ବହୁତ ଶୀଘ୍ର ଆପଣଙ୍କ ମୋବାଇଲ ନଂ ବଦଳିବାକୁ ଯାଉଛି, ଏବେ ୧୦ଟା ଜାଗାରେ ୧୧ଅଙ୍କର ହେବ ଫୋନ ନମ୍ବର

ଭାରତରେ ବହୁତ ଶୀଘ୍ର ସମସ୍ତଙ୍କ ଫୋନ ନଂ ୧୦ଟି ଜାଗାରେ ୧୧ଟି ହବାକୁ ଯାଉଛି, ବର୍ତମାନରେ ଟେଲିକମ ରେଗୁଲେଟ୍ରି ଅଥରୀଟି ଅଫ ଇଣ୍ଡିଆ ନୂଆ ନିବେଦନ ପେଶ କରିଛନ୍ତି ଯାହା ଅନୁମତି ପ୍ରାପ୍ତ କଲା ପରେ ମୋବାଇଲ ନଂ ପୁରା ଅଙ୍କ ବଦଳିଯିବ, ଟେଲିକମ ରେଗୁଲେଟରି ଅଥରୀଟି ଅଫ ଇଣ୍ଡିଆ ତରଫରୁ ପେଶ କରା ଯାଇଥିବା ନିବେଦନରେ ମୋବାଇଲ ଫୋନ ସହ ଲ୍ୟାଣ୍ଡ ଲାଇନ ନଂ ପାଇଁ ୟୂନିଫାଇଡ ନମ୍ବରିଙ୍ଗ ପ୍ଳାନ ମଧ୍ୟ ଶାମିଲ କରିବା ପାଇଁ କୁହା ଯାଉଛି ।

Image Courtesy: Google

ୟୂନିଫାଇଡ ନମ୍ବରିଙ୍ଗ ପ୍ଳାନକୁ ଯଦି ଅନୁମତି ମିଳି ଗଲା ତେବେ ମୋବାଇଲ ନଂ ଆଉ ୧୦ ରହିବ ନାହିଁ ୧୧ଟି ହୋଇଯିବ । ତେବେ ଲ୍ୟାଣ୍ଡ- ଲାଇନ ଦ୍ଵାରା ମୋବାଇଲ ରେ ଫୋନ କଲେ ନଂ ଆଗରେ ୦ ଲଗେଇବାକୁ ହବ, ବର୍ତମାନ ଲ୍ୟାଣ୍ଡ – ଲାଇନ ନଂରୁ ମୋବାଇଲକୁ ଫୋନ କଲେ ୦ ଲଗେଇବା କିଛି ଦରକାର ନାହିଁ ।

୧୦ ଅରବ ଲୋକଙ୍କ ଉପରେ ପ୍ରଭାବ ପଡିବ :

Image Courtesy: Google

ଟେଲିକମ ରେଗୁଲେଟାରି ଅଥରୀଟି ଅଫ ଇଣ୍ଡିଆ ଏହି ନୂଆ ନିବେଦନ ଲାଗୁ ହେଲା ପରେ ଭାରତରେ ସମସ୍ତଙ୍କୁ ନଂ ବଦଳି ଜୀବ ଏବଂ ଏହା ଦ୍ଵାରା ୧୦ ଅରବ ଲୋକଙ୍କ ମୋବାଇଲ ନଂ ପ୍ରଭାବିତ ହବ । ଟେଲିକମ ରେଗୁଲେଟ୍ରି ଅଥରୀଟି ଅଫ ଇଣ୍ଡିଆ ଏହି ନିବେଦନ ପ୍ରଭାବ ଡୋଙ୍ଗଲ ଉପରେ ମଧ୍ୟ ପଡିବ, ଏବଂ ଡୋଙ୍ଗଲ ପାଇଁ ମଧ୍ୟ ବିତରିତ କରା ଯାଇଥିବା ମୋବାଇଲ ନଂ ସଂଖ୍ୟା ୧୩ଟି ଅଙ୍କ ର ହୋଇଯିବ । ଏହି ସମୟରେ ଦେଶରେ ଡୋଙ୍ଗଲ ପାଇଁ ୧୦ଟି ନଂ ମୋବାଇଲ ନଂ ଦିଆ ଯାଇଛି, ତେବେ ଟ୍ରାଇ ନିବେଦନ ଅଟେ ଯେ ଡୋଙ୍ଗଲ ପାଇଁ ମୋବାଇଲ ନଂକୁ ବଦଳି ୧୦ ଜାଗାରେ ୧୩ ଅଙ୍କ କରି ଦବା ଉଚିତ ଅଟେ ।

ପ୍ରଥମ ଅଙ୍କ ହବ ୯ :

Image Courtesy: Google

ଟ୍ରାଇ ଦ୍ଵାରା କରା ଯାଇଥିବା ନିବେଦନ ଅନୁଯାଇ ମୋବାଇଲ ନଂ ପାଇଁ୧୦ ଠାରୁ ୧୧ଟି ଅଙ୍କ କରାଯିବ, ତେବେ ପ୍ରଥମ ଅଙ୍କ ୯ ରୂପରେ ଲେଖା ହବ, ଫିକ୍ସଡ ଲାଇନ ନଂକୁ ୨ ବା ୪ ଦ୍ଵାରା ସବ ଲେବଲ ଉପରେ ନିଆ ଯିବା ଉଚିତ, କିଛି ସମୟ ତଳେ କେତେ ଅପରେଟର୍ସ ୩, ୫ ଏବଂ ୬ ମଧ୍ୟ ଆରମ୍ଭ କରିଥିଲେ କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ନଂ ସେବା କରା ଯାଇ ନାହାନ୍ତି । ତେବେ ଟ୍ରାଇ ଏହାକୁ ୨ ବା ୪ ସବ ଲେବଲ ଉପରେ ନିବେଦନ କରିଥିଲେ ।

୧.୨ ବିଲିୟନ ଲୋକ ଉପଭୋକ୍ତା ଅଛନ୍ତି :

ଟ୍ରାଇ ଏବଂ ସୋନ୍ପି ରିପୋର୍ଟ ଅନୁଯାଇ ଭାରତରେ ଆଗରୁ ପ୍ରାୟତଃ ୧.୨ ବିଲିୟନ ଟେଲିଫୋନ ନଂ ଅଟେ, ଯାହା ଟେଲ ଘନତ୍ଵ ୮୭.୪୭% ଅଟେ । ଦେଶରେ ଉପଭୋକ୍ତାଙ୍କ ସଂଖ୍ୟା ବହୁତ ଶୀଘ୍ର ବଢିବାକୁ ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *