସାମିଲ ହେବେ । ଏହି ଅଭିଯାନ ୧୨୫ ଦିନର ଅଟେ ଯେଉଁଥିରେ  ପ୍ରବାସୀ ଶ୍ରମିକ ମାନଙ୍କୁ ଜୀବିକା ମୁହାଁ କରିବା ପାଇଁ ଦେଶର ଗ୍ରାମୀଣ କ୍ଷେତ୍ରରେ ବୁନିଆଦି ଦଞ୍ଚ ଛିଡା କରିବା ପାଇଁ ୨୫ ଅଲଗା କାମ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏହି ଯୋଜନାର ସଂଯୋଗ ୧୨ ଅଲଗା ଅଲଗା ମନ୍ତ୍ରାଳୟ କରିବେ ଯେଉଁଥିରେ ଗ୍ରାମୀଣ ବିକାଶ, ପଞ୍ଚାୟତି ରାଜ, ସଡକ ପରିବହନୟ ରାଜ ମାର୍ଗ,ଖନନ,ପ୍ରେୟ ଜଳ ଏବଂ ସ୍ଵାଛତା, ପାର୍ଜ୍ୟବରଣ, ରେଲୱେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନବୀନ ଏବଂ ନବୀକରଣ ଊର୍ଜା, ସୀମା ସଡକ, ଦୂର ସଞ୍ଚାର କୃଷି ମନ୍ତ୍ରାଲୟ ସାମିଲ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *